ବେରୁଟ ଉପରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ, ୪୦ରୁ ଅଧିକ ମୃତ
ଲେବନାନ ଉପରେ ପୁଣିଥରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଲେବନାନର ରାଜଧାନୀ ବେରୁଟ ସହର ଉପରେ ଏୟାର ଷ୍ଟ୍ରାଇକ କରିବା ଫଳରେ ଶିଶୁଙ୍କ ସମେତ ୪୦ ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ତରଫରୁ ହିଜବୁଲ୍ଲା ଠିକଣା ଉପରେ ଲଗାତାର ଆକ୍ରମଣ କରୁଛି । ଏନେଇ ଲେବନାନ୍ ଅଧିକାରୀମାନେ ଶନିବାର କହିଛନ୍ତି…