Browsing Tag

jajpur news

ପୁଣି ସାମ୍‌ନାକୁ ଆସିଲା ଲଭ୍‌ ସେକ୍ସ ଧୋକାର କାହାଣୀ: ଗର୍ଭବତୀ ପ୍ରେମିକା ଏବେ ଥାନାର ଦ୍ବାରସ୍ଥ

ଯାଜପୁର(କେନ୍ଯୁଜ୍): ଯାଜପୁରରୁ ପୁଣି ସାମ୍‌ନାକୁ ଆସିଲା ଲଭ୍‌ ସେକ୍ସ ଧୋକାର କାହାଣୀ। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ। ନଳିପୁର ଗାଁର ଜଣେ ଯୁବତୀଙ୍କୁ ପଡ଼ୋଶୀ ଯୁବକ ସାଦତ ଖାଁ ୫ବର୍ଷ ଧରି ଭଲ ପାଇଆସୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ପରେ ଗର୍ଭବତୀ…

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍(କେନ୍ଯୁଜ୍): ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ବିରୁହଁ ଗ୍ରାମପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ବଳରାମ ଜେନାଙ୍କ ଝୁଲନ୍ତା ଶବକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି। ବଳରାମ ଗତ କିଛି ହେଲା ହାଇଦ୍ରାବାଦ…

ପଞ୍ଚାୟତକୁ ଆସିଥିବା ମନରେଗା, ଆବାସ ଭଳି ଅନେକ ଯୋଜନାରେ ମହାଦୁର୍ନୀତି ! ଅନଶନରେ ସମିତି ସଭ୍ୟ

ଦଶରଥପୁର(କେନ୍ଯୁଜ୍):ହରିଲୁଟ୍‌ ଅଭିଯୋଗ । ପଞ୍ଚାୟତକୁ ଆସିଥିବା ମନରେଗା, ଆବାସ ଭଳି ଅନେକ ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ସାମଲ ଏହି ଅଭିଯୋଗ କରିଛନ୍ତି ।ପୂର୍ବରୁ ପଞ୍ଚାୟତରାଜ ବିଭାଗ ଓଡ଼ିଶା, ଜିଲ୍ଲାପାଳ,ପ୍ରକଳ୍ପ…

ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ, ଜଣେ ଗିରଫ

ଯାଜପୁର ଟାଉନ୍(କେନ୍ଯୁଜ୍): ବାଂଲାଦେଶର ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ । ଯୁବତୀ ଜଣଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀ ଜଣଙ୍କୁ ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ରଖାଯାଇଛି । ଅଭିଯୋଗ…

ଅଧ ଘଣ୍ଟାର ପରିଶ୍ରମ ପରେ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଯାଜପୁର (କେନ୍ୟୁଜ): ଅଧ ଘଣ୍ଟାର ପରିଶ୍ରମ ପରେ କୂଅରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଗ୍ରାମରେ। ଗ୍ରାମର ଜଣେ ୭୦ ବର୍ଷର ବୃଦ୍ଧା ମରୁଆ ଜେନା ଅଜାଣତରେ ଘର ପାଖରେ ଥିବା ଏକ କୂଅରେ ପଡି ଯାଇଥିଲେ। କୂଅରେ ପାଣି…

ସ୍ତ୍ରୀର ଦ୍ୱିତୀୟ ବାହାଘର ଭାଙ୍ଗିଲେ ସ୍ବାମୀ, ଖବର ପାଇ ପହଁଚିଲେ ଥାନାରେ

ଯାଜପୁର ଟାଉନ୍: ସ୍ତ୍ରୀର ଦ୍ୱିତୀୟ ବିବାହ ଘରେ ହେଉଥିବା ଖବର ପାଇ ଥାନାରେ ଦ୍ୱାରସ୍ଥ ହେଲେ ସ୍ୱାମୀ। ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ଗାଁର ଭାଗ୍ୟଧର ଦାସ । ଲକ୍ଷ୍ମଣପୁର ଗାଁରେ ନିଜ ସ୍ତ୍ରୀ ଅନ୍ୟ ଏକ ସ୍ଥାନରେ ବିବାହ କରୁଥିବା ନେଇ ଯାଜପୁର ଥାନାରେ ଅଭିଯୋଗ କରିଥିଲେ ।…

ଯାଜପୁରରେ ମଦ କାରବାର ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣା, ୪ ଗିରଫ

ଯାଜପୁର: ଯାଜପୁରରେ ମଦ କାରବାର ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣାରେ ୪ ଗିରଫ । ମଙ୍ଗଳପୁର ଥାନା ବିିରିପଟା ବରେଇ ଗାଁରେ ଦୀର୍ଘଦିନ ହେବ ବିଜୟ ଜେନାଙ୍କ ବେଆଇନ ମଦ କାରବାରକୁ ବିରୋଧ କରିଆସୁଥିଲେ ଗ୍ରାମବାସୀ । ଏଥିରେ ବିଜୟ ଉତକ୍ଷିପ୍ତ ହୋଇ ପଡ଼ୋଶୀ ମହେଶ୍ୱର ଜେନାଙ୍କ ପରିବାର…

ଯାଜପୁରରେ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର ଟାଉନ୍: ଯାଜପୁର ଜିଲ୍ଲା ଧର୍ମଶାଳ ଅଞ୍ଚଳରେ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ତାଙ୍କ ନାଁ ରବି ଦାସ, ଘର ଜେନାପୁର ଥାନା ଡଙ୍କାରୀ ଅଞ୍ଚଳର । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ ।…

ଯାଜପୁର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ନର କଙ୍କାଳ ଠାବ

ଯାଜପୁର ଟାଉନ : ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ନର କଙ୍କାଳ ଠାବ କରାଯାଇଛି। ଖବର ଜଣାପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏହି କଙ୍କାଳଟି କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା…

୨୧ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ଗୀତା ଜ୍ଞାନ ଦେଉଛନ୍ତି ପ୍ରମୋଦ ସାର୍‌

ଯାଜପୁର (କେନ୍ୟୁଜ) : କୁହାଯାଏ ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢ଼େ। ତେଣୁ ଅବସର ପରେ ବି ସେ ଜାରି ରଖିଛନ୍ତି ବିଦ୍ୟାଦାନ । ହେଲେ କେବଳ ପୁସ୍ତକର ପାଠ ନୁହେଁ ବାଣ୍ଟୁଛନ୍ତି ଗୀତା ଜ୍ଞାନ । ମଣିଷ ଜୀବନରେ ଆଧ୍ୟାତ୍ମିକ ଶିକ୍ଷା ଲାଭ ଅତି ଜରୁରୀ । ଅଧ୍ୟାତ୍ମିକତା ମାର୍ଗ ହିଁ ମଣିଷକୁ ସଫଳତାର…

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତର ଅବେହେଳା କରିଥିବା ଅଭିଯୋଗ

ଯାଜପୁର ଟାଉନ୍: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବେହେଳା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁଯାୟୀ ଯାଜପୁର ପୌରାଞ୍ଚଳ କପିଳେଶ୍ୱର ଗାଁର ବିଷ୍ଣୁ ପଲେଇ…

ରାତି ପାହିଲେ ହୋଇଥାନ୍ତା ବାହାଘର, କିନ୍ତୁ ଅଧା ବାଟରେ ହାତ ଠାରି ଡାକିନେଲା ମୃତ୍ୟୁ

ଯାଜପୁର ଟାଉନ (କେନ୍ୟୁଜ୍‌) : ରାତି ପାହିଲେ ବର ବେଶରେ ସଜେଇ ହୋଇଥାନ୍ତେ। ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି । ଏକ ମାତ୍ର ପୁଅ ବିଭାଘର ପାଇଁ ପରିବାର ଲୋକେ ସବୁ ପ୍ରସ୍ତୁତି ସାରିଥିଲେ । ମାତ୍ର ବିଧିର ବିଧାନ ଥିଲା ବିପରୀତ। ବର ବେଶରେ ସଜେଇ ହେବାକୁ କଟକରୁ ପୋଷାକ କିଣି ଆନନ୍ଦ ମନରେ ଘରକୁ…