Browsing Tag

irfan pathan

ପାୟଲ ଘୋଷଙ୍କ ଆଉ ଏକ ବଡ଼ ବୟାନ, କହିଲେ- ‘ଅନୁରାଗଙ୍କ ବିଷୟରେ ଇରଫାନ୍‌ ପଠାନ୍‌ଙ୍କୁ ସବୁ କିଛି କହିଥିଲି ’

ଅଭିନେତ୍ରୀ ପାୟଲ ଘୋଷ ଗତ ମାସରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିବା ବେଳେ ଏବେ ପୁଣିଥରେ ସେହି ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରତିଦିନ ସେ କେସ୍‌କୁ ନେଇ ନୂଆ ନୂଆ ଖୁଲାସା କରୁଛନ୍ତି। ଏବେ ପାୟଲ ଆଉ ଏକ ଖୁଲାସା କରିଛନ୍ତି। ସୋସିଆଲ ମିଡିଆରେ…

ସୁନୀଲ ଗାଭାସ୍କରଙ୍କୁ ସମର୍ଥନ କଲେ ଇରଫାନ୍‌ ପଠାନ‌, ପରୋକ୍ଷରେ ଅନୁଷ୍କାଙ୍କୁ କଲେ ଆଙ୍ଗୁଳି ନିର୍ଦ୍ଦେଶ

କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଅନୁଷ୍କାଙ୍କୁ ନେଇ ବିରାଟଙ୍କୁ କମେଣ୍ଟ କରିଥିଲେ ଭାରତର ପୂର୍ବ କ୍ୟାପ୍‌ଟେନ୍‌ ତଥା କମେଣ୍ଟେଟର ସୁନୀଲ ଗାଭାସ୍କର। ଗାଭାସ୍କର କହିଥିଲେ ‘ଲକ୍‌ଡାଉନ୍‌ରେ ବିରାଟ କେବଳ ପତ୍ନୀ ଅନୁଷ୍କାଙ୍କ ବଲର…

ମାଙ୍କଡକୁ କଦଳୀ ଫୋପାଡିଲେ ଇରଫାନ ପଠାନ, କ୍ୟାଚ୍‌ ଧରିବା ପରେ ଏମିତି କିଛି ଘଟିଲା, ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ମଜାଦାର ଭିଡିଓ ପୋଷ୍ଟ କରି ଲୋକଙ୍କୁ ଏଣ୍ଟରଟେନ ମଧ୍ୟ କରୁଛନ୍ତି। ଏବେ ଇରଫାନ ଏମିତି ଏକ ଭିଡିଓ କମେଣ୍ଟ୍ରି କରି ସେୟାର କରିଛନ୍ତି। ଏହି ଭିଡିଓରେ ଇରଫାନ ମାଙ୍କଡକୁ କଦଳୀ ଖାଇବାକୁ ଦେଇଥିବା ବେଳେ…

ସମାଲୋଚକଙ୍କ ଟ୍ୱିଟକୁ ଏମିତି କଡ଼ା ଶବ୍ଦରେ ଜବାବ ଦେଇଛନ୍ତି ଇରଫାନ ପଠାନ

ଏକ ସମୟରେ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଇରଫାନ ପଠାନଙ୍କୁ ଭାରତର ସବୁଠୁ ସାନଦାର ଅଲରାଉଣ୍ଡର ଭାବେ ପରିଗଣିତ କରାଯାଉଥିଲା । ନିଜ ଦମଦାର ସ୍ଵିଇଙ୍ଗ ବଳରେ ସେ ଅନେକ ବଡ଼ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ପାକିସ୍ତାନ ବିରୋଧୀ ଏକ ମ୍ୟାଚରେ ତାଙ୍କ ହ୍ୟାଟ୍ରିକକୁ ହୁଏତ ଇତିହାସ କେବେ…

ସାଇକେଲ ଚଲାଉଥିବା ବେଳେ ଇରଫାନ ପଠାନଙ୍କ ପୁଅ ସହ ଘଟିଲା ଏମିତି ଦୁର୍ଘଟଣା, କ୍ରିକେଟର କହିଲେ, ‘ହାର୍ଟ ଆଟାକ…

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପାଠନ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ଏବେ ସେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପୁଅ ଇମ୍ରାନ ପଠାନ ସାଇକେଲ ଶିଖୁଥିବାର ଦେଖିବାକୁ ମିଳୁଛି। ଇମ୍ରାନ ଘର ବାହାରେ ଚାରି ଚକିଆ ସାଇକେଲ ଚଲାଉଛନ୍ତି। ଏହି ସମୟରେ ସେ…

ସଚିନ ତେନ୍ଦୁଲକରଙ୍କୁ ଇରଫାନ୍‌ ପଠାନଙ୍କ ପୁଅ ମାରିଲେ ମୁକ୍କା, ଏହାପରେ କେମିତି ଆରମ୍ଭ ହୋଇଗଲା ବକ୍ସିଂ ଦେଖନ୍ତୁ

ଦୁନିଆର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏହି ସମୟରେ ରୋଡ ସେଫ୍ଟି ଓ୍ଵାଲର୍ଡ ସିରିଜରେ ବ୍ୟସ୍ତ ଅଛନ୍ତି। ରୋଡ ସେଫଟିରେ ସଚିନଙ୍କ ପ୍ରଦର୍ଶନକୁ ଆଜିବି ଲୋକେ ପ୍ରେରିତ ହେଉଛନ୍ତି। ସେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ବିଦାୟ ନେବାରେ ବହୁତ ଦିନ ହୋଇଗଲାଣି କିନ୍ତୁ ସେ ଆଜି ବି ଲୋକଙ୍କ ମନରେ ଏକ…

ପତ୍ନୀଙ୍କ ପାଇଁ ସମାଲୋଚନାର ଶିକାର ହେଲେ ଇରଫାନ୍, ଜାଣନ୍ତୁ କାହିଁକି

ପୁଣି ଥରେ ଚର୍ଚ୍ଚାରେ କ୍ରିକେଟ୍ ମୈଦାନରେ ନିଜର ଜଲୱା ଦେଖାଇଥିବା ପୂର୍ବତନ ଖେଳାଳୀ ଇରଫାନ୍ ପଠାନ୍ । ହେଲେ କ୍ରିକେଟ୍ ବା ନିଜ ପାଇଁ ନୁହେଁ ବରଂ ପତ୍ନୀ ସଫାଙ୍କ ପାଇଁ ଟ୍ରୋଲ୍ ହୋଇଛନ୍ତି ଇରଫାନ୍ । ସୂଚନା ଅନୁସାରେ, ନିକଟରେ ପ୍ରିନ୍ସ ନରୁଲା ଏବଂ ୟୁବିକାଙ୍କ ବିବାହକୁ ଯାଇଥିଲେ ଇରଫାନ୍…