Browsing Tag

Indian passport

ଅନଲାଇନ ପାସପୋର୍ଟ ଆବେଦନ ପରେ ବି ବିଳମ୍ଭ ହେଉଛି ଆସିବା? ତେବେ ତୁରନ୍ତ mPassportରେ କରିନିଅନ୍ତୁ ଚେକ୍‌

ଭାରତ ସରକାର ସାଧାରଣ ଜନତାଙ୍କ ପାଇଁ ଏବେ ସବୁକିଛି ଜରୁରୀ କାଯ୍ୟର୍କୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇଛନ୍ତି। ଆର୍‌ଟିଆଇ ଫାଇଲ୍‌ କରିବାଠୁ ଆରମ୍ଭ କରି ପ୍ୟାନ୍‌ କାର୍ଡ ଯାଏ, ଏ ସମସ୍ତ କାଯ୍ୟର୍ ଅନ୍‌ଲାଇନ୍‌ ଜରିଆରେ ହୋଇପାରୁଛି। ଆଉ ଏବେ ପାସ୍‌ପୋର୍ଟ ପାଇଁ ଅନ୍‌ଲାଇନ୍‌ ଆବେଦନ କରିବା ବି…

ନିର୍ଦ୍ଦେଶନାମା ଜାରି କଲେ ୟୁଏଇ ସରକାର, ସିଙ୍ଗଲ ନାମ ଥିବା ଭାରତୀୟ ପାସ୍‌ପୋର୍ଟଧାରୀଙ୍କୁ ମିଳିବନି ଯାତ୍ରାର ସୁବିଧା

କେନ୍ୟୁଜ୍‌: ସାଧାରଣତଃ ଭାରତର ଅଧିକାଂଶ ଲୋକ ଆରବ ଦେଶରେ ରହି କାମ କରନ୍ତି । ବିଶ୍ୱରେ ଅନ୍ୟ ଦେଶମାନଙ୍କ ଅପେକ୍ଷା ସଂଯୁକ୍ତ ଆରବ ଏମିରେଟ୍‌ରେ ଭାରତୀୟ ଅଧିକ ରହିଛନ୍ତି। ଅନେକ ଲୋକ ଅଧିକାଂଶ ସମୟରେ ୟୁଏଇରୁ ଯିବାଆସିବା କରନ୍ତି । କିନ୍ତୁ ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି…

ନୂଆ ଘରକୁ ସିଫ୍ଟ କରିଛନ୍ତି କି, ତେବେ ପାସପୋର୍ଟରେ ଏପରି ବଦଳାନ୍ତୁ ନୂଆ ଆଡ୍ରେସ୍‌

ବିଦେଶ ଯାତ୍ରା କରିବାକୁ ପ୍ଲାନ ବନାଇଛନ୍ତି କି, ତାହେଲେ ଏଥିପାଇଁ ଦରକାର ପଡିବ ପାସପୋର୍ଟ। ବିନା ପାସପୋର୍ଟରେ ଆପଣ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିପାରିବେନାହିଁ। ଯଦିଓ କିଛିି ଦେଶ ଅଛି ଯେଉଁଠି ଆପଣଙ୍କୁ ପାସପୋର୍ଟ ଦରକାର ପଡିବନି। କିନ୍ତୁ ଏମିତି କିଛି ଦେଶ ବି ଅଛି ଯେଉଁଠି…

ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ପାସ୍‌ପୋର୍ଟ, ଏବେ ୬୦ଟି ଦେଶକୁ ବିନା ଭିସାରେ କରିପାରିବେ ଯାତ୍ରା

ଭାରତୀୟ ପାସ୍‌ପୋର୍ଟ ଏବେ ପୂର୍ବ ତୁଳନାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ସାରା ବିଶ୍ୱରେ ଭାରତୀୟ ପାସ୍‌ପୋର୍ଟର ଶକ୍ତି ପୂର୍ବାପେକ୍ଷା ଆହୁରି ଅଧିକ ବଢ଼ିଯାଇଛି। ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ର‍୍ୟାଙ୍କିଂରେ ଭାରତୀୟ ପାସପୋର୍ଟ ଏବେ ୮୩ ତମ ସ୍ଥାନରେ ପହଞ୍ଚିଛି। India…

ପାସ୍‌ପୋର୍ଟ ଦୁର୍ବଳ, ଏବେ ଭାରତୀୟ କେବଳ ୫୮ ଦେଶରେ ଭିସାମୁକ୍ତ ଯାତ୍ରା କରି ପାରିବେ

୨୦୨୧ର ହେନଲେ ପାସ୍‌ପୋର୍ଟ ଇଣ୍ଡେକ୍ସ ଅନୁଯାୟୀ, ଗତ ଦଶନ୍ଧିରେ ଭାରତୀୟ ପାସ୍‌ପୋର୍ଟର ଶକ୍ତି ଦୁର୍ବଳ ହୋଇ ଯାଇଛି। ସୂଚକାଙ୍କ ଦେଶଗୁଡ଼ିକର ସାଧାରଣ ପାସ୍‌ପୋର୍ଟ (ଅଣ-କୂଟନୀତିଜ୍ଞ, ଜରୁରିକାଳୀନ କିମ୍ବା ଅସ୍ଥାୟୀ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ) ଧାରକମାନେ ଗନ୍ତବ୍ୟ ସ୍ଥଳୀର ସଂଖ୍ୟା ଅନୁସାରେ…