Browsing Tag

icmr

କୋଭିଡ୍ ଟିକା ହାର୍ଟ ଆଟାକର କାରଣ ନୁହେଁ, ସ୍ପଷ୍ଟ କରିଛି ICMR ଏବଂ AIIMS

କୋଭିଡ୍ ଟିକା ହାର୍ଟଆଟାକର କାରଣ ନୁହେଁ ବୋଲି ସ୍ପଷ୍ଟ କରିଛି ICMR ଏବଂ AIIMS । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପ୍ରଭାବ ବୋଲି ଅଭିଯୋଗ ଅଣାଯାଇଛି । ଯାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।…

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ପଦବୀ, ୧୨ଶ ପାସ୍‌ କରନ୍ତୁ ଆବେଦନ

ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ ଏବଂ ଲାବ୍ରୋଟାରୀ ଆଟେଡାଣ୍ଟ ପଦବୀରେ ଭର୍ତ୍ତି ହେଉଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ । ଆବେଦନ କରିବାର ଶେଷ ତାରିଖ ୧୬ ଜୁନ୍‌ ରହିଛି ।…

ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ICMR ରେ କରନ୍ତୁ ଆବେଦନ

ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ମାଲେରିଆ ଆଣ୍ଡ ରିସର୍ଚ୍ଚରେ ଅନେକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଏଥିପାଇଁ ଆଇସିଏମଆରର ଏନଆଇଏମଆର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । nimr.org.in ଟେକ୍ନିକାଲ ଆସିଷ୍ଟାଣ୍ଟ, ଲାବ୍ରୋଟେରୀ ଅଟେଣ୍ଟାଣ୍ଟ ଏବଂ…

ICMR ବମ୍ପର ନିଯୁକ୍ତି, ଦରମା ମାସକୁ ୧ ଲକ୍ଷରୁ ଅଧିକ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ପକ୍ଷରୁ ଏକ ନୋଟିସ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଏଠାରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ…

ଭାରତରେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିଜ୍‌ ରୋଗରେ ଆକ୍ରାନ୍ତ, ପ୍ରକାଶ ପାଇଲା ICMR ରିପୋର୍ଟ

ଭାରତର ଅନେକ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ । କିନ୍ତୁ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ତୁଳନାରେ ଡାଇବେଟିଜ୍‌ ସବୁଠାରୁ ମାରାତ୍ମକ ରୋଗ । ଡାଇବେଟିଜ୍‌ ଏପରି ଏକ ରୋଗ ଯାହା ଯେକୌଣସି ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଇଥାଏ । ତେବେ ଭାରତରେ ୧୦ କୋଟିରୁ ଅଧିକ ଲୋକ ଏହି ଡାଇବେଟିଜ୍‌…

ସ୍ୱତନ୍ତ୍ର ମଶା: ଭାରତୀୟ ବୈଜ୍ଞାନିକ ଖୋଜିଲେ ଏମିତି ମଶା ଯାହା ଦୂର କରିବ ଡେଙ୍ଗୁ-ଚିକେନଗୁନିଆ ସଂକ୍ରମଣ

ବର୍ତ୍ତମାନ ଯେଉଁ ପ୍ରାଣୀ ରୋଗ ସୃଷ୍ଟି କରୁଥିଲା ସେ ଏବେ ଦୂର କରିବ ରୋଗ। ରୋଗ ବ୍ୟାପିବା ପରିବର୍ତ୍ତେ ଦୂର ହେବ ଏହି ଭୟଂକର ରୋଗ। ବର୍ଷା ଋତୁରେ ଡେଙ୍ଗୁ ଓ ଚିକେନ ଗୁନିଆ ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦେଶରେ ଡେଙ୍ଗୁ-ଚିକେନଗୁଆକୁ ନିୟନ୍ତ୍ରଣ କରିବା…

ଦେଶବାସୀଙ୍କୁ ଆଶ୍ୱସ୍ତି ଦେଲା ICMR, ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର

କେନ୍ୟୁଜ୍(ବ୍ୟୁରୋ): ଆଇସିଏମ୍‌ଆର୍‌ର ଆକଳନ ଆଣିଲା ଆଶ୍ୱସ୍ତି। ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର। ବିଭନ୍ନ ମଡ଼େଲକୁ ସମୀକ୍ଷା ଓ ବିଶ୍ଲେଷଣ କରିବା ପରେ ଆକଳନ କରିଛନ୍ତି ICMR ବିଶେଷଜ୍ଞ ଦଳ। ବିଶେଷଜ୍ଞଙ୍କ ଏଭଳି ଆକଳନ ଦେଶବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛି। ଦେଶରେ ତୃତୀୟ ଲହରର ସଂକ୍ରମଣ…

ଓମିକ୍ରନ୍‌ ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ମଜଭୁତ ରହେ ଇମ୍ୟୁନିଟି, ICMR ଦେଲା ବଡ଼ ସୂଚନା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ କରୋନା ସଂକ୍ରମଣ ପରେ ଇମ୍ୟୁନିଟି ସିଷ୍ଟମ୍‌ର ସ୍ଥିତିକୁ ନେଇ ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ନୂଆ ସୂଚନା…

କୋଭିସିଲ୍ଡ ଓ କୋଭାକ୍ସିନ୍‌ ନେଉଥିବା ଲୋକଙ୍କ ଶରୀରରେ ୨ ମାସ ପରେ କମୁଛି ଆଣ୍ଟିବଡି, ଚିନ୍ତା ବଢ଼ାଇଲା ନୂଆ ରିସର୍ଚ୍ଚ

କରୋନା ଭାଇରସ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଏବେ ସାରା ଦେଶରେ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଯାଏଁ ପାଖାପାଖି ୭୫ କୋଟି ଲୋକ ଟିକା ନେଇ ସାରିଲେଣି। ବର୍ଷ ଶେଷ ବେଳକୁ ସମସ୍ତେ କରୋନା ଟିକା ନେଇ ସାରିଥିବେ ବୋଲି ଆଶା କରାଯାଉଛି। ତେବେ ଇତି ମଧ୍ୟରେ ଟିକାକରଣକୁ ନେଇ ହୋଇଥିବା ଏକ…

ଭାରତୀୟ କୋଭାକ୍ସିନ ଜରିଆରେ ଦେଶ ହେବ କରୋନା ମୁକ୍ତ, ଏମ୍ସରେ ଆରମ୍ଭ ହୋଇଛି ଟ୍ରାୟଲ

ଆସନ୍ତା ଅଗଷ୍ଟ ୧୫ ତାରିଖରେ କରୋନା ମହାମାରୀକୁ ଦେଶରୁ ସମ୍ପୂୂର୍ଣ୍ଣ ରୂପେ ହଟାଇବାର ଚାଲିଛି ଯୋଜନା । ଭାରତର ସ୍ୱତନ୍ତ୍ରତା ଦିବସରେ କରୋନାର ଦେଶୀ ଭ୍ୟାକସିନ କୋଭାକ୍ସିନ ଲଞ୍ଚ ହେବାକୁ ଯାଉଛି । ଏହି ଭ୍ୟାକସିନ ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ଭାରତ…

ସେରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ପରାମର୍ଶ, ପିଲାଙ୍କଠାରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ । ପ୍ରଥମେ ଖୋଲୁ ପ୍ରାଥମିକ ବିଦ୍ୟାଳୟ । କାରଣ ପିଲାଙ୍କଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଦେଶବ୍ୟାପୀ କରାଯାଇଥିବା ସେରୋ ସର୍ଭେ ଅନୁସାରେ ପିଲାଙ୍କଠାରେ ଭୂତାଣୁ ମୁକାବିଲା କ୍ଷମତା ଅଧିକ । କିନ୍ତୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ…

ଆଇସିଏମଆର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାୟୋଟେକ୍‌, ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି…

କେନ୍ୟୁଜ ବ୍ୟୁରୋ : କରୋନା ଲଢେଇରେ ଆଉ ଏକ ଖୁସି ଖବର । ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି ଲୋଡ଼ିଲା ଭ୍ୟାକ୍ସିନ୍‌ କମ୍ପାନୀ ଭାରତ ବାୟୋଟେକ୍‌ । ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଆଇସିଏମ୍‌ଆରର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାଓଟେକ୍‌ ।…