Browsing Tag

jajpur murder case

ଯାଜପୁର ଭେଲଙ୍ଗ ଗ୍ରାମରେ ଯୁବକଙ୍କୁ ଗଳାକାଟି ହତ୍ୟା, କିଏ କାହିଁକି ମାରିଲା ଜଣାପଡୁ ନାହିଁ

ଯାଜପୁର ଟାଉନ: ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ। ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଘଟିଛି ଏହି ଅଘଟଣା । ଗତକାଲି ରାତି ପ୍ରାୟ ୮ ଟାରେ ଉକ୍ତ ଗ୍ରାମର ମଧୁସୁଦନ ମଲିକଙ୍କ ପୁଅ ଟୁଟନ ମଲିକ (୨୨)ଏକ ସାଇକଲେ ଯୋଗେ ଜାର୍ ଧରି ପେଟ୍ରୋଲ ଆଣିବା ପାଇଁ ନିକଟସ୍ଥ ତେଲ ଟାଙ୍କିକୁ ଯାଇଥିଲେ।…

ଯାଜପୁର: ଶିକ୍ଷୟିତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଯାଜପୁର ରୋଡ(କେନ୍ୟୁଜ୍): ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ । ମିର୍ଜାପୁର ପରେ ଆଜି ପୁଣି ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘଟଣା ଘଟିଛି ଯାଜପୁର ରୋଡ ଥାନା ଅଞ୍ଚଳର ରାଛିପୁର ନୋହରା ଶାଳ ନିକଟରେ । ମୃତା ଜଣକ ନେଳିବାରୀ…

ଯାଜପୁର: ବଚସା ନେଲା ଭାଉଜର ଜୀବନ, ପିଟିପଟି ହତ୍ୟା କଲା ଦିଅର

ଯାଜପୁର ଟାଉନ: ଯାଜପୁର ଜିଲାରେ ପୁଣି ଘଟିଛି ଏକ ହତ୍ୟାକାଣ୍ଡ । ପୁଣି ଥରେ ନର ପିଶାଚ ପାଲଟି ଯାଇଛନ୍ତି ସମ୍ପର୍କୀୟ | ପାରିବାରିକ କଳହକୁ କେନ୍ଦ୍ର କରି ନିର୍ମମ ଭାବେ ଭାଉଜକୁ ପିଟି ପିଟି ହତ୍ୟା କରିଛି ଦିଅର । ଯାଜପୁର ଥାନା ମାର୍କଣ୍ଡପୁର ପଂଚାୟତ ମୋଗଳପୁର ଗାଁରେ ଘଟିଛି ଏଭଳି ଏକ…

ପୂର୍ବ ଶତ୍ରୁତାକୁ ନେଇ ଧର୍ମଶାଳାରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀ ଓ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁର୍ବୁତ୍ତଙ୍କ ଆକ୍ରମଣରେ ମାଆର ମୃତ୍ଯୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ…

ଯାଜପୁର: ଅଣ୍ଡା ଖାଇବାକୁ ନେଇ ଝଗଡା, ଏହାକୁ କେନ୍ଦ୍ରକରି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ଅଣ୍ଡା ଖାଇବାକୁ ନେଇ ଝଗଡା ଓ ଗଣ୍ଡଗୋଳ । ଏହାକୁ କେନ୍ଦ୍ରକରି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଟିକର ସାହିର ଗୁନା ବେହେରାଙ୍କ ପୁଅ ବିଶ୍ୱଭୂଷଣ । ଗତକାଲି ଅପରାହ୍ନରେ ବିଶ୍ୱଭୂଷଣ ଓ ସଂପର୍କୀୟ ଭାଇ…

ଯାଜପୁର: ଦେଉଳି ପାହାଡରେ ମା’କୁ ହତ୍ୟା ସହ ଝିଅକୁ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଧର୍ମଶାଳା ଦେଉଳି ପାହାଡରେ ମା’କୁ ହତ୍ୟା ସହ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ। ତା ନାଁ ବିଜୟ କୁମାର ବେହେରା। ତାକୁ କେରଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତ ମାସ ୪ତାରିଖରେ ଅଭିଯୁକ୍ତ ଏହି କାଣ୍ଡ ଘଟାଇ ଫେରାର…