Browsing Tag

jharsuguda

ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଗକୁ ବଢୁଛି ଓଡିଶା: ଝାରସୁଗୁଡା ଓ ଲାଇକେରାରେ ଦୁଇଟି…

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା…

ବିଜେପି ମଣ୍ଡଳ ସଭାପତିଙ୍କ କାର ଧକ୍କାରେ ବାଇକ ଆରୋହୀ ମୃତ

ଝାରସୁଗୁଡା(କେନ୍ୟୁଜ୍): କୋଲାବିରା ଜାତୀୟ ରାଜପଥ -୪୯ କୋଲାବିରା କୁମୁଡାପାଲିରେ ବାଇକକୁ ଧକ୍କା ଦେଲା କୋଲାବିରା ବିଜେପି ମଣ୍ଡଲ ସଭାପତି ରାଜେନ୍ଦ୍ର ଦାଶଙ୍କର କାର।  ଫଳରେ ବାଇକରେ ଥିବା ଭାଇ ମୃତ, ଭଉଣୀ ଓ ଭାଣଜି ଗୁରୁତର । ମୃତକ ଜଣକ କୁମୁଡାପାଲିର ଅଞ୍ଜନ ପଟେଲ ଏବଂ ଗୁରୁତର ତାଙ୍କ ଭଉଣୀ…

ବାରହା ଫାଶ ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡା (କେନ୍ୟୁଜ): ବାରାହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗ୍ରାମ ଛବିଳ ସା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା…

ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା, ଅସଦାଚରଣରୁ ଘଟିଥିବା କୁହାଯାଉଛି

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା । ଘରକୁ ଫେରୁଥିବା ବେଳେ କିଛି ମହିଳା ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ହେଲେ ଝାରସୁଗୁଡ଼ା ଥାନା ଲେକଚର କଲୋନୀର କୈଳାସ ଚନ୍ଦ୍ର…

ବିଟିଏମ ଛକ ଠାରେ କାର ଓ ବୋଲେରୋ ଧକ୍କା: ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ଝାରସୁଗୁଡା ଏସପି

ଝାରସୁଗୁଡା(କେନ୍ୟୁଜ୍): ବିଟିଏମ ଛକ ଠାରେ କାର ଓ ବୋଲେରୋ ଧକ୍କା, କାରରେ ଥିବା ତିନି ଜଣ ମହିଳା ଆହତ। ତିନିଜଣ ମହିଳାଙ୍କୁ ନିଜ ଗାଡ଼ିରେ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଲେ ଝାରସୁଗୁଡା ଏସ.ପି. ପରମାର ସ୍ମିତ ପୁରୁଷୋତ୍ତମ ଦାସ। ଆଜି ଝାରସୁଗୁଡା ବିମାନ ବନ୍ଦରରୁ ତିନିଜଣ…

ବସ ଓ ଟ୍ରେଲର ଧକ୍କା, ୧୨ରୁ ଅଧିକ ଆହତ

ଝାରସୁଗୁଡ଼ା(କେନ୍ୟୁଜ୍):  ବସ ଟ୍ରେଲର ଧକ୍କା । ଝାରସୁଗୁଡ଼ା ଲଖନପୁର ଥାନା ଅନ୍ତର୍ଗତ ଜୁନିଆନାରେ ଦୁର୍ଘଟଣା । ବସ ଓ ଟ୍ରେଲର ଧକ୍କାରେ ଯାତ୍ରୀମାନେ ଗୁରୁତର ଆହତ । ସଂଧ୍ୟା ସାଢ଼େ ୫ଟାରେ ବେଲପାହାଡ଼ ଆଡ଼କୁ ଯାଉଥିଲା ରାଧାରାଣୀ ବସ । ବସ ଓ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । ୧୨ରୁ ଅଧିକ…

ଆହୁରି ୩ ଦିନ ଖରା: ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୩ ଟପିଲା

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଭୀଷଣ ଗ୍ରୀଷ୍ମ ଲହରି । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ ଅଧିକ ରହିବ । ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ…

ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା : ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

ଭୁବନେଶ୍ୱର (କେନ୍ୟୁଜ): ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା । ତାତିରୁ ମିଳୁନି ନିସ୍ତାର। ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୦.୪,…

ଝାରସୁଗୁଡାରେ ଗୁଳିମାଡ଼ : ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଆହତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡ଼ାରେ ଯୁବକଙ୍କୁ ଗୁଳିମାଡ଼ । କୋଲାବିରା ଥାନା ଖଡ଼ିଆପଡ଼ାରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗୁଳିରେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।…

ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ, ନୂଆ ନେତା ବାଛିଲା ଝାରସୁଗୁଡ଼ା

କେନ୍ୟୁଜ୍(ବ୍ୟୁରୋ):  ନୂଆ ନେତା ବାଛିଲା ଝାରସୁଗୁଡ଼ା । ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ମତାଧିକାର ସାବ୍ୟସ୍ତ କଲେ ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି । ମହିଳା, ଯୁବ ଓ ନୂଆ ଭୋଟରଙ୍କ ମଧ୍ୟରେ ଥିଲା ବେଶ ଆଗ୍ରହ ଓ…

ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ: ମୋଟ ୨୫୩ ବୁଥରୁ ୨୬ଟି ପିଙ୍କ୍‌ ବୁଥ୍‌

କେନ୍ୟୁଜ୍(ବ୍ୟୁରୋ): ଆଉ ଦିନକ ପରେ ଝାରସୁଗୁଡ଼ା ଉପ ନିର୍ବାଚନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମୋଟ ୨୫୩ଟି ବୁଥ୍‌ରେ ହେବ ମତଦାନ। ୨୫୩ଟି ବୁଥ୍‌ରୁ ୨୬ଟି ପିଙ୍କ୍‌ ବୁଥ୍‌ ରହିଛି। ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ…

ଦୁଲୁକୁଛି ଝାରସୁଗୁଡ଼ା ମଇଦାନ, ଗ୍ରାଉଣ୍ଡକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଗ୍ରା ଉଣ୍ଡକୁ ଓହ୍ଲାଇଛନ୍ତି…