ଆଇପିଏଲରେ ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ବିପକ୍ଷରେ ୨୭୭ ରନର କଲା ବିଶାଳ ସ୍କୋର
(କେନ୍ୟୁଜ): IPLରେ ବିଶାଳ ସ୍କୋର । ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ କରିଛି ୨୭୭ ରନ୍ । ୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ ସ୍କୋର ।…