୨୦୦ କୋଟି ମନି ଲଣ୍ଡ୍ରିଂ ମାମଲା, ପୁଣି ଜ୍ୟାକଲିନଙ୍କୁ ପଚରାଉଚରା କରିବ ଇଡି
ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ସମନ ଜାରି କରିଛି । ପୂର୍ବରୁ ଇଡି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଜ୍ୟାକଲିନଙ୍କୁ ଆଜି ସକାଳ ୧୧ ଟାରେ ଇଡି ମୁଖ୍ୟାଳୟରେ ହାଜର…