ଇଲେକ୍ଟ୍ରିକ୍ ଅଟୋରିକ୍ସାର ଟେଷ୍ଟ ଡ୍ରାଇଭ ନେଲେ ଅରୁଣ ବୋଥ୍ରା
କେନ୍ୟୁଜ୍(ବ୍ୟୁରୋ): ଆଇପିଏସ ଅରୁଣ ବୋଥ୍ରାଙ୍କ ନୂଆ ଅବତାର। ଇଲେକ୍ଟ୍ରିକ୍ ଅଟୋରିକ୍ସାର ଟେଷ୍ଟ ଡ୍ରାଇଭ ନେଲେ ଅରୁଣ ବୋଥ୍ରା। ଭୁବନେଶ୍ୱର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ଅବସରରେ ଇଲେକ୍ଟ୍ରିକ୍ ଅଟୋରିକ୍ସା ଚଳାଇଥିଲେ ବୋଥ୍ରା। ଏହି ବିଦ୍ୟୁତଚାଳିତ ଅଟୋରିକ୍ସାକୁ…