Browsing Tag

jajpur

ବେଆଇନ ମୋରମ ଉତ୍ତୋଳନ କରୁଥିବା ଅଭିଯୋଗ: ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ

ଯାଜପୁର (କେନ୍ୟୁଜ): ପୁଣି ଅଡ଼ୁଆରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହୁରା। ବେଆଇନ ଭାବେ ମୋରମ ଉତ୍ତୋଲନ କରୁଥିବା ଅଭିଯୋଗରେ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ। ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ତ ମାଣ୍ଡୁକା ପାହାଡ଼ର ଅଣ ଲିଜ…

ବ୍ରାହ୍ମଣୀ ନଦୀର ଜେନାପୁର ନିକଟରୁ ଉଦ୍ଧାର ହେଲା ବିରାଟକାୟ ମାଛ, ଦେଖିବାକୁ ଲୋକଙ୍କ ଭିଡ଼

ଯାଜପୁର(କେନ୍ୟୁଜ): ବ୍ରାହ୍ମଣୀ ନଦୀର ଯାଜପୁର ଜିଲ୍ଲା ଜେନାପୁର ନିକଟରୁ ଉଦ୍ଧାର ହେଲା ବିରାଟକାୟ ମାଛ। ଆଜି ବ୍ରାହ୍ମଣୀ ନଦୀର ଜେନାପୁର ବରହମପୁର ନିକଟରେ ଧୀବର ମାନେ ଜାଲ ପକାଇବା ସମୟରେ ଧରାପଡିଥିଲା ଏହି ମାଛ। ଏହି ମାଛର ଓଜନ ୪୦କେଜିରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି। ଖବର…

ଯାଜପୁର : ରଜ କୁଇନ୍‌ ମୁକୁଟ ପିନ୍ଧିଲେ ସୂଚୀସ୍ମିତା ରାୟ

ଯାଜପୁର (କେନ୍ୟୁଜ୍‌) : ଓଡିଶାର ଗଣପର୍ବ ହେଉଛି ରଜ ଖାଲି ଆଣି ଦେଇନି ଦୋଳି, ପିଠା, ମିଠା କି ପାନର ସୁଆଦ । ଅନେକ ମନୋରଞ୍ଜନ ଓ ପ୍ରତିଯୋଗିତାର ଆୟୋଜନ ହୋଇଛି ଏଇ ରଜରେ । ଯାଜପୁର ଜିଲ୍ଲା ଧର୍ମଶାଳା କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ପ୍ରୟାସରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଧର୍ମଶାଳା…

ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ, ପାଞ୍ଚଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ

ଯାଜପୁର ଟାଉନ୍‌/ଭୁବନେଶ୍ୱର (କେନ୍ୟୁଜ୍‌) : ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ । ଆଜି ସନ୍ଧ୍ୟାରେ ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ୧୯୭୧ ଏବଂ ପରେ ୧୯୮୦ ଓ ୧୯୮୪ରେ ଅନାଦି ଦାସ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ତିନି…

ବେଆଇନ ମାଟି ଚାଲାଣ ଅଭିଯୋଗରେ ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ସମେତ ୬ଜଣ ଗିରଫ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଗିରଫ। ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାରେ ସରକାରୀ ଜମିରୁ ମୋରମ ଓ ମାଟି ଚୋରା ଚାଲାଣ ଅଭିଯୋଗରେ ଗିରଫ। ଧର୍ମଶାଳା ତହସିଲଦାର ସ୍ୱାଗତ ଦାସଙ୍କ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା।…

ବରୀ ତନ୍ତୀ ଘାଇରେ ଡ଼ଙ୍ଗା ବୁଡି ୨ନାବାଳିକା ନିଖୋଜ ଘଟଣା, ଉଦ୍ଧାର ହେଲା ୨ଭଉଣୀଙ୍କ ମୃତଦେହ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ସଙ୍ଗୁଗଦେଇପୁର ନିକଟ ତନ୍ତୀ ଘାଇରେ ଡଙ୍ଗା ବୁଡି ୨ଜଣ ନାବାଳିକା ନିଖୋଜ ଘଟଣା। ନିଖୋଜ ୨ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ସଙ୍ଗୁଅଗଦେଇପୁର ଗ୍ରାମର ଇନ୍ଦ୍ରମଣି ପାତ୍ରଙ୍କ ୨ ଝିଅ ସାଗରିକା ଓ ସଂଘମିତ୍ରା। ଗତକାଲି ରାତିରେ ବଡ଼…

ଯାଜପୁର: ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା, ବଦଳିଲେ ମଙ୍ଗଳପୁର ଥାନା ଅଧିକାରିଣୀ

ଯାଜପୁର ଟାଉନ(କେନ୍ୟୁଜ୍): କେନ୍ୟୁଜର ମହାପ୍ରଭାବ। ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ…

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର (କେନ୍ୟୁଜ): ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ଯାଜପୁର୍‌ ରୋଡ ଟମକା ଥାନା ଅନ୍ତର୍ଗତ ରଥପଦା ଛକ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟମ୍‌କା ଥାନା…

କଦମପାଳ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାରପିଟ, ୮ଜଣ ଆହତ

ଯାଜପୁର(କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ। ୮ଜଣ ଆହତ। ଆଜି ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ କଦମପାଳ ଗ୍ରାମରେ। ଗ୍ରାମର ଇନ୍ଦ୍ରମଣି ସାହୁ ଓ ମନ୍ଦରଧର ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ…

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା

ଯାଜପୁର (କେନ୍ୟୁଜ): ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଛକ ନିକଟ ୧୬ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ରାତିରେ ଏକ ୧୪ଚକିଆ ଟ୍ରକ ଜଳିଯାଇଛି। ନେଉଳପୁର ନିକଟରେ ଗତକାଲି ରାତିରେ ଅଟକିଥିବା ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା।…

ଗହଣା ସୋ’ ରୁମରୁ ଡକାୟତି ଘଟଣା: ୧୫ କୋଟିର ସୁନା, ହୀରା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ? ତନାଘନା କରୁଛି…

ଯାଜପୁର (କେନ୍ୟୁଜ): ଯାଜପୁର ବ୍ୟାସନଗରରେ ଗହଣା ସୋ' ରୁମରୁ ଡକାୟତି ଘଟଣାରେ ଖୋଳତାଡ । ଲୁଟେରାଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ଯାଜପୁର ରୋଡ୍‌ ଥାନା ପୋଲିସ । ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ ? କେଉଁଠି ଲୁଚାଇ ରଖିଛନ୍ତି ଗହଣା…

ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି, ୧୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ନେଇଗଲେ

ଯାଜପୁର(କେନ୍ୟୁଜ୍): ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି । ବନ୍ଧୁକ ମୁନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍ଡ ସୋ’ରୁମ୍‌ରେ ବଡ଼ ଧରଣର ଡକାୟତି ହୋଇଛି । ୭ ଜଣ ଦୁର୍ବୃତ୍ତ ଗ୍ରାହକ…