Below header
Browsing Tag

icmr

ଦେଶରେ ମୃତ୍ୟୁହାର ରୋକିବାରେ ବିଫଳ ପ୍ଲାଜମା ଥେରାପି: ICMR ଡ଼ିଜି

ଦେଶରେ ମୃତ୍ୟୁହାର ରୋକିପାରୁନି ପ୍ଲାଜମା ଥେରାପି । କୋଭିଡ୍‌-୧୯ ଭାଇରସରେ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁହାର ରୋକିବାରେ ପ୍ଲାଜମା ଥେରାପି ସେତେଟା ଲାଭଦାୟକ ହେଉନାହିଁ । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଏହା କହିଛନ୍ତି । ICMR ଟିମ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ…

ପଶୁ ରକ୍ତ ବ୍ୟବହାର କରି ନୂଆ ତରିକାରେ ଆଇସିଏମଆର ବାହାର କଲା କରୋନା ଔଷଧ

କରୋନା ଭାଇରସର ପ୍ରକୋପ କମାଇବା ପାଇଁ ବିଶ୍ୱର ବିଭିନ୍ନ ବୈଜ୍ଞାନିକ ମାନେ ନୂଆ ନୂଆ ଟେକନିକ ଉପରେ ନିଜ ନିଜ ଗବେଷଣା ଜାରି ରଖିଛନ୍ତି ।ଶୀଘ୍ର ରୁ ଶୀଘ୍ର କେମିତି ଉପଯୁକ୍ତ ଭ୍ୟାକସିନ ଅବିସ୍କୃତ ହେବ ସେହି ଚେଷ୍ଟାରେ ଏବେ ବିଶ୍ୱର ଅନେକ ଦେଶ । କରୋନାକୁ ହରାଇବା ଦିଗରେ ଆଇସିଏମଆରକୁ ଏକ ସଫଳତା…

ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି ପ୍ରାୟ ୮୮ ନିୟୁତ ଲୋକ, ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ICMRର ସତର୍କତା

ନୂଆଦିଲ୍ଲୀ: ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ଆଇସିଏମ୍‌ଆରର ସତର୍କତା । ଦ୍ୱିତୀୟ ରିପୋର୍ଟରେ ଅଗଷ୍ଟର କରୋନା ସ୍ଥିତିକୁ ଦର୍ଶାଯାଇଛି । ଦେଶର ପ୍ରାୟ ୮୮ ନିୟୁତ ଲୋକ ଏହି ଜୀବାଣୁ ସଂସ୍ପର୍ଶରେ ଆସିଥାଇପାରନ୍ତି । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା…

କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ୍, ନମୁନା ପରୀକ୍ଷା ବେଳେ କାହାକୁ ଦିଆଯିବ ପ୍ରାଥମିକତା ସେନେଇ…

ଭୁବନେଶ୍ବର: କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ । କରୋନା ନମୁନା ପରୀକ୍ଷା ବେଳେ କାହାକୁ ପ୍ରାଥମିକତା ଦିଆଯିବ ସେନେଇ ଏଥିରେ ସ୍ପଷ୍ଟ କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ : -କଣ୍ଟେନମେଣ୍ଟ ଜୋନର ସମସ୍ତ ଲକ୍ଷଣଯୁକ୍ତଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଏବଂ…

ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହେଉଛି କୋଭିଡ-୧୯ ଟୀକା, ଦୌଡ଼ରେ ଆଗରେ ଅଛି ଏହି ୬ଟି ଭ୍ୟାକ୍‌ସିନ୍‌

କରୋନା ଭାଇରସ୍‌କୁ ନେଇ ଏବେ ସମସ୍ତେ ଆତଙ୍କିତ ଅଛନ୍ତି। ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନଥିବା ବେଳେ ଅନ୍ୟପଟେ ଏହାର ଭ୍ୟାକସିନ୍‌ ମଧ୍ୟ ଏବେ ଯାଏଁ ବାହାରି ପାରିନାହିଁ। ତେଣୁ ଏହି ସଂକ୍ରମଣ କେବେ ଶେଷ ହେବ ସେ ନେଇ ଆଶଙ୍କା ଦେଖାଦେଇଛି। ତେବେ ଇତି ମଧ୍ୟରେ ସବୁ ଦେଶ କରୋନା…

କରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡ଼ିଲା ଭାରତ, ପଶୁଙ୍କ ଉପରେ ହେବ ପ୍ରଥମ ଟ୍ରାଏଲ

ଦୁନିଆରେ ଯେଉଁ ପରିମାଣରେ କରୋନା ବଢ଼ିଚାଲିଛି ତାହାକୁ ଦୃଷ୍ଟିରେ ରଖି ଏହାର ଟୀକା ପ୍ରସ୍ତୁତ କରିବାକୁ ସବୁ ଦେଶ ଆଗେଇ ଆସିଛନ୍ତି। କିନ୍ତୁ କୌଣସି ବି ଦେଶ ଏବେ ଯାଏଁ ସଫଳ ହୋଇପାରିନାହାନ୍ତି। ଏହି ତାଲିକାରେ ଏବେ ଭାରତର ନାଁ ଯୋଡ଼ାଯାଇଛି। ଦେଶରେ ଲଗାତାର ବଢ଼ୁଥିବା କରୋନା ମାମଲାକୁ ଦେଖି…

ହଟସ୍ପଟ ଅଞ୍ଚଳ ଗୁଡିକରେ ଗର୍ଭବତୀ ମହିଳାଙ୍କ ଯାଞ୍ଚ ପାଇଁ ICMR ବନାଇଲା ଏହି ଖାସ ରଣନୀତି

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ମଙ୍ଗଳବାର ଦିନ କରୋନା ଜୀବାଣୁ ପ୍ରଭାବିତ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ସ୍କ୍ରିନିଂ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ICMRର କହିବା ଅନୁଯାୟୀ କରୋନା ସଂକ୍ରମଣ ଦ୍ୱାରା ଅତି ପ୍ରଭାବିତ ଜିଲ୍ଲାରେ ଯେଉଁ ଗର୍ଭବତୀ ମହିଳାମାନେ…