Browsing Tag

hyderabad

ହାଇଦ୍ରାବାଦରେ ୧୦୦ ଟଙ୍କାରେ ଗୋଟିଏ କଦଳୀ…! ଠେଲା ବିକାଳି ବିଦେଶୀ ପର୍ଯ୍ୟଟକଙ୍କୁ କହିଲେ ମୂଲ୍ୟ, Video ଭାଇରାଲ

‘ଅତିଥି ଦେବୋ ଭବଃ’ ଅର୍ଥାତ୍ ସେମାନେ ଦେବତା ସମାନ । ଭାରତରେ ଏହାକୁ ବେଶ୍ ପ୍ରାଧ୍ୟାନ୍ୟ ଦିଆଯାଏ । କିନ୍ତୁ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଜଣେ ଠେଲା ବିକାଳି କିପରି ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଠକୁଛନ୍ତି, ତାହା ସ୍ପଷ୍ଟ ଭାବରେ…

ଅଲୁ ଅର୍ଜୁନଙ୍କୁ ସମନ ପଠାଇଲା ହାଇଦ୍ରାବାଦ ପୋଲିସ, ଦଳାଚକଟା ମାମଲାରେ ହେବ ପଚରାଉଚରା

ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ନୋଟିସ୍ ଜାରି କରିଛି । ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିଜ୍ଞପ୍ତିରେ ଅଲୁ ଅର୍ଜୁନଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି । ଚିକ୍କଡପଲି ପୋଲିସ ଅଭିନେତାଙ୍କ ଲିଗାଲ ଟିମକୁ ଏହି ନୋଟିସ୍…

ନୂଆପଡ଼ାର ଅପହୃତ ଶିଶୁକୁ ୧୨ ଦିନ ପରେ ଉଦ୍ଧାର କଲା ପୋଲିସ

ନୂଆପଡା : ପୁଅକୁ ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲେ ।  ୧୨ ଦିନରେ ୫ ବର୍ଷର ଶିଶୁକୁ ଉଦ୍ଧାର କଲା ପୋଲିସ ।  ଏହା ସହ ମହିଳା ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଛି ।  ନୂଆପଡା କୋମନା ଥାନା ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅକୁ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟି ନିକଟରୁ…

ଭିଡ଼ ଭିତରେ ମହିଳାଙ୍କୁ ଅଶାଳୀନ ଢଙ୍ଗରେ ଛୁଉଁଥିଲେ, ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଲା ପୋଲିସ

ହାଇଦ୍ରାବାଦ ସିଟି ପୋଲିସ ନିକଟରେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛି । ଏଥିରେ ଏକ ଲଜ୍ଜାଜନକ ଘଟଣା କଏଦ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ଭିଡ଼ ଭିତରେ ଜଣେ ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବାର ଦେଖାଯାଉଛି । ବ୍ୟକ୍ତି ଜଣକ ଅଶାଳୀନ ଢଙ୍ଗରେ ମହିଳାଙ୍କୁ ଛୁଉଁଛନ୍ତି ଏବଂ…

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ସାମ୍ନାକୁ ଆସୁଛି । ଏତେ ସବୁ ଅଭିଯୋଗ ସତ୍ତ୍ୱେ ମାମଲା ଥମୁନାହିଁ । ଏବେ ପୁଣି ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଘଟଣା ହାଇଦ୍ରାବାଦର ଏକ…

ପୋଷା କୁକୁର ମାଲିକକୁ ଅତି ନିର୍ମମ ଭାବରେ ପିଟିଲେ କିଛି ଦୁର୍ବୃତ୍ତ, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ହାଇଦ୍ରାବାଦର ମଦୁରାନଗରରୁ ଏକ ବିବ୍ରତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଏବେ ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ତେବେ କିଛି ଲୋକ ପୋଷା କୁକୁରର ମାଲିକ ଏବଂ ମାଲିକାଣୀଙ୍କୁ ଲୁହା ରଡରେ ଅତି ନିର୍ମମ ଭାବରେ ପିଟୁଥିବାର ନଜର ଆସିଛନ୍ତି ।…

ହାଇଦ୍ରାବାଦ: ଚଳନ୍ତା ବୁଲେଟ୍‌ରେ ଲାଗିଲା ନିଆଁ, ହେଲା ବିସ୍ଫୋରଣ; ୧ ମୃତ, ୯ ଗୁରୁତର

ଆପଣ ଏ ପର୍ଯ୍ୟନ୍ତ କାର୍‌ ଏବଂ ଇଲେକ୍ଟ୍ରିକ୍‌ ଗାଡ଼ିରେ ନିଆଁ ଲାଗିବା ଘଟଣା ଦେଖି ଆସୁଥିଲେ । କିନ୍ତୁ ଏବେ ଏକ ବୁଲେଟ୍‌ ବାଇକ୍‌ରେ ନିଆଁ ଲାଗିବା ମାମଲା ସାମ୍ନାକୁ ଆସିଛି । ରାସ୍ତାରେ ଚଳନ୍ତା ଅବସ୍ଥାରେ ହିଁ ବୁଲେଟ୍‌ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା ଏବଂ ଦେଖୁ ଦେଖୁ ପୂରା ଗାଡ଼ିଟି ନିଆଁ…

ଲୁଟେରାଙ୍କ ସହ ଲଢ଼େଇ କଲେ ମା’ ଓ ଝିଅ, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ ସହରରେ ଜଣେ ମା’ ଏବଂ ଝିଅର ସାହସର ଦୃଶ୍ୟ ଦେଖିବାକୁ ମିଳିଛି । ମା’ ଓ ଝିଅ ମିଳିତ ଭାବେ ଦୁଇଜଣ ଲୁଟେରାଙ୍କ ସହ ଲଢ଼ିଥିଲେ। ଡକାୟତି ପାଇଁ ଆସିଥିବା ଦୁଇ ଜଣ ଅଭିଯୁକ୍ତ ଗୁରୁବାର ଅପରାହ୍ନରେ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହା ପରେ ଘର ଲୋକ ଓ ଅପରାଧୀଙ୍କ ମଧ୍ୟରେ ଜୋରସୋରରେ…

ବର ହେବା ପୂର୍ବରୁ ଦାନ୍ତ ସର୍ଜରୀ କରିବାକୁ ଯାଇଥିଲେ ଯୁବକ, ଡେଣ୍ଟାଲ କ୍ଲିନିକ୍‌ରେ ହେଲା ମୃତ୍ୟୁ

ହାଇଦ୍ରାବାଦର ଏକ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ଦନ୍ତ ପ୍ରକ୍ରିୟା (ଡେଣ୍ଟାଲ ପ୍ରୋସିଜର୍‌) ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ୨୮ ବର୍ଷୀୟ ଏହି ବ୍ୟବସାୟୀ ବିବାହ ପୂର୍ବରୁ ନିଜର ହସ ବଢ଼ାଇବା ପାଇଁ ଡେଣ୍ଟାଲ ପ୍ରୋସିଜର୍‌ ବୁକ୍ କରିଥିଲେ । ମୃତକ ହେଲେ, ଲକ୍ଷ୍ମୀ ନାରାୟଣ…

ପେଟ୍ରୋଲ ପମ୍ପରେ ଲାଗିଥିଲା ଲମ୍ବା ଲାଇନ୍‌, ଘୋଡ଼ାରେ ବସି ଖାଦ୍ୟ ଡେଲିଭରି ଦେବାକୁ ଗଲେ Zomato ବୟ

ତେଲେଙ୍ଗାନାର ହାଇଦ୍ରାବାଦର ଚଞ୍ଚଲଗୁଡ଼ାରୁ ଜଣେ ଡେଲିଭରି ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜମାଟୋର ଏହି ଡେଲିଭରି ବୟ ଘୋଡ଼ାରେ ବସି ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯାଉଛନ୍ତି। ରାସ୍ତାରେ ଯାଉଥିବା ଲୋକେ ଯେତେବେଳେ ଏହାର କାରଣ ପଚାରୁଛନ୍ତି, ଯୁବକ…

ହାଇଦ୍ରାବାଦ-ଦୁବାଇର ଫ୍ଲାଇଟ୍‌ ହାଇଜ୍ୟାକ୍‌ ହୋଇପାରେ! ଏଭଳି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ପୋଲିସ ଖାଲି କରାଇଲା…

ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜ୍ୟାକ୍‌ କରାଯାଇପାରେ। ଏଭଳି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଥିଲା। ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲେ, ଯେଉଁଥିରେ ସେ…