Browsing Tag

jaga

ବହୁଚର୍ଚ୍ଚିତ କନ୍ଧମାଳ ମିଲୁପଡା ଗାଁର ଯୋଡା ଶିଶୁ ଜଗା ମୁଣ୍ଡରେ ଲାଗିବ ଖପୁରି

କନ୍ଧମାଳ(କେନ୍ୟୁଜ୍): ଜଗା ମୁଣ୍ଡରେ ଲାଗିବ ଖପୁରି। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମିଲୁପଡା ଗାଁର ଯୋଡା ଶିଶୁ ଜଗାର ଖପୁରି ପ୍ରତିରୋପଣ କରାଯିବ । ଏନେଇ ଜଗାର MRI, ସିଟିସ୍କାନ, ଆଖି ପରୀକ୍ଷା ଆଦି କରାଯାଇଛି । ପରୀକ୍ଷା ପରେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା…

କଟକ SCB ମେଡିକାଲରେ ଜଗା, ମସ୍ତିଷ୍କ କିଭଳି ରହିଛି କରାଯିବ ଚେକଅପ୍‌

କଟକ(କେନ୍ୟୁଜ): କଟକ SCB ମେଡିକାଲରେ ଜଗା। ଜଗାର ମୁଣ୍ଡ ସ୍କାନ କରାଯିବ। SCBକୁ ଆଣିଛନ୍ତି ତାଙ୍କ ବାପା। ଜଗା ମୁଣ୍ଡର ମସ୍ତିଷ୍କ କିଭଳି ରହିଛି ତାର ଚେକଅପ୍‌ ପାଇଁ SCBକୁ ଅଣାଯାଇଛି। ସୂଚନା ମୁତାବକ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାକୁ କାଜୁଆଲଟିର ଉପରମହଲାରେ ରଖାଯାଇ…

ସୁସ୍ଥ ହେବାପରେ ମେଡିକାଲ୍ ପରିସରରେ ଚଲାବୁଲା କରୁଛି ଜଗା, ଫୁଲବାଣୀରେ ଏକ ସ୍ୱତନ୍ତ୍ର କୋଠରୀରେ ରହିଛି ଚିକିତ୍ସାଧୀନ

କନ୍ଧମାଳ(କେନ୍ଯୁଜ୍): ସୁସ୍ଥ ହେବା ପରେ ଏବେ ଧୀରେ ଧୀରେ ବାହାରକୁ ଆସୁଛି ଜଗା । ପାର୍କ ଓ ବଜାରରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏକ କୋଟି ଅର୍ଥଦାନ, ରାଜ୍ୟବାସୀଙ୍କ କାମନା ଓ ଡାକ୍ତରଙ୍କ ଅପ୍ରାଣ ପ୍ରଚେଷ୍ଟା ଯୋଗୁଁ ଯୋଡା ମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର…

ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି: ମା’ ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା

 ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜଗାର ମା’ । ବଳିଆର ମୃତ୍ୟୁ ପରେ ଏକା ଏକା ହୋଇଯାଇଥିଲା ଜଗା । ଭାଇକୁ ନଦେଖି ନିରାଶ ରହୁଥିଲା । କିନ୍ତୁ ଏବେ ଜଗା ପାଖକୁ…

ଭଲ ହେବାପରେ କିସ୍‌ରେ ବିନା ଦେୟରେ ପାଠ ପଢ଼ିବ ଜଗା, ପ୍ରତିଶ୍ରୁତି ଦେଲେ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ: କିସ୍‌ରେ ପଢ଼ିବ ଜଗା। ନିକଟରେ ସେ କଟକ ବଡ଼ ମେଡ଼ିକାଲ୍‌ରୁ ସ୍ଥାନାନ୍ତରିତ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଜଗାର…

କଟକ ଏସ୍‌ସିବିରୁ ଡିସଚାର୍ଜ ହେବ ଜଗା, ଭର୍ତ୍ତି କରାଯିବ ଫୁଲବାଣୀ ମେଡିକାଲରେ

କନ୍ଧମାଳ: କନ୍ଧମାଳ ଫେରିଯିବ ଜଗା। କଟକ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହେବ। ଦୀର୍ଘ ୨ ବର୍ଷ ହେବ ଏସ୍‌ସିବି ଡାକ୍ତରଙ୍କ ତତ୍ୱାବଧାନରେ ରହିଥିବା ଜଗା କନ୍ଧମାଳ ଫେରିଯିବ । SCBରୁ ଡିସଚାର୍ଜ କରାଯାଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯିବ। ଏଥିଲାଗି କନ୍ଧମାଳର ଏକ ଡାକ୍ତରୀ ଟିମ୍‌…

ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର, SCB କର୍ତ୍ତୃପକ୍ଷ ସହ ଭିନ୍ନକ୍ଷମ କମିଶନରଙ୍କ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍):ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର । ଏ ସଂପର୍କରେ SCB କର୍ତ୍ତୃପକ୍ଷ ସହ ଆଲୋଚନା କରାଯାଇଛି । କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ ସମ୍ମତି ଦେଲେ ଜଗା ପାଇଁ ସ୍ୱତନ୍ତ୍ର ହୋମ ଟ୍ଵିଟର ନିୟୋଜିତ କରାଯିବ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖର୍ଚ୍ଚ…