Below header
Browsing Tag

Jammu and Kashmir

ପୋଲିସ ସ୍ୱାମୀର ସୈତାନ ରୂପ! ୮ ମାସର ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା; ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଜମ୍ମୁ-କାଶ୍ମୀରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ ଅଧିକାରୀ ନିଜ ଗର୍ଭବତୀ ପତ୍ନୀଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ, ଏସ୍‌ପିଓ ମୋହନଲାଲ କଠୁଆ। ସେ ଜିଲ୍ଲା ପୋଲିସ ଲାଇନ୍ସରେ ମୁତୟନ…

ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟ୍‌କା! ରିକ୍ଟର ସ୍କେଲରେ ତୀବ୍ରତା ୩.୯; ଦେଶର ବିଭିନ୍ନ ସ୍ଥାନରେ ଝଟ୍‌କା ଅନୁଭୂତ

ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କଟରା ଅଞ୍ଚଳରୁ ୬୧ କିଲୋମିଟର ପୂର୍ବରେ ରହିଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା।  ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୯। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା…

ମେହବୁବା ମୁଫ୍‌ତି ପୁଣି ଗୃହବନ୍ଦୀ! ଘର ବାହାରେ ସିଆର୍‌ପିଏଫ୍‌ ଗାଡ଼ି, ଗେଟ୍‌ରେ ଝୁଲୁଛି ତାଲା…ନିଜେ ସେୟାର କଲେ ଫଟୋ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ କରାଯାଇଛି। ଏ ନେଇ ମୁଫତି ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥି ସହିତ ସେ କାଶ୍ମୀର ପଣ୍ଡିତମାନଙ୍କ ଅବସ୍ଥା ପାଇଁ କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି।…

ଜମ୍ମୁ-କାଶ୍ମୀର ବଡ଼ଗାମ୍‌ରେ ଏନକାଉଣ୍ଟର, ୩ ଲସ୍କର ଆତଙ୍କୀ ସଫା; ବହୁ କଶ୍ମୀର ପଣ୍ଡିତଙ୍କୁ କରିଥିଲେ ହତ୍ୟା

ଜମ୍ମୁ-କଶ୍ମୀର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ବୁଧବାର ଏନ୍‌କାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିପାତ ହୋଇଛନ୍ତି। ୩ ଲସ୍କର ଆତଙ୍କବାଦୀ ବଡ଼ଗାମ ଜିଲ୍ଲାରେ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍‌ କରିଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଏନକାଉଣ୍ଟର ହୋଇଥିଲା।…

ବ୍ୟାଙ୍କରେ ପଶି ହିନ୍ଦୁ ମ୍ୟାନେଜରଙ୍କ ଉପରକୁ ଅନ୍ଧାଧୂନ ଗୁଳି ମାଡ଼ କଲା ଆତଙ୍କବାଦୀ; ସାମ୍ନାକୁ ଆସିଲା ହତ୍ୟାର…

ଜମ୍ମୁ କାଶ୍ମୀର: କାଶ୍ମୀରରେ ଟାର୍ଗେଟ୍‌ କିଲିଂ ଘଟଣା ଥମିବାର ନାଁ ଧରୁନି। ଗୁରୁବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଆକ୍ରମଣର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଦେଖନ୍ତୁ ଭିଡିଓ:…

କାଶ୍ମୀରରେ କ୍ରମାଗତ ୨ୟ ଦିନ ହିଂସା: ଟିଭି ଅଭିନେତ୍ରୀଙ୍କୁ ହତ୍ୟା, ୧୦ ବର୍ଷର ଶିଶୁକୁ ଗୁଳିକଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି । ଆତଙ୍କବାଦୀ ପୁଣି ବୁଧବାର ବଡଗାମର ଚାଦୁରା ଅଞ୍ଚଳରେ ୩୫ବର୍ଷୀୟ…

ଜମ୍ମୁ-କଶ୍ମୀର ବାରମୁଲାରେ ସେନାକୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ

ଜମ୍ମୁ-କଶ୍ମୀର ବାରମୁଲାରେ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ । ଆଜି ସକାଳେ ବରମୁଲାର କ୍ରିରି ଅଞ୍ଚଳରେ ଥିବା ନଜିଭଟ ଛକ ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ସେନା ଗୁଳିରେ ୩ ଜଣଙ୍କ ଆତଙ୍କବାଦୀ ନିହତ…

ଜମ୍ମୁ-କାଶ୍ମୀର: ଭୟଙ୍କର ସୁଡ଼ଙ୍ଗ ଦୁର୍ଘଟଣାରେ ସମସ୍ତ ୧୦ ଶ୍ରମିକଙ୍କ ମୃତଦେହ ଉଦ୍ଧାର; ଶେଷ ହେଲା ରେସ୍କ୍ୟୁ ଅପରେସନ

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଜାତୀୟ ରାଜପଥରେ ନିର୍ମାଣାଧୀନ ସୁଡ଼ଙ୍ଗ ଧସିଯିବା ଫଳରେ ସେଠାରେ କାର୍ଯ୍ୟରତ ୧୦ ଶ୍ରମିକ ଫସିଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦିଆଯାଇଥିଲା। ଏବେ ଅଧିକାରୀମାନେ କହିଛନ୍ତି ଯେ ଭୂସ୍ଖଳନ ପରେ…

ଅସହ୍ୟ ଗରମ ଯୋଗୁ ଝାଉଁଳି ଗଲା ଟୁଲିପ୍‌, ବନ୍ଦ କରିବାକୁ ପଡ଼ିଲା ଏସିଆର ସବୁଠୁ ବଡ଼ ଗାର୍ଡେନ

ଶ୍ରୀନଗର: ସପ୍ତାହେ ପୂର୍ବରୁ ବନ୍ଦ ହେଲା ଏସିଆର ସବୁଠୁ ବଡ଼ ଟୁଲିପ୍‌ ଗାର୍ଡେନ୍‌। ଶ୍ରୀନଗରରେ କମ୍‌ ବର୍ଷା ଓ ତାପମାତ୍ରା ବଢ଼ିବା କାରଣରୁ ସୋମବାର ଏସିଆର ସବୁଠୁ ବଡ଼ ଟୁଲିପ୍‌ ଗାର୍ଡେନ୍‌କୁ ବନ୍ଦ କରିବାକୁ ପଡ଼ିଛି। ଚଳିତ ବସନ୍ତରେ ଏହି ଗାର୍ଡେନ ୩.୬୦ ଲକ୍ଷ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ…

ନବରାତ୍ରରେ ତିଳକ ଲଗାଇ ସ୍କୁଲ ଯିବାରୁ ଛାତ୍ରୀଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ମୁସଲିମ୍‌ ଶିକ୍ଷକ, ହେଲେ…

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ମାମଲା ଥମି ନ ଥିବା ବେଳେ ଏକ ଜମ୍ମୁ-କଶ୍ମୀରରେ ଏକ ଛାତ୍ରୀ ସ୍କୁଲକୁ ତିଳକ ଲଗାଇ ଯାଇଥିବାରୁ ତାକୁ ନିର୍ଦ୍ଧୁମ୍‌ ପିଟିଛନ୍ତି ଶିକ୍ଷକ। ରାଜୌରୀ ଜିଲ୍ଲାର କୋଟରଣକା ଶିକ୍ଷା ଜୋନ୍‌ର ଖଦୁରିଆ ସରକାରୀ ମିଡିଲ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ…

ଦେବଦୂତ ସାଜିଲେ ଭାରତୀୟ ଯବାନ, ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ବରଫପାତ । ଜମ୍ମୁ କଶ୍ମୀରରେ ଅବସ୍ଥା ସାଂଘାତିକ । ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି । ଏହାରି ଭିତରେ ଆସିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଯବାନ । ଷ୍ଟ୍ରେଚରରେ ବୋହିନେଲେ ଭାରତୀୟ ସେନାର ଚିନାର…

ବିଯୁକ୍ତ ତାପମାତ୍ରାରେ ଥରୁଛି କଶ୍ମୀର, ବରଫ ପାଲଟିଲା ଡାଲ୍‌ ହ୍ରଦ

ଥରୁଛି କଶ୍ମୀର। ବିଯୁକ୍ତ ତାପମାତ୍ରାରେ ବରଫ ପାଲଟିଗଲାଣି ପାଣି। କଶ୍ମୀରରେ ବରଫ ପାଲଟି ଯାଇଛି ଅନେକ ଜଳାଶୟ। ଡାଲ ହ୍ରଦ ବି ବରଫ ପାଲଟି ଯାଇଛି। ଜମ୍ମୁ କଶ୍ମୀରରେ ୪୦ ଦିନିଆ ଚିଲ୍ଲା କଲଣ ଆରମ୍ଭ ହୋଇଛି। ଏହା ଜାନୁଆରୀ ୩୧ରେ ସରିବ। ପ୍ରବଳ ଶୀତ ସମୟକୁ ସ୍ଥାନୀୟ ଭାଷାରେ ଚିଲ୍ଲା କଲଣ…