Browsing Tag

jaleswar

ଜଳେଶ୍ୱରରେ କୁମ୍ଭୀର ଆତଙ୍କ : ଜାଲରେ ପଡ଼ିଲା ୪ ଫୁଟ ଲମ୍ବର କୁମ୍ଭୀର

ଜଳେଶ୍ୱର (କେନ୍ୟୁଜ): ଜାଲରେ ପଡ଼ିଲା ୪ ଫୁଟ ଲମ୍ବର କୁମ୍ଭୀର। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ କୁମ୍ଭୀର ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା । ଏହି ନଦୀରେ ଦୀର୍ଘ ମାସେ ହେବ ୨ରୁ ୩ଟି କୁମ୍ଭୀର ଆତଙ୍କ ଖେଳାଇଥିଲେ । ଛେଳି, ଗୋରୁଙ୍କୁ…

ଟ୍ରକକୁ ପିଟିଲା ଅନ୍ୟ ଏକ ଟ୍ରକ, ହେଲ୍ପର ମୃତ; ଡ୍ରାଇଭର ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ପିଟିଲା ଟ୍ରକ ହେଲ୍ପର ମୃତ ଡ୍ରାଇଭର ଗୁରୁତର । ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସି ପଡିଲା ଟ୍ରକ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଆଜି ସକାଳେ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ…

ବାଲେଶ୍ବର: ଶାଳିକୋଠା ଗାଁରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ

କେନ୍ୟୁଜ୍(ବ୍ୟୁରୋ): ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାଳିକୋଠା ଗାଁରୁ ଜବତ ହୋଇଛି ବାଣ। ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଥିଲା। ଏଥିରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ ସହ ୩ଜଣ ବାଣ ବେପାରୀଙ୍କୁ ଗିରଫ…

ପୁଣି କଳା ପଲସର ଆତଙ୍କ, ମହିଳାଙ୍କ ଠାରୁ ଝାମ୍ଫିନେଲେ ୬୦ହଜାର ଟଙ୍କା

ଜଳେଶ୍ବର (କେନ୍ୟୁଜ): ଦିନ ଦ୍ବିପହରରେ ପଲସର ବାଇକ ରେ ଆସି ମହିଳାଙ୍କ ଠାରୁ ଝାମ୍ଫିନେଲେ ୬୦ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପାଇକସିଦା ଗ୍ରାମରେ । ସୂଚନା ଅନୁସାରେ ପାଇକସିଦା ଗ୍ରାମର ରୀତା ପାଳ ଆଜି ଜଳେଶ୍ବର ପୂରୁଣା କୋର୍ଟ ବଜାର ସ୍ଥିତ…

ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି; ତଳ ମହଲାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର

ଜଳେଶ୍ବର (କେନ୍ୟୁଜ): ହସ୍ପିଟାଲରେ ଲହଡି ଭାଙ୍ଗୁଛି ପାଣି । ରୋଗୀ ସେବା ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ହନ୍ତସନ୍ତ ହେଉଛନ୍ତି ରୋଗୀ । ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ପ୍ରବଳ ବର୍ଷା…

ବେଆଇନ ଗୋରୁଚାଲାଣ, ୨ଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ

ଜଳେଶ୍ୱର (କେନ୍ୟୁଜ): ଜାଳିଦେଲେ ଗୋରୁ ବୋଝେଇ ଗାଡି। ଚୋରା ଚାଲାଣ ବେଳେ ୨ଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକ। ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ହୋଇ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲେ। କମର୍ଦ୍ଦା - ବାଲିଆପାଳ ମୁଖ୍ଯ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଆମ୍ବୁଲାନ୍ସ – ଭ୍ୟାନ୍ ମୁହାଁମୁହିଁ ଧକ୍କା, ୫ ଗୁରୁତର

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଫଳରେ ୫ ଜଣ ଗୁରୁତର ହୋଇଛନ୍ତି। ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ…

ଦମ୍ପତିଙ୍କୁ ଧକ୍କା ଦେଲା ଡମ୍ଫର : ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ

ଜଳେଶ୍ୱର (କେନ୍ୟୁଜ): ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ମଦ ପିଇ ନିଶାରେ ଚୁର୍ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ

ଜଳେଶ୍ୱର (କେନ୍ୟୁଜ): ମଦ ପିଇ ନିଶାରେ ଚୁର୍ ରେଳ ଫାଟକ ଜଗୁଆଳି । ଫାଟକ ପକାଇଲେ ସ୍ଥାନୀୟ ଲୋକ। ବାଲେଶ୍ବର ଜିଲ୍ଲା ନାରଙ୍ଗାବାଜ ରେଳଫାଟକର କାର୍ଯ୍ୟରତ ଗେଟ୍ କିପର ମଦ ନିଶାରେ ଚୁର୍ ହୋଇ ପଡିଥିଲେ। ସ୍ଥାନୀୟ ଲୋକ ଆସି ଫାଟକ ପକାଇବାରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ଅତିକ୍ରମ…

ବାଉଳାରେ ନର୍ସ ଦେଇଦେଲେ ଭୁଲ ଇଞ୍ଜେକସନ, ମାତ୍ର କେଇ ସମୟ ପରେ ଚାଲିଗଲା ରୋଗୀଙ୍କ ଜୀବନ

ବାଉଳାରେ ନର୍ସ ଦେଇଦେଲେ ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ। ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ। ଏତେ ଅନ୍ୟମନସ୍କ ଥିଲେ ଯେ ସଠିକ ରୋଗ କୁ ଜାଣି ପାରିଲେ ନାହିଁ । ପାଠ ପଢି ହସ୍ପିଟାଲ ରେ ରୋଗୀଙ୍କ ଚିକତ୍ସାରେ ନିୟୋଜିତ ଥିବା ଏଭଳି କର୍ମଚାରୀଙ୍କୁ ଆପଣ କଣ କହିବେ କୁହନ୍ତୁ । ଲୋକ…

ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଜଳେଶ୍ୱର (କେନ୍ୟୁଜ): ଘରର ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଏହା ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ମିଲି ପରିଡ଼ା। ଏହି ଘଟଣାକୁ ନେଇ…

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ

ଜଳେଶ୍ୱର : ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତର ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟଛି ।…