ହିଂସାରେ ଜଳୁଛି ବାଂଲାଦେଶ, ସ୍ୱଦେଶ ଫେରିଲେ ୪୫୦୦ରୁ ଅଧିକ ଭାରତୀୟ ଛାତ୍ର
ବାଂଲାଦେଶରେ ହିଂସା ଥମିବାରେ ନାଁ ଧରୁନି । ଏହାରି ମଧ୍ୟରେ ୪୫୦୦ରୁ ଅଧିକ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ନେପାଳର ୫୦୦, ଭୁଟାନର ୩୮ ଏବଂ ମାଳଦ୍ୱୀପର ଜଣେ ଛାତ୍ର ରହିଛନ୍ତି । ବାଂଲାଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ…