Browsing Tag

ipl 2021

କେବେ ଆରମ୍ଭ ହେବ ଆଇପିଏଲ ୨୦୨୧ ର ଦ୍ଵିତୀୟ ଫେଜ୍, ସୂଚନା ଦେଲେ BCCI ମହାସଚିବ ରାଜୀବ ଶୁକ୍ଳା

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୧ର ଦ୍ଵିତୀୟ ଫେଜ ମୁକାବିଲା ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୧୫ ମଧ୍ୟରେ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ମହାସଚିବ ରାଜୀବ ଶୁକ୍ଳା ଏ ନେଇ ସୂଚନା ଦେଇଛନ୍ତି। ଏହି ମ୍ୟାଚ୍ ୟୁଏଇରେ ହିଁ ଖେଳାଯିବ। ସୂଚନାଯୋଗ୍ୟ ଯେ ମେ ୪ରେ…

IPL 2021କୁ ନେଇ ବିସିସିଆଇ କଲା ବଡ ଘୋଷଣା, ଦୁବାଇରେ ଖେଳାଯିବ ଅବଶିଷ୍ଟ ୩୧ଟି ମ୍ଯାଚ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍ର ମ୍ୟାଚ୍ । ୟୁଏଇରେ ଖେଳାଯିବ ବାକିଥିବା ଆଇପିଏଲ୍ ମ୍ୟାଚ୍ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି। ତେବେ କେଉଁ ତାରିଖ…

BCCI ର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ, IPL ର ଭବିଷ୍ୟତକୁ ନେଇ ହୋଇପାରେ ନିଷ୍ପତ୍ତି

ଆଇପିଏଲର ଭବିଷ୍ୟତକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ହିଁ ସ୍ଥିର ହେବ ଆଗକୁ ଆଉ ଆଇପିଏଲ ହେବ କି ନାହିଁ। ଯଦି ହେବ ତେବେ କେଉଁଠାରେ ହେବ। ଏ ନେଇ ସମସ୍ତ ଆଲୋଚନା ଆଜି ଅନଲାଇନରେ ହେବାକୁ ଥିବା BCCIର ବୈଠକରେ ହେବ। ଶନିବାର SGM ବୈଠକରେ ବାକି ଥିବା ଆଇପିଏଲର ମ୍ୟାଚ୍…

ଭାରତରେ ଖେଳାଯିବନି ଆଇପିଏଲ ୨୦୨୧ର ବାକି ମ୍ୟାଚ୍, ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ

ଆଇପିଏଲରେ କରୋନା ଏଣ୍ଟ୍ରି କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଜନ-୧୪କୁ ସ୍ଥଗିତ ରଖାଯାଇଛି। ଏହି ସିଜନରେ ଏବେ ଯାଏଁ ମୋଟ ୨୯ଟି ମ୍ୟାଚ୍ ଖେଳାଯାଇଛି। ତେବେ କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ BCCI କଡ଼ା ପଦକ୍ଷେପ ଗ୍ରହଣ କରି ଆଇପିଏଲକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା।…

ଆଇପିଏଲ ମ୍ୟାଚ ସ୍ଥଗିତ ପରେ ଅସୁବିଧାରେ ପଡିଲେ ଅଷ୍ଟ୍ରେଲିଆ କ୍ରିକେଟର

କରୋନାର ସଂକ୍ରମଣ ବୃଦ୍ଧିକୁ ନେଇ ଭାରତୀୟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଆଇପିଲଏ କୁ ସ୍ଥଗିତ ରଖାଯାଇଛି । ମହାମାରୀ କାରଣରୁ ଭାରତରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏହି ସମୟରେ ଖେଳରେ ଥିବା ବିଦେଶୀ ଖେଳାଳୀ କିପରି ଘରକୁ ଫେରିବେ ସେ ସଂପର୍କରେ ଆଲୋଚନା କରାଯାଉଛି । ଏହାକୁ ନେଇ…

IPL ବନ୍ଦ ହେବା ପରେ BCCI କୁ ଝଟକା! ଏତେ କୋଟିର ହୋଇପାରେ କ୍ଷତି

କରୋନା ସଂକ୍ରମଣ ଯୋଗୁ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ବନ୍ଦ ହୋଇଛି। ଅନିଶ୍ଚିତ କାଳ ପାଇଁ IPL କୁ ସ୍ଥଗିତ କରିବାକୁ ଭାରତୀୟ କ୍ରିକେଟ ବୋର୍ଡ (BCCI) ଘୋଷଣା କରିଛି। ତେବେ ଆଇପିଏଲ ବନ୍ଦ ହେବା ପରେ BCCIକୁ ୨୦୦୦ କୋଟିରୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ସୂଚନାଯୋଗ୍ୟ ଯେ ଗତ…

ରଦ୍ଦ ହୋଇନି ଆଇପିଏଲ, ସ୍ଥିତିରେ ସୁଧାରେ ଆସିଲେ ହେବ ଅବଶିଷ୍ଟ ମ୍ଯାଚ : ରାଜୀବ ଶୁକ୍ଲା

ଚଳିତବର୍ଷର ଆଇପିଏଲ ମ୍ଯାଚ ରଦ୍ଦ ହୋଇନି । ଆଇପିଏଲ ବନ୍ଦ ହୋଇଯିବାରୁ ଫ୍ଯାନ ନିରାଶ ହୋଇପଡିଥିଲେ। କିନ୍ତୁ ଆଇପିଏଲ ରଦ୍ଦ ହୋଇନାହିଁ। କିଛିଦିନ ପାଇଁ ସ୍ଥଗିତ ରହିଛି। କରୋନା ସ୍ଥିତିରେ ସୁଧାର ଆସିଲେ ଅବଶିଷ୍ଟ ମ୍ୟାଚ୍ ହେବ ବୋଲି କହିଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ଏପ୍ରିଲ…

ସ୍ଥଗିତ ରହିଲା ଚଳିତବର୍ଷ ଆଇପିଏଲ ସିଜିନ, ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ପରେ ବିସିସିଆଇ ନେଲା ନିଷ୍ପତ୍ତି

ଚଳିତବର୍ଷ ଆଇପିଏଲ ସିଜିନ ସ୍ଥଗିତ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି। । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଟ୍ବିଟ୍ କରି ଏଏନଆଇକୁ ଜଣାଇଛନ୍ତି। ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ…

ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସନରାଇଜର୍ସ ହାଇଦ୍ରାବାଦ

ଆଜିର ଆଇପିଏଲରେ ୩୧ତମ ଲିଗ୍ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ପଞ୍ଚମ ବିଜୟ…

ଆଇପିଏଲରେ କରୋନା କାୟା: କୋଲକାତା ନାଇଟ ରାଇଡର୍ସର ୨ଜଣ ଖେଳାଳି ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ଆଇପିଏଲରେ କରୋନା କାୟା। କୋଲକାତା ନାଇଟ ରାଇଡର୍ସର ୨ଜଣ ଖେଳାଳି କୋଭିଡ ପଜିଟିଭ ହେବା ଆଗାମୀ ମ୍ୟାଚଗୁଡ଼ିକ ନେଇ ସଙ୍କଟ ଦେଖାଦେଇଛି। ଆଜି କେକେଆର ଓ ଆର୍‌ସିବି ବେଙ୍ଗାଳୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ। କରୋନାର…

ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ କୋଲକତା ଏବଂ ବାଙ୍ଗାଲୋର

ଆଜିର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। କୋଲକତା ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ରହିଥିବା ବେଳେ ଅନ୍ୟ ପଟରେ ୨ଟି ମ୍ୟାଚ୍ ପରାଜିତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ । ପୂର୍ବରୁ ରୟାଲ…

ଆଜି ଆଇପିଏଲରେ ଡବଲ ଧମାକା, ପ୍ରଥମ ମ୍ଯାଚରେ ରାଜସ୍ଥାନକୁ ଭେଟିବ ହାଇଦ୍ରାବାଦ ଏବଂ ଦ୍ବିତୀୟରେ ପଞ୍ଜାବ ସହିତ ଟକ୍କର…

ଚଳିତ ଆଇପିଏଲ୍ର ଆଜି ଆଇପିଏଲରେ ଦୁଇ ଦୁଇଟି ମ୍ଯାଚ ରହିଛି। ୨୮ ତମ ଲିଗ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଦ୍ବିତୀୟ ମ୍ଯାଚ ପଞ୍ଜାବ ସହିତ ଦିଲ୍ଲୀ କ୍ଯାପିଟାଲ୍ସର ରହିଛି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜିର…