Browsing Tag

IPL 2022

ପଏଣ୍ଟ ଟେବୁଲରେ ୩ନଂ ସ୍ଥାନରେ ରହିଛି ରାଜସ୍ଥାନ, ଆଜି ରାଜସ୍ଥାନ ଠାରୁ ମ୍ୟାଚ ଛଡାଇବା ପାଇଁ ଚେଷ୍ଟା କରିବ ଦିଲ୍ଲୀ

ଆଇପିଏଲ୍‌ ୩୪ ମ୍ୟାଚରେ ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ୬ଟି ମ୍ୟାଚ ଖେଳିସାରିଛି। ଆଉ ଏଥିରେ ୩ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ…

ମ୍ୟାଚର ଶେଷ ଓଭର ଓଲଟିଗଲା ବାଜି, ଏହି ବିଦେଶୀ ଖେଳାଳି ପୁଷ୍ପା ଷ୍ଟାଇଲରେ କଲେ ସେଲିବ୍ରେସନ

ଆଇପିଏଲର ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସ କୋଲକାତା ବିପକ୍ଷ ମ୍ୟାଚରେ ଷଷ୍ଠ ବିଜୟ ହାସଲ କରିଛି । ବ୍ରୋବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ମାତ୍ର ୭ରନରେ ବାଜି ନେଇଥିଲା ରାଜସ୍ଥାନ ରୟାଲ୍ସ। ଶେଷ ଓଭରରେ କୋଲକାତାକୁ ୧୧ ରନ ଆବଶ୍ୟକ ଥିବା ବେଳେ ରାଜସ୍ଥାନ ହାତରେ ଦୁଇଟି ୱିକେଟ…

ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଆଜି ପରସ୍ପରକୁ ଟକ୍କର ଦେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ…

ଆଜିର ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ୩୧ତମ ମ୍ୟାଚ ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଲକ୍ଷ୍ମୌ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିସାରିଛି। ଯେଉଁଥିରୁ ଲକ୍ଷ୍ମୌ ୪ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ…

ଶ୍ରେୟସ ଆୟରଙ୍କ ଟିମ୍‌କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବ ସଞ୍ଜୁ ସାମସନଙ୍କ ଟିମ୍‌

ଆଜିର ଆଇପିଏଲରେ ୩୦ତମ ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ସହିତ ହେବ ଟକ୍କର। ଉଭୟ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ୫ ନଂ ସ୍ଥାନରେ ରହିଥିବା ବେଳେ ନାଇଟ ରାଇଡର୍ସ ୬ ନଂ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ମୁମ୍ବାଇର…

ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଆଜି ପଞ୍ଜାବ ଓ ହାଇଦ୍ରବାଦ ମଧ୍ୟରେ ହେବ କଡ଼ା ଟକ୍କର

ଚଳିତ ଆଇପିଏଲରେ ୨୮ତମ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ । ଉଭୟ ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍ସ ୬ ପଏଣ୍ଟ ହାସଲ କରିଛନ୍ତି। ପଞ୍ଜାବ କିଙ୍ଗସ ତାଲିକାରେ ହାଇଦ୍ରବାଦ ଉପରେ ରହିଛି। ତେଣୁ ଆଜି ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଦୁଇଟି…

ଆଜିର ଆଇପିଏଲ୍‌ ଟକ୍କର ଦିଲ୍ଲୀ କ୍ୟାପିଟାଲ୍ସ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଟିମ୍‌ କରିଛି ଜବରଦସ୍ତ…

ଆଜି ଆଇପିଏଲ ୨୫ତମ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଉଭୟ ଟିମ୍‌ ମ୍ୟାଚ ଜିତିବାକୁ ଚେଷ୍ଟା କରିବ। ଦିଲ୍ଲୀ ପୂର୍ବ ମ୍ୟାଚ କୋଲକତା ଠାରୁ ଜିତିଥିବା ବେଳେ ବାଙ୍ଗାଲୋର ଚେନ୍ନାଇ ଠାରୁ ମ୍ୟାଚ ହାରିଛି। ଆଇପିଏଲ୍‌ ପଏଣ୍ଟ ତାଲିକାରେ…

ଲଗାତାର ୫ ଥର ହାରିବା ରୋହିତଙ୍କୁ ପଡିଲା ମହଙ୍ଗା, ଟିମ୍‌ ମେମ୍ବର ମଧ୍ୟ ଦେବେ ଜରିମାନା

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆଇପିଏଲ୍‌ ସିଜିନ ବହୁତ ଖରାପ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଟି ମ୍ୟାଚ ଖେଳିବା ସତ୍ତ୍ୱେ ମଧ୍ୟ ଏଯାଏଁ କୌଣସି ମ୍ୟାଚ ଜିତିନାହିଁ। ଗତକାଲି ପଞ୍ଜାବ କିଙ୍ଗସ ଠାରୁ ମାତ୍ର ୧୨ ରନରେ ହାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ଏହି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ…

ସଞ୍ଜୁ ସାମସନଙ୍କ ଠାରୁ ମ୍ୟାଚ ଛଡାଇବାକୁ ଚେଷ୍ଟା କରିବେ ହାର୍ଦ୍ଦିକ ପାଣ୍ଡ୍ୟା, ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି…

ଆଜି ଆଇପିଏଲରେ ୨୪ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ । ସିଜନ ଆରମ୍ଭରୁ ଉଭୟ ଦଳର ପ୍ରଦର୍ଶନ ଭଲ ରହିଛି । ରୟାଲ୍ସ ଦଳ ୪ମ୍ୟାଚରୁ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ଟାଇଟନ୍ସ ୪ଟି…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଜି କର ବା ମର ସ୍ଥିତି, ପଞ୍ଜାବକୁ ଟକ୍କର ଦେବାକୁ ପ୍ରସ୍ତୁତ ରୋହିତଙ୍କ ଟିମ୍‌

ଆଜି ଆଇପିଏଲରେ ୨୩ତମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଟକ୍କର ଦେବେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚେନ୍ନାଇ ସୁପରକିଙ୍ଗସ ଭଳି ୫ଥର ଚାମ୍ପିଅନ୍ ହୋଇଥିବା ଟିମ୍‌ ପ୍ରଥମ ୪ଟି ମ୍ୟାଚ୍ ହାରି ସାରିଛି। ମାତ୍ର ଆଉ…

ଆଉ ଗୋଟେ ମ୍ୟାଚ ହାରିଲେ ମଉଳିଯିବ ଚେନ୍ନାଇ ସୁପରକିଙ୍ଗସର ଟାଇଟଲ ଆଶା, ବାଙ୍ଗାଲୋରକୁ ଚ୍ୟାଲେଞ୍ଜ ଦେବ ଚେନ୍ନାଇ

ଆଜିର ଆଇପିଏଲରେ ୨୨ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଲଗାତାର ୪ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ଜରୁରୀ ରହିଛି। ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ…

ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପୁଣି ବାଜି ମାରିପାରେ ଗୁଜରାଟ ଟାଇଟନ୍ସ

ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ ।…

ଭଉଣୀ ମୃତ୍ୟୁ ଖବର ଶୁଣି ଆଇପିଏଲରୁ ଚାଲିଆସିଲେ ହର୍ଷ ପଟେଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର( ଆରସିବି)ର ଦ୍ରୁତ ବୋଲର ହର୍ସଲ ପଟେଲଙ୍କ ପାଇଁ ଏକ ଅଶୁଭ ଖବର । ନିଜର ଜଣେ ପାରିବାରିକ ସଦସ୍ୟଙ୍କ ମୃତ୍ୟୁ ପରେ ଆଇପିଏଲରୁ ବିରତି ନେଇଛନ୍ତି ହର୍ସଲ | ମୁମ୍ବାଇ ଇଂଡିଆନ୍ସ ବିରୋଧରେ ମ୍ୟାଚ ଖେଳିବା ପରେ ପରିବାର ସଦସ୍ୟଙ୍କ ମୃତ୍ୟୁ ନେଇ ଖବର ଶୁଣିବା ପରେ…