Browsing Tag

ind vs aus

ଇନ୍ଦୋର ଟେଷ୍ଟର ଆଜି ଦ୍ୱିତୀୟ ଦିନ : କଙ୍ଗାରୁ ଟିମକୁ ଜିତିବାକୁ ୭୬ ରନର ଟାର୍ଗେଟ

ଇନ୍ଦୋର ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବାକୁ ୭୬ ରନ୍‌ ଆବଶ୍ୟକ। ଗତକାଲି ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । କେବଳ ଚେତେଶ୍ୱର ପୂଜାର ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇଥିଲେ । ଶ୍ରେୟସ ଆୟର ୨୬, ଅଶ୍ୱିନୀ ୧୬, କୋହଲି ୧୩ ଏବଂ ରୋହିତ…

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଜିତିଲା ଅଷ୍ଟ୍ରେଲିଆ, ଲଗାତାର ତୃତୀୟ ଥର ପାଇଁ ଜିତିଲା ବିଶ୍ୱକପ

ସାଉଥ ଆଫ୍ରିକା ସ୍ୱପ୍ନ ଭାଙ୍ଗିଲା ଅଷ୍ଟ୍ରେଲିଆ । ଆଉ ବାଜିମାରିନେଲା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ । ରବିବାର ଦିନ ନ୍ୟୁଜିଲାଣ୍ଡର କେପଟାଉନରେ ଖେଳାଯାଉଥିବା ଆଇସିସି ମହିଳା ଟି୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ୬ଷ୍ଠ ଥର ପାଇଁ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଦଳ।…

ଭାରତ-ଅଷ୍ଟ୍ରେଲିଆ ଦିଲ୍ଲୀ ଟେଷ୍ଟ: ପ୍ରଥମ ଦିନର ଖେଳ ଶେଷ, ଭାରତର ସ୍କୋର ୨୧/୦; ୨୬୩ରେ ଅଲ୍‌ଆଉଟ ହୋଇଥିଲା ଅଷ୍ଟ୍ରେଲିଆ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଇଂନିସ୍‌ରେ ୨୬୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଦିନର ଶେଷ ଘଣ୍ଟା ସୁଦ୍ଧା ଟିମ୍‌ ଇଣ୍ଡିଆ କୌଣସି ଓ୍ଵିକେଟ୍‌ ହରାଇ ନାହିଁ। ଟିମ୍‌ ଇଣ୍ଡିଆ ୨୧/୦ ସହିତ ପ୍ରତ୍ୟାବର୍ତ୍ତନ…

ଟେଷ୍ଟ ଡେବ୍ୟୁ କରିବା ପୂର୍ବରୁ ମା’ଙ୍କୁ ଖୁସିରେ ଆଲିଙ୍ଗନ କଲେ କେଏସ୍‌ ଭରତ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଓ ଓ୍ଵିକେଟ କିପର କେ.ଏସ ଭରତ ଟେଷ୍ଟ ଡେବ୍ୟୁ କରୁଛନ୍ତି । ବିଦ୍ରଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଏକ ଭାବବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି।…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : କମାଲ କଲେ ଜଡୁ, ୧୭୭ ରନରେ ଅଲଆଉଟ୍‌ ହେଲା କଙ୍ଗାରୁ ଟିମ୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ନାଗପୁରରେ ଚାଲିଛି ଟେଷ୍ଟ ସିରିଜ ।ଆଉ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିରାଶ ହୋଇଛି । ଅଷ୍ଟ୍ରେଲିଆ ଫ୍ୟାନ୍ସ ନିରାଶ ହୋଇଛନ୍ତି । ପ୍ରଥମରୁ ମାତ୍ର ୨ ରନ୍ ରେ ୨ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ ।…

ଅଷ୍ଟ୍ରେଲିଆ ସିରିଜ ପାଇଁ ବିସିସିଆଇର ବଡ ନିଷ୍ପତ୍ତି, ଟେଷ୍ଟ ସିରିଜ ପାଇଁ ଆଉ ନୂଆ ୪ ଖେଳାଳି ସାମିଲ

ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସିରିଜ ପାଇଁ ପ୍ରସ୍ତୁତ ହୋଇସାରିଛି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଟିମ୍‌ର ସମସ୍ତ ଖେଳାଳି ଜବରଦସ୍ତ ଅଭ୍ୟାସ କରୁଛନ୍ତି । ହେଲ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ରେ ବ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମରେ ୪…

ଅଭ୍ୟାସ ମ୍ୟାଚ ଜିତିଲା ଭାରତ, ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍‌ ଛଡାଇ ଆଣିଲେ ସାମି

ଟି-୨୦ ବିଶ୍ୱକପର ଓ୍ଵାର୍ମଅପ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ। ଭାରତ ପକ୍ଷରୁ ମିଳିଥିବା ୧୮୭ ରନର ପିଛା କରି ଅଷ୍ଟ୍ରେଲିଆ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୮୦ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ଗୋଟେ ଓଭରରେ ୩ଟି ଓ୍ଵିକେଟ ନେଇ ବାଜି ପଲଟାଇ ଦେଇଥିଲେ। ଏହି…

ଏଥର ଦିନେଶ କାର୍ତ୍ତିକ ବେକ ନ ଧରି ସିଧା ମୁଣ୍ଡକୁ କିସ୍‌ କଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିନେଇଛି ଭାରତ। ଗତକାଲି ତୃତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦନ ଜବରଦସ୍ତ ଖେଳିଥିଲେ। ହେଲେ ପୂର୍ବ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମା ଏବଂ ଦିନେଶ…

କମାଲ କଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ: ୬ ୱିକେଟରେ ମ୍ୟାଚ୍ ଜିତି ସିରିଜ୍ ଜିତିଲା ଭାରତ

ଜିତିଲା ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ୬  ୱିକେଟ୍ ରେ ହରାଇଲା ଭାରତ। ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କରିଛି ଭାରତ। ରୋହିତ ବାହିନୀ ଙ୍କ ଦମଦାର ବୋଲିଂ ଏବଂ ବ୍ୟାଟିଂ ଅଷ୍ଟ୍ରେଲିଆ ଟିମକୁ ଧରାଶାୟୀ କରିଛି। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ସିରିଜ…

ପ୍ରଥମେ କାର୍ତ୍ତିକଙ୍କ ବେକ ଧରିଥିଲେ ରୋହିତ ହେଲେ ଏବେ ପୁଣି କଲେ ଏମିତି କାମ, ଫ୍ୟାନ୍ସ ଆଶ୍ଚର୍ଯ୍ୟ : ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌କୁ ୬ ଓ୍ଵିକେଟରେ ଜିତିଛି ଭାରତ। ଏହି ମ୍ୟାଚ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ରୋହିତ କାର୍ତ୍ତିକଙ୍କୁ ଆଲିଙ୍ଗନ କରୁଛନ୍ତି। ପୂର୍ବ ମ୍ୟାଚରେ ରୋହିତ କାର୍ତ୍ତିକଙ୍କ ବେକ ଧରିଥିବା ଭିଡିଓ ଭାଇରଲ…

ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ଥିବା ବେଳେ ଦିନେଶ କାର୍ତ୍ତିକ ବେକ ଧରି ପକାଇଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତିନେଇଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌କୁ ୪ ଓ୍ଵିକେଟରେ ଜିତିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଅଜବ ଧରଣର ଘଟଣା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ୧୨ ଓଭରରେ ଟିମ୍‌ ଇଣ୍ଡିଆର ଅଧିନାୟକ…

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ୍ ହାରିଲା ଭାରତ, ୪ୱିକେଟରେ ମ୍ୟାଚ ହାତେଇଲା କଙ୍ଗାରୁ ଦଳ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି –୨୦ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ୪ ୱିକେଟ ଥାଇ ମ୍ୟାଚ୍ ଜିତିନେଇଛି। ୨୦୮ ରନର ବିଶାଳ ସ୍କୋର କରିଥିଲେ ହେଁ ମୋହାଲିର ହାଇ ସ୍କୋରିଂ ପିଚରେ ଏହି ସ୍କୋରକୁ ବଞ୍ଚାଇ ପାରି ନାହିଁ ଭାରତ। ପୁଣି ଥରେ ନିରାଶ କଲେ…