ବିରାଟଙ୍କ ଜାବୁଡି ଧରିଥିବା ଫ୍ୟାନ୍ ଖାଇଲେ ଧୁମ୍ ଛେଚା, ଭିଡିଓ ଭାଇରଲ
ଆଇପିଏଲ ଲିଗ୍ ୧୭ ସିଜିନରେ ୨୫ ମାର୍ଚ୍ଚରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ଆରସିବି ରୋମାଞ୍ଚକ ଭାବେ ଜିତିଥିଲା । ଏହି ମ୍ୟାଚ ସମୟରେ ଅଜବ ଘଟଣା ଦେଖବାକୁ ମିଳିଥିଲା ।…