Browsing Tag

ICMR report

ଓମିକ୍ରନ୍‌ ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ମଜଭୁତ ରହେ ଇମ୍ୟୁନିଟି, ICMR ଦେଲା ବଡ଼ ସୂଚନା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ କରୋନା ସଂକ୍ରମଣ ପରେ ଇମ୍ୟୁନିଟି ସିଷ୍ଟମ୍‌ର ସ୍ଥିତିକୁ ନେଇ ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ନୂଆ ସୂଚନା…

ICMR ର ନୂଆ ରିପୋର୍ଟ, ଟିକା ପରେ କରୋନା ପଜିଟିଭ୍‌ ହୋଇଥିବା ଅଧିକାଂଶ ରୋଗୀଙ୍କ ଠାରେ ଥିଲା ଡେଲ୍ଟା ଭ୍ୟାରିଏଣ୍ଟ

କରୋନା ଟିକା ନେବା ପରେ ବି କମୁନି ସଂକ୍ରମଣ। ଏବେ କ୍ରମଶଃ ମୃତ୍ୟୁହାର ବଢ଼ିବାରେ ଲାଗିଛି। ତେବେ କରୋନା ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ରହୁଛି। ଏହି ମାମଲାରେ ମୋଟ ୯.୮ ପ୍ରତିଶତ ଲୋକଙ୍କୁ ହିଁ ହସ୍ପିଟାଲରେ ଆଡମିଟ୍‌ କରାଯାଇଛି।…

ଭ୍ୟାକସିନ ନେବା ପରେ କରୋନାର ୩ୟ ଲହର ଲୋକଙ୍କ ପାଇଁ ହେବନି କ୍ଷତିକାରକ, ICMR ପକ୍ଷରୁ ସୂଚନା

ଭାରତରେ କରୋନାର ୩ୟ ଲହର ଆସେ ତେବେ ଏହା ଦେଶ ପାଇଁ ବେଶି ଗଭୀର ପ୍ରଭାବ ପକାଇବ ନାହିଁ । ଏନେଇ ସୂଚନା ଦେଲେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ICMR । ଏକ ନୂଆ ଅଧ୍ୟୟନରୁ ଏହା ସମ୍ପର୍କରେ ଜଣାପଡିଛି । ଗାଣିତୀୟ ମଡେଲ ବିଶ୍ଲେଷଣର ଆଧାରରେ ଏହି ଅଧ୍ୟୟନ କରାଯାଇଛି । ଅଧ୍ୟୟନ…

କରୋନାରେ ସଂକ୍ରମିତ ହେଉଥିବା ଯୁବବର୍ଗଙ୍କ ସଂଖ୍ୟା ଅଧିକ, ରିପୋର୍ଟରୁ ପ୍ରକାଶ

ଦେଶରେ କରୋନାର ୨ୟ ଲହର ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । କିଛିଦିନ ପୂର୍ବରୁ ୪ଲକ୍ଷ କେସ ଗୋଟିଏ ଦିନରେ ଆସିଥିଲା । ତେବେ ସର୍ଭେରୁ ଜଣା ପଡିଛି ଯେ, ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବୟସ ବହୁତ କମ ରହିଛି । ଅର୍ଥାତ କରୋନାର ୨ୟ ଲହର ଏବେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଦେଖିବାକୁ…

ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି ପ୍ରାୟ ୮୮ ନିୟୁତ ଲୋକ, ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ICMRର ସତର୍କତା

ନୂଆଦିଲ୍ଲୀ: ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ଆଇସିଏମ୍‌ଆରର ସତର୍କତା । ଦ୍ୱିତୀୟ ରିପୋର୍ଟରେ ଅଗଷ୍ଟର କରୋନା ସ୍ଥିତିକୁ ଦର୍ଶାଯାଇଛି । ଦେଶର ପ୍ରାୟ ୮୮ ନିୟୁତ ଲୋକ ଏହି ଜୀବାଣୁ ସଂସ୍ପର୍ଶରେ ଆସିଥାଇପାରନ୍ତି । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା…

କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ୍, ନମୁନା ପରୀକ୍ଷା ବେଳେ କାହାକୁ ଦିଆଯିବ ପ୍ରାଥମିକତା ସେନେଇ…

ଭୁବନେଶ୍ବର: କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ । କରୋନା ନମୁନା ପରୀକ୍ଷା ବେଳେ କାହାକୁ ପ୍ରାଥମିକତା ଦିଆଯିବ ସେନେଇ ଏଥିରେ ସ୍ପଷ୍ଟ କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ : -କଣ୍ଟେନମେଣ୍ଟ ଜୋନର ସମସ୍ତ ଲକ୍ଷଣଯୁକ୍ତଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଏବଂ…

ଗର୍ଭବତୀ ମା’ଠୁ କରୋନା ସଂକ୍ରମିତ ହୋଇପାରେ ଗର୍ଭସ୍ଥ ଶିଶୁ, ICMR ଦେଲା ସୂଚନା

ଗର୍ଭବତୀ ମା'ଠାରୁ ଗର୍ଭସ୍ଥ ଶିଶୁକୁ କରୋନା ସଂକ୍ରମଣର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR)। ତେବେ ଗର୍ଭାବସ୍ଥାରେ ସଂକ୍ରମଣର ଭୟ କେତେ ପ୍ରତିଶତ ରହିଛି ସେ ନେଇ ଏବେ ରିସର୍ଚ୍ଚ ଚାଲିଛି ବୋଲି ଆଇସିଏମଆର ସୂଚନା ଦେଇଛି।…

ICMR ର ବଡ ଖୁଲାସା : ଲକଡାଉନ ହୋଇନଥିଲେ ଏପର୍ଯ୍ୟନ୍ତ ଭାରତରେ ସଂକ୍ରମିତ ହୋଇଥାନ୍ତେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ଥରହର। ଏହି ଭାଇରସକୁ ବ୍ୟାପିବାରୁ ବିଶ୍ୱର ଅନେକ ଦେଶରେ ଲକଡାଉନ ଚାଲିଛି। କିନ୍ତୁ ଏବେ ICMR ର ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ, ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଭାଇରସ ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇ ପାରିଛି।…