Below header
Browsing Tag

jajpur

ଯାଜପୁର: ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା, ବଦଳିଲେ ମଙ୍ଗଳପୁର ଥାନା ଅଧିକାରିଣୀ

ଯାଜପୁର ଟାଉନ(କେନ୍ୟୁଜ୍): କେନ୍ୟୁଜର ମହାପ୍ରଭାବ। ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ…

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର (କେନ୍ୟୁଜ): ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ଯାଜପୁର୍‌ ରୋଡ ଟମକା ଥାନା ଅନ୍ତର୍ଗତ ରଥପଦା ଛକ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟମ୍‌କା ଥାନା…

କଦମପାଳ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାରପିଟ, ୮ଜଣ ଆହତ

ଯାଜପୁର(କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ। ୮ଜଣ ଆହତ। ଆଜି ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ କଦମପାଳ ଗ୍ରାମରେ। ଗ୍ରାମର ଇନ୍ଦ୍ରମଣି ସାହୁ ଓ ମନ୍ଦରଧର ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ…

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା

ଯାଜପୁର (କେନ୍ୟୁଜ): ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଛକ ନିକଟ ୧୬ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ରାତିରେ ଏକ ୧୪ଚକିଆ ଟ୍ରକ ଜଳିଯାଇଛି। ନେଉଳପୁର ନିକଟରେ ଗତକାଲି ରାତିରେ ଅଟକିଥିବା ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା।…

ଗହଣା ସୋ’ ରୁମରୁ ଡକାୟତି ଘଟଣା: ୧୫ କୋଟିର ସୁନା, ହୀରା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ? ତନାଘନା କରୁଛି…

ଯାଜପୁର (କେନ୍ୟୁଜ): ଯାଜପୁର ବ୍ୟାସନଗରରେ ଗହଣା ସୋ' ରୁମରୁ ଡକାୟତି ଘଟଣାରେ ଖୋଳତାଡ । ଲୁଟେରାଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ଯାଜପୁର ରୋଡ୍‌ ଥାନା ପୋଲିସ । ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ ? କେଉଁଠି ଲୁଚାଇ ରଖିଛନ୍ତି ଗହଣା…

ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି, ୧୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ନେଇଗଲେ

ଯାଜପୁର(କେନ୍ୟୁଜ୍): ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି । ବନ୍ଧୁକ ମୁନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍ଡ ସୋ’ରୁମ୍‌ରେ ବଡ଼ ଧରଣର ଡକାୟତି ହୋଇଛି । ୭ ଜଣ ଦୁର୍ବୃତ୍ତ ଗ୍ରାହକ…

ଯାଜପୁର: ଲୁଗା ଶୁଖାଇବା ବେଳ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ

ଯାଜପୁର ରୋଡ(କେନ୍ୟୁଜ୍): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ।  ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ରାଇଘାଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନୀତୁ ମାରାଣ୍ଡି ଓ ତାଙ୍କର ସମ୍ପର୍କୀୟ ଶ୍ୟାମସୁନ୍ଦର ମାରାଣ୍ଡି। ଘରେ ଓଦା ଲୁଗା ଶୁଖାଇବା ବେଳେ…

କଣ୍ଟ୍ରୋଲ ଚାଉଳ ପାଇବା ପାଇଁ ଡେଢ କିଲୋମିଟର ଚାଲିବାକୁ ପଡ଼ୁଛି ବୃଦ୍ଧ ମହିଳାଙ୍କୁ, ପୁଅ ଥାଇ ନଥିବା ସମାନ

କେନ୍ୟୁଜ୍‌(ବ୍ୟୁରୋ): ବାର୍ଦ୍ଧକ୍ୟ ଗ୍ରାସି ସାରିଲାଣି ଶରୀରକୁ । ଦେହରେ ଛିଡ଼ା ହେବାକୁ ବି ବଳ ନାହିଁ । ହାତକୁ ମାଟିରେ ଥାପି ବହୁ କଷ୍ଟରେ ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି ବୃଦ୍ଧ ମହିଳା ଜଣକ । ଅଣ୍ଟା ସଳଖି ଛିଡ଼ା ବି ହୋଇପାରୁ ନାହାଁନ୍ତି । ଆଶାବାଡ଼ି ଧରି ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି…

ଯାଜପୁର: ନାନକାର ମହିମା ମହୋତ୍ସବ ଉଦଯାପିତ, ବିଶ୍ୱ କଲ୍ଯାଣ ନିମନ୍ତେ ମହିମା ଆଶ୍ରିତ ସାଧୁସନ୍ଥ କଲେ ପ୍ରାର୍ଥନା

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନାନ କାର ସ୍ଥିତ ମହିମା ଆଶ୍ରମ ଠାରେ ଚାଲିଥିବା ମହିମା ମହୋତ୍ସବ ଉଦଯାପିତ ହୋଇଯାଇଛି। ରାଜ୍ଯର ବିଭିନ୍ନ ଅଞ୍ଚଳରୁ ମହିମା ଆଶ୍ରିତ ସାଧୁସନ୍ଥ ମାନେ ଏହି ମହୋତ୍ସବ ରେ ଯୋଗଦେଇ ବିଶ୍ୱ କଲ୍ଯାଣ ନିମନ୍ତେ ପ୍ରାର୍ଥନା କରିଥିଲେ। ସାଧୁ ମାନଙ୍କ…

ଆଜି ପବିତ୍ର ଶନି ଓଷା

ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା | ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି | ଶନି ଦେବଙ୍କ ଶରଣ ନେଲେ ରୋଗ ,ଦୋଷ ,ପାପ ମୋଚନ ହୋଇଥାଏ | ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ…

ପୁଣି ପ୍ରେମ ପାଇଁ ଜୀବନ ହାରିଲେ ଯୁବକ ଯୁବତୀ

ଯାଜପୁର(କେନ୍ୟୁଜ):  ଝୁଲି ପଡିଲେ ପ୍ରେମୀ ଯୁଗଳ। ଗତକାଲି ଯୁବକ ଆତ୍ମହତ୍ୟା କରିଥିବାବେଳେ ଆଜି ଜୀବନ ହାରିଲେ ଯୁବତୀ । ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ କାଇମାଟିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରେମ ବ୍ୟାପାରକୁ ନେଇ ପ୍ରଭାତ କୁମାର ଲେଙ୍କା ଗତକାଲି ଆତ୍ମହତ୍ୟା କରିଥିବା ବେଳେ ଆଜି…

ଉଦଯାପିତ ହେଲା ଅମରେଶ୍ୱରୀ ବିଶ୍ୱଶାନ୍ତି ମହାଯଜ୍ଞ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଉତରଶାସନ ଗ୍ରାମରେ ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ମା’ ଅମରେଶ୍ୱରୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ମା’ଙ୍କ ଯଥାବିଧି ପୂଜାର୍ଚ୍ଚନା, ଅଙ୍କୁରାରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା,…