Browsing Tag

indigo flight

ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ବିମାନର ହାଇଡ୍ରଲିକ ଅଚଳ ହୋଇଥିବା ସନ୍ଦେହ

ଲକ୍ଷ୍ନୌରୁ ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ହାଇଡ୍ରଲିକ୍ ଅଚଳ ହୋଇଯାଇଥିବା ସନ୍ଦେହ କରି ବିମାନ ଜରୁରୀ ଅବତରଣ କରିଥିଲା । ବିମାନରେ ୧୫୫ ଜଣ ଯାତ୍ରୀ ରହିଥିଲେ । ବିମାନ ନମ୍ବର 6E 093 ଜରୁରୀ ଅବତରଣ କରିବା ନେଇ ଇଣ୍ଡିଗୋ କୌଣସି…

ଚନ୍ଦ୍ରଯାନ-୩ ମିଶନକୁ ସଫଳ କରିଥିବା ଇସ୍ରୋ ମୁଖ୍ୟଙ୍କୁ ବିମାନରେ ଏମିତି ସ୍ୱାଗତ, ଦେଖନ୍ତୁ ଭିଡିଓ

ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ୨୩ ଅଗଷ୍ଟରେ ସଫଳ ଅବତରଣ କରିବା ପରେ ସମଗ୍ର ବିଶ୍ୱରେ ଭାରତର ପ୍ରଶଂସା କରାଯାଉଛି । ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)ର ମୁଖ୍ୟ ଏମ ସୋମନାଥଙ୍କୁ ମଧ୍ୟ ଅନେକ ପ୍ରଶଂସା ମିଳିଛି । ତେଣୁ ଯେଉଁଆଡେ ସିଏ…

ଇଣ୍ଡିଗୋ ବିମାନରେ ରକ୍ତବାନ୍ତି କଲେ ଯାତ୍ରୀ, ଚିକିତ୍ସା ପୂର୍ବରୁ ଚାଲିଗଲା ଯାତ୍ରୀଙ୍କ ଜୀବନ

ମୁମ୍ବାଇ-ରାଞ୍ଚି ଇଣ୍ଡିଗୋ ବିମାନର ନାଗପୁରରେ ଜରୁରୀ ଅବତରଣ । ବିମାନ ଯାତ୍ରୀ ରକ୍ତବାନ୍ତି କରିବାରୁ ବିମାନକୁ ନାଗପୁରରେ ଜରୁରୀ ଅବତରଣ କରିଥିଲା । ତୁରନ୍ତ ଯାତ୍ରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ମୁତାବକ, ୬୨ ବର୍ଷୀୟ…

ଇଣ୍ଡିଗୋ ବିମାନରେ ଯୌନ ଉତ୍ପୀଡନ କରି ବନ୍ଧା ହେଲେ ପ୍ରଫେସର, ପାଖ ସିଟରେ ବସିଥିବା ଯୁବତୀଙ୍କୁ କରିଥିଲେ ଅସଦାଚରଣ

ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯୌନ ଉତ୍ପୀଡନ ମାମଲାରେ ଜଣକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ପ୍ରଫେସର । ପ୍ରଫେସର ଜଣକ ବିମାନରେ ଯାତ୍ରା କରିବା ସମୟରେ ୨୪ ବର୍ଷୀୟ ଡାକ୍ତର ମହିଳା ଯାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ । ଏହାକୁ ବିରୋଧ କରିବାକୁ ବିମାନ…

ଇଣ୍ଡିଗୋ ବିମାନରେ ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ, ଅମୃତସରରୁ ଗିରଫ ହେଲେ ବ୍ୟକ୍ତି

ଇଣ୍ଡିଗୋ ବିମାନରେ ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଅସଦାଚରଣ କରିଥିବା ଯାତ୍ରୀଙ୍କୁ ଅମୃତସରରୁ ଗିରଫ କରାଯାଇଛି । ଅଭିଯୁକ୍ତ ରାଜିନ୍ଦର୍ ସିଂହ ବିମାନ ନଂ ‘୬ ଇ ୧୪୨୮’ରେ ଦୁବାଇରୁ ଅମୃତସର ଆସୁଥିଲେ। ରବିବାର ରାତି ପ୍ରାୟ ୮ଟା…

ଶମଶାବାଦ ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ବିମାନରେ ଥିଲେ ୧୩୭ ଜଣ ଯାତ୍ରୀ

ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ତେଲେଙ୍ଗାନାର ଶମଶାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ବିମାନ । ଏହି ବିମାନରେ ୧୩୭ ଜଣ ଯାତ୍ରୀ ଥିଲେ । ତେବେ ଏହି ଯାତ୍ରୀମାନଙ୍କ ସୁବିଧା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଛି ବୋଲି…

ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ, ମିଆଁମାରରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ବ୍ୟାଙ୍କକରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମିଳିଛି । ବିମାନ ମଧ୍ୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିମାନକୁ ମିଆଁମାରରେ ଜରୁରୀକାଳୀନ ଅବତରଣ କରିଥିଲା । ହେଲେ ଯାତ୍ରୀଙ୍କ ଜୀବନ ବଞ୍ଚିପାରିନଥିଲା। ସୂଚନା ଅନୁସାରେ,…

ଇଣ୍ଡିଗୋ ବିମାନର ଶୌଚାଳୟରେ ସିଗାରେଟ୍‌ ଟାଣୁଥିଲେ ଯୁବକ, ବେଙ୍ଗାଲୁରୁ ଏୟାରପୋର୍ଟରେ ହେଲେ ଗିରଫ

ବେଙ୍ଗାଲୁରୁ: କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଶୁକ୍ରବାର କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗିରଫ କରିଛି। ଯାତ୍ରୀ ଜଣକ ବିମାନର ଶୌଚାଳୟରେ ଧୂମପାନ କରିବା ନେଇ ଅଭିଯୋଗ ହୋଇଥିଲା। ଯାତ୍ରୀଙ୍କ ବୟସ ୨୦ ବର୍ଷ। ଇଣ୍ଡିଗୋ ଉଡ଼ାଣର ଗୋଟିଏ ହିଁ…

ଦିଲ୍ଲୀରୁ ଦୋହାକୁ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ, ମେଡିକାଲ ଏମରଜେନ୍ସୀ ଯୋଗୁଁ କରାଚିରେ କଲା ଲ୍ୟାଣ୍ଡିଂ; ଜଣେ…

ଦିଲ୍ଲୀରୁ ଦୋହା ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ କଲା ଜରୁରୀ ଅବତରଣ । ବିମାନଟି ଉଡାଣ ଭରି ଯାଉଥିବା ଯିବା ବାଟରେ ବିମାନ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତେଣୁ ଦୋହାରେ ପହଞ୍ଚିବା ପୂର୍ବରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଖବର ମୁତାବକ,…

ଏୟାର ଇଣ୍ଡିଆ ପରେ ଏବେ ଇଣ୍ଡିଗୋରେ ଚର୍ଚ୍ଚା : ମଦ ପିଇ ୨ ଯାତ୍ରୀ କରିଥିଲେ ହଙ୍ଗାମା, ବାନ୍ଧିଲା ପୋଲିସ

ଗତ କିଛିଦିନ ହେଲାଣି ବିମାନରେ କିଛି ନା କିଛି ଘଟଣା ଘଟୁଛି । ଏୟାର ଇଣ୍ଡିଆ ବିମାନ ବିବାଦ ପରେ ଏବେ ଇଣ୍ଡିଗୋ ବିମାନରେ ବିବାଦ ସାମ୍ନାକୁ ଆସିଛି। ଦୁଇଯାତ୍ରୀ ବିମାନରେ ମଦ ପିଇ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । ଇଣ୍ଡିିଗୋ ଫ୍ଲାଇଟରେ ମଦ ପିଇ ବନ୍ଧା ହେଲେ ୨ ଯାତ୍ରୀ । ୨ ଜଣ ଯାତ୍ରୀ ମଦ…

ମଝି ଆକାଶରେ ଖରାପ ହୋଇଗଲା ଇଣ୍ଡିଗୋ ବିମାନର ହାଇଡ୍ରୋଲିକ୍‌ ଗ୍ରୀନ ସିଷ୍ଟମ, ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଧାରୁ…

ଦିଲ୍ଲୀରୁ ଥାଇଲାଣ୍ଡର ଫୁକେତ ଯାଉଥିବା ଏକ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି । ଦିଲ୍ଲୀ ଫେରି ଜରୁରୀକାଳିନ ଅବତରଣ କରିଛି ବିମାନ । ବିମାନରେ ବୈଷୟିକ ତ୍ରୁଟି ଦେଖା ଦେବା ପରେ ଦିଲ୍ଲୀ ଫେରି ଜରୁରୀକାଳୀନ ଅବତରଣ କରିଛି ବିମାନ। ବିମାନଟି ଉଡ଼ାଣ ଭରିବାର ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ…

ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ: ଦିଲ୍ଲୀରେ ଅଟକିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଦିଲ୍ଲୀରୁ ବାଙ୍ଗାଲୋର ଯାଉଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ ଇଂଜିନରେ ନିଆଁ ଝୁଲ ଦେଖିବାକୁ ମିଳବାରୁ ଏହାକୁ…