Below header
Browsing Tag

joe biden

ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍‌ ବାଇଡେନ କମଲା ହ୍ୟାରିସ୍‌ଙ୍କ ସ୍ୱାମୀଙ୍କ ଓଠକୁ ଦେଲେ ଚୁମ୍ବନ; ଭିଡିଓ ଭାଇରାଲ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍‌ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ଙ୍କ ସ୍ୱାମୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜିଲ୍‌ ବାଇଡେନ୍‌ କମଲା ହ୍ୟାରିସ୍‌ଙ୍କ ସ୍ୱାମୀ ଡଗ୍‌ ଏମ୍‌ହାଫ୍‌ଙ୍କୁ କିସ୍‌ କରୁଥିବାର ନଜର ଆସୁଛନ୍ତି।…

ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍‌ ଯୁଦ୍ଧ: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଘୋଷଣା କଲେ ଜୋ ବାଇଡେନ୍‌

ନୂଆଦିଲ୍ଲୀ : ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍‌ ଯୁଦ୍ଧ । ୟୁକ୍ରେନକୁ ଆଉ ୧୫ ହଜାର କୋଟିର ସାମରିକ ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ହ୍ଵାଇଟ୍‌ ହାଉସରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଜୋ ବାଇଡେନ୍‌ । ଏଥିସହ ୟୁକ୍ରେନକୁ…

ବିବାହ ବନ୍ଧନରେ ବାନ୍ଧି ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନ; ହ୍ଵାଇଟ୍‌ ହାଉସ୍‌…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନ ନିଜ ବୟଫ୍ରେଣ୍ଡ ପିଟର ନିଲଙ୍କୁ ବିବାହ କରିଛନ୍ତି। ୨୮ ବର୍ଷୀୟା ନାଓମି ପେସାରେ ଜଣେ ଓକିଲ ଏବଂ ତାଙ୍କ ସ୍ୱାମୀ ପିଟର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଜାର୍ଜଟାଉନ ୟୁନିଭର୍ସିଟି ଲ’ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି। ଏହି ବିବାହରେ…

ଭାରତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଆଶା ଉଜ୍ଜ୍ୱଳ, ସମର୍ଥନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ବୃଦ୍ଧି ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେଶ୍‌ ଜୋର ଦେଇଛନ୍ତି। ଏହି ଦୌଡ଼ରେ ଭାରତ ସବୁଠୁ ଆଗରେ ଥିବାରୁ ଆଗାମୀ ଦିନରେ ଭାରତ ଜାତିସଂଘର ସ୍ଥାୟୀ ହେବା ନେଇ ରହିଥିବା ଆଶା ଖୁବ୍‌ ଶୀଘ୍ର ପୂରଣ ହେବାର ସମ୍ଭାବନା ଦେଖାଯାଇଛି।…

ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ମୁଖ୍ୟ ଆୟମାନ-ଅଲ-ଜୱାହିରି ନିହତ

ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ମୁଖ୍ୟ ଆୟମାନ ଅଲ ଜୱାହିରିଙ୍କୁ ନିହତ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଜାୱାହିରଙ୍କର ମୃତ୍ୟୁ ହୋଇଛି ।ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର…

ଗରିବ ରାଷ୍ଟ୍ରଙ୍କ ପାଇଁ ବୈଷୟିକ ଭିତ୍ତିଭୂମି କାର୍ଯ୍ୟକ୍ରମରେ ୪୫ ଲକ୍ଷ କୋଟି ଟଙ୍କାର G7 ପ୍ରକଳ୍ପର ଘୋଷଣା କଲେ…

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ଘୋଷଣା । ଗରିବ ରାଷ୍ଟ୍ରଙ୍କ ପାଇଁ ବୈଷୟିକ ଭିତ୍ତିଭୂମି କାର୍ଯ୍ୟକ୍ରମରେ ୪୫ ଲକ୍ଷ କୋଟି ଟଙ୍କାର G7 ପ୍ରକଳ୍ପର ଘୋଷଣା କରିଛନ୍ତି । ଯାହାକି ଚୀନର ବେଲ୍ଟ ଓ ରୋଡ୍‌ ଇନିସିଏଟିଭ୍‌କୁ ଟକ୍କର ଦେବ । ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିକାଶୀଳ…

ପୁଣିଥରେ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଯୁଦ୍ଧାସ୍ତ୍ର ଯୋଗାଇବାକୁ…

ନୂଆଦିଲ୍ଲୀ: ରୁଷ୍‌-ଚୀନ୍‌ କଥାବାର୍ତ୍ତା ପରେ ଆମେରିକା ସହ ଆଲୋଚନା କରିଛି ୟୁକ୍ରେନ୍‌। ଟେଲିଫୋନ୍‌ରେ ଜିନ୍‌ପିଙ୍ଗ ଓ ପୁଟିନ୍‌ କଥାବାର୍ତ୍ତା ହେବା ପରେ ଜେଲେନ୍‌ସ୍କିଙ୍କୁ ଫୋନ୍‌ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏ ଅବସରରେ ସେ ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ କଥା…

ବାଇଡେନ୍‌ଙ୍କୁ ଭେଟିଲେ ନାଟୋ ମୁଖ୍ୟ ଜେନ୍‌ ଷ୍ଟୋଲଟେନ୍‌ବଗ, ୟୁକ୍ରେନ୍‌ ଯୁଦ୍ଧ ସ୍ଥିତି ନେଇ କଲେ ଆଲୋଚନା

ଲମ୍ବୁଛି ରୁଷ୍‌-ୟୁକ୍ରେନ୍‌ ଲଢ଼େଇ। ମଜବୁତ ହେଉଛି ନାଟୋ। ହ୍ଵାଇଟ୍‌ ହାଉସ୍‌ରେ ବାଇଡେନ୍‌ଙ୍କୁ ଭେଟିଲେ ନାଟୋ ମୁଖ୍ୟ ଜେନ୍‌ ଷ୍ଟୋଲଟେନ୍‌ବର୍ଗ। ୟୁକ୍ରେନ୍‌ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ଦୁଇ ନେତା। ୟୁକ୍ରେନ୍‌କୁ ସମର୍ଥନ ଏବଂ ନାଟୋର ନେତୃତ୍ୱ ପାଇଁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି…

ଭାରତ କରୋନାର ମୁକାବିଲାରେ ସଫଳ, ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ବାଇଡେନ

ନୂଆଦିଲ୍ଲୀ : ମୋଦି- ବାଇଡେନ ଦ୍ୱିପାକ୍ଷିକ ଆଲୋଚନା। ୨ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି ବାଇଡେନ। କରୋନା ମହାମାରୀ ପରିଚାଳନାରେ ଚୀନ ଫେଲ୍‌ ମାରିଛି, ମାତ୍ର ଭାରତ ପ୍ରଶଂସନୀୟ କାମ କରିଛି । ଭାରତ- ଆମେରିକା…

ଆଜି ମୋଦି-ବାଇଡେନ ବୈଠକ, ଭର୍ଚୁଆଲ ମୋଡରେ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ : ଆଜି ମୋଦି-ବାଇଡେନ୍‌ ଆଲୋଚନା। ଭର୍ଚୁଆଲରେ ଆଲୋଚନା କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହି ଆଲୋଚନାର ଅଧିକ ଗୁରୁତ୍ୱ ରହୁଛି । ବୈଦେଶିକ ମନ୍ତ୍ରାଳୟର ସୂଚନା ମୁତାବକ, ଦକ୍ଷିଣ ଏସିଆରେ ବର୍ତ୍ତମାନର…

ଆଗକୁ ୟୁକ୍ରେନ ଉପରେ ଜୈବିକ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିପାରେ ଋଷ : ଜୋ ବାଇଡେନ୍‌

ନୂଆଦିଲ୍ଲୀ : ଆଗକୁ ଜୈବିକ ଅସ୍ତ୍ର ! ଏହାରି ଭିତରେ ୟୁକ୍ରେନ-ରୁଷ ଯୁଦ୍ଧ ଆସି ୨୭ ଦିନରେ ପହଞ୍ଚିଲାଣି । ପୁଟିନ ସେନା ଏବେ ଚାରିଆଡେ ହମଲା କରୁଛି । କେବେ ଏୟାର ପୋର୍ଟ , କେବେ ଚର୍ଚ୍ଚ ତ ଆଉ କେତେବେଳେ ସପିଂ ମଲକୁ ଆକ୍ରମଣ କରି ଭୟଭିତ କରୁଛି । ଋଷ ହମଲାରେ ଅନେକ ସହର ଧ୍ୱସ୍ତବିଧ୍ୱସ୍ତ…

ରୁଷକୁ ନେଇ ଭାରତର ଆଭିମୁଖ୍ୟ ଉପରେ ଅସନ୍ତୁଷ୍ଟ ବାଇଡେନ; କହିଲେ…ଆମର ସବୁ ମିତ୍ରଗୋଷ୍ଠୀ ଗୋଟିଏ ପଟେ, ଭାରତ ଆଉ ଗୋଟିଏ…

ୟୁକ୍ରେନ ଗତ ୨୭ ଦିନ ହେବ ରୁଷର ମିସାଇଲ ଆକ୍ରମଣ ଏବଂ ଗୁଳିଗୋଳାରେ ଜୁଝି ହେଉଛି। ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ନେଇ ଭାରତର ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଇଡେନ କହିଛନ୍ତି, ଭାରତ ଆମେରିକାର ପ୍ରମୁଖ ମିତ୍ରଗୋଷ୍ଠୀଙ୍କ ମଧ୍ୟରୁ ଏକ ବ୍ୟତିକ୍ରମ।…