Below header
Browsing Tag

jammu kashmir

ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା, ଜଣେ ଆତଙ୍କୀ ମୃତ, ତିନି ଗିରଫ

ଆଜି ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଆଜି ସୁରକ୍ଷାକର୍ମୀଙ୍କ ହାତରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣଙ୍କୁ କାବୁ କରି ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି । ଶନିବାର ସୁରକ୍ଷା କର୍ମୀ ଏବଂ…

ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା। ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ। ଜମ୍ମୁ-କାଶ୍ମୀରରେ ୧୨ ଘଣ୍ଟାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ମୃତ୍ୟୁ ହୋଇଛି। ବଡଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର। ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି ଏହି ଏନକାଉଣ୍ଟର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ । ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଦକ୍ଷିଣ…

IRCTC ଟୁର ପ୍ୟାକେଜ : ଖାଇବା ପିଇବା ଫ୍ରି ସହିତ ନୂଆ ବର୍ଷରେ IRCTC ଦେଉଛି ବୈଷ୍ଣୋଦେବୀ ବୁଲିବାର ଜବରଦସ୍ତ ଅଫର

ଆସୁଛି ନୂଆ ବର୍ଷ ୨୦୨୨ , ତେଣୁ ବର୍ତ୍ତମାନ ସବୁ ଜିନିଷରେ ମିଳିବ ଦମଦାର ଅଫର । ନୂଆ ବର୍ଷରେ ଆପଣ ସମସ୍ତେ ଭ୍ରମଣ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଯାହା ପାଇଁ କିଛି ଲୋକେ ଟ୍ରାଭେଲ ପ୍ୟାରେଜ କୁ ଅନାଇ ବସି ଥାଆନ୍ତି । ତେଣୁ IRCTC ମଧ୍ୟ ଆଣିଛି ବୈଷ୍ଣୋଦେବୀ ଯିବାକୁ ଚାହୁଁଥିବା…

ମୁଁ ଜମ୍ମୁ କାଶ୍ମୀର ଲୋକଙ୍କ ସହ ସିଧାସଳଖ କଥା ହେବାକୁ ଚାହୁଁଛି: ବୁଲେଟପ୍ରୁଫ୍‌ ସିଲ ଖୋଲିଦେଲେ ଶାହା

କେନ୍ୟୁଜ୍(ବ୍ୟୁରୋ): ଶ୍ରୀନଗରରେ ପୋଡ଼ିୟମରୁ ବୁଲେଟପ୍ରୁଫ୍‌ ସିଲ ଖୋଲିଦେଲେ ଅମିତ ଶାହ । ଲୋକଙ୍କ ସହ ସିଧାସଳଖ କଥା ହେଲେ । ଶେର-ଇ-କାଶ୍ମୀର ଇଣ୍ଟରନେସନାଲ କନଭରର୍ସନ ସେଣ୍ଟରରେ ଆଜି ଲୋକଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ । ସମ୍ବୋଧନ ପୂର୍ବରୁ ବୁଲେଟ୍‌ପ୍ରୁଫ୍‌ କାଚ…

ଶ୍ରୀନଗରରେ ପହଞ୍ଚି ସହିଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ତିନିଦିନ ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ନବଗାଁଓରେ ପହଞ୍ଚିଥିଲେ। ସେଠାରେ ସେ ସହିଦ ଇନ୍‌ସପେକ୍ଟର ପରଭେଜ ଅହମ୍ମଦଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏ ଅବସରରେ ସେ ସହିଦ…

ଜମ୍ମୁ କଶ୍ମୀରର ସାଧାରଣ ଜନତାଙ୍କ ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ, ରାସ୍ତା କଡ଼ରେ ଫଳ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ କଶ୍ମୀରର ସାଧାରଣ ନାଗରିକ । ଗତକାଲି ୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଜଣଙ୍କ ଘର ବିହାର ଓ ଅନ୍ୟ ଜଣଙ୍କ ଘର ଉତ୍ତର ପ୍ରଦେଶରେ । ବିହାରର ଅରବିନ୍ଦ କୁମାର ଶ୍ରୀନଗରରେ ରାସ୍ତା କଡ଼ରେ ଫଳ ବିକ୍ରି କରୁଥିଲେ।…

ଜମ୍ମୁ ଓ କଶ୍ମୀରରେ ସୁରକ୍ଷିତ ନୁହଁନ୍ତି ସାଧାରଣ ନାଗରିକ, ହତ୍ୟା ପରେ ୫୭୦ଜଣ ଅଟକ

ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ କରାଯିବାରୁ ଅସାମାଜିକ ତତ୍ତ୍ୱଙ୍କ ଉପରେ ନିରାପତ୍ତା ବଳ ବ୍ୟାପକ ଚଢ଼ାଉ ଆରମ୍ଭ କରିଛି । ସପ୍ତାହକ ମଧ୍ୟରେ କଶ୍ମୀର ଉପତ୍ୟକାରେ ୭ ଜଣ ସାଧାରଣ ନାଗରିକ ନିହତ ହେବା ପରେ ଶ୍ରୀନଗରରେ ପ୍ରାୟ ୭୦ଜଣ…

କଶ୍ମୀର ମାମଲାରେ ଭାରତକୁ ଝଟ୍‌କା ଦେଲା ତାଲିବାନ୍‌, ପ୍ରଶଂସାରେ ପୋତି ପକାଇଲା ପାକିସ୍ତାନକୁ

ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇଛି ତାଲିବାନ। ଆଫଗାନିସ୍ତାନର ଡେପୁଟୀ ଇନ୍‌ଫରମେସନ୍‌ ମିନିଷ୍ଟର ତଥା ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ଆଫଗାନିସ୍ତାନକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ପ୍ରଶଂସା କରିଛନ୍ତି। ପିଟିବି ସହ ଇଣ୍ଟରଭ୍ୟୁ ବେଳେ…

ଆଫଗାନିସ୍ତାନ ପରେ ଜମ୍ମୁ କାଶ୍ମୀର ଉପରେ ନଜର ରଖିଛି ପାକିସ୍ତାନ, ସୀମାରେ ସକ୍ରିୟ ଅଛନ୍ତି ୨୦୦ ଆତଙ୍କୀ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଖେଳିବା ପରେ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସଆଇ ଏବେ ରହିଛି ଚର୍ଚ୍ଚାରେ। କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁଯାୟୀ,…

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଆଉ ୩ ଆତଙ୍କବାଦୀ ସଫା। ଅବନ୍ତିପୁରା ନାଗବୈରନ ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଆତଙ୍କବାଦୀ ଲୁଚି ରହିଥିବା ଠୋସ୍‌ ସୂଚନା ମଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ୍‌ ବେଳେ ଗୁଳି ବିନିମୟ…

ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଯବାନ ସହିଦ

ଜମ୍ମୁ କାଶ୍ମୀର(କେନ୍ଯୁଜ୍): ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ଏନକାଉଣ୍ଟର । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ପୁଲୱାମାର ହାଜିନ୍‌ ରାଜପୋରାରେ ଆତଙ୍କବାଦୀ ଏବଂ ସୁରକ୍ଷା…