Browsing Tag

joe biden

ରୁଷକୁ ନେଇ ଭାରତର ଆଭିମୁଖ୍ୟ ଉପରେ ଅସନ୍ତୁଷ୍ଟ ବାଇଡେନ; କହିଲେ…ଆମର ସବୁ ମିତ୍ରଗୋଷ୍ଠୀ ଗୋଟିଏ ପଟେ, ଭାରତ ଆଉ ଗୋଟିଏ…

ୟୁକ୍ରେନ ଗତ ୨୭ ଦିନ ହେବ ରୁଷର ମିସାଇଲ ଆକ୍ରମଣ ଏବଂ ଗୁଳିଗୋଳାରେ ଜୁଝି ହେଉଛି। ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ନେଇ ଭାରତର ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଇଡେନ କହିଛନ୍ତି, ଭାରତ ଆମେରିକାର ପ୍ରମୁଖ ମିତ୍ରଗୋଷ୍ଠୀଙ୍କ ମଧ୍ୟରୁ ଏକ ବ୍ୟତିକ୍ରମ।…

ନାଟୋ ସଦସ୍ୟ ଦେଶର ନେତାଙ୍କୁ ଭେଟିବେ ବାଇଡେନ୍‌ , ୟୁକ୍ରେନ୍‌-ରୁଷ ଯୁଦ୍ଧ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ନାଟୋ ସଦସ୍ୟ ଦେଶର ନେତାଙ୍କୁ ଭେଟିବେ ବାଇଡେନ୍‌ । ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ୨୩ରେ ବ୍ରସେଲ୍ସରେ ନାଟୋ ସଦସ୍ୟ ରାଷ୍ଟ୍ରର ନେତାଙ୍କୁ ଭେଟିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁକ୍ରେନ୍‌-ରୁଷ ଯୁଦ୍ଧ ଉପରେ ଆଲୋଚନା…

ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା-ଆମେ ୟୁକ୍ରେନ୍‌କୁ ସେନା ପଠାଇବୁନୁ, କିନ୍ତୁ ରୁଷକୁ ମନ ଇଚ୍ଛା କାମ କରିବାକୁ ବି…

ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଷ୍ଟେଟ୍‌ ଅଫ୍‌ ଦ ୟୁନିୟନ୍‌ ଆଡ୍ରେସ୍‌ ହୋଇଛି। ଏ ଅବସରରେ ଜୋ ବାଇଡେନ୍‌ ଦେଶକୁ ସମ୍ବୋଧିତ କରିଛନ୍ତି। ବାଇଡେନ୍‌ କହିଛନ୍ତି, ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରି ବଡ଼ ଭୁଲ କରି ଦେଇଛି। ବାଇଡେନ୍‌…

ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ଏବେ ତୃତୀୟ ବିଶ୍ୱଯୁଦ୍ଧ ହିଁ ବିକଳ୍ପ: ବାଇଡେନ୍

ନୂଆଦିଲ୍ଲୀ : ଲଗାତାର ଚତୁର୍ଥ ଦିନରେ ବି ୟୁକ୍ରେନରେ ଯୁଦ୍ଧ ଜାରିରହିଛି। ୟୁକ୍ରେନ ସେନାଙ୍କ ଅବସ୍ଥା ଆହୁରି ଖରାପ ହୋଯାଛି। ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି ସେମାନଙ୍କ ସାହାଯ୍ୟ ପାଇଁ ୟୁକ୍ରେନବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆମେ କିଭ୍‌ ଏବଂ ସହରର ପ୍ରମୁଖ ଜାଗା…

ଯୁଦ୍ଧ ଆରମ୍ଭ: ୟୁକ୍ରେନକୁ ସାହାଯ୍ୟ ପାଇଁ ପୂର୍ବ ୟୁରୋପକୁ ଅଧିକ ସୈନ୍ୟ ପଠାଇଲା ଆମେରିକା

ୟୁକ୍ରେନ୍‌ ସଙ୍କଟ ନେଇ ମିଳିତ ଜାତିସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ୩ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଏହି ସୁରକ୍ଷା ପରିଷଦର ବୈଠକ ବସିଛି। ଋଷିଆର ମିଲିଟାରୀ ଅପରେସନ ଘୋଷଣା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ମୁଖ୍ୟ ଆହ୍ଵାନ ଦେଇଛନ୍ତି।…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ବାଇଡେନ୍‌: କହିଲେ ଋଷ ଆକ୍ରମଣ କଲେ ଶୀଘ୍ର ଦିଆଯିବ ଜବାବ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ନିର୍ଣ୍ଣାୟକ ଜବାବ ଦେବ । ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆଶ୍ୱସନା ଦେଇ ନିଶ୍ଚିତ କରିଛନ୍ତି ଯେ, ଆମେରିକା ଓ…

ଓମିକ୍ରନ ଭାରିଆଣ୍ଟ ଚିନ୍ତାଜନକ କିନ୍ତୁ ଆତଙ୍କିତ ହେବାର ନାହିଁ: ଜୋ ବାଇଡେନ

ନୂଆଦିଲ୍ଲୀ : ଓମିକ୍ରନ ଚିନ୍ତାଜନକ କିନ୍ତୁ ଆତଙ୍କିତ ହେବାର ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଡେଲଟା ଭାରିଆଣ୍ଟ ସହ ଲଢ଼ିଲୁ । ବିପଦଜ୍ଜନକ ଡେଲଟା ସଙ୍କ୍ରମଣ କମାଇଲୁ । ଏବେ ଓମିକ୍ରନ ସହ ଲଢ଼େଇ ହେବ । ଆମେରିକାରେ ସମସ୍ତଙ୍କୁ ଟିକା ନେବାକୁ ଅପିଲ କଲେ ଆମେରିକା…

ବାଇଡେନ୍‌ ନେଲେ ବୁଷ୍ଟର ଡୋଜ୍‌, ଦାୟିତ୍ୱ ନେବା ପୂର୍ବରୁ ନେଇଥିଲେ ୨ଟି ଡୋଜ୍‌

ଆମେରିକା : ବାଇଡେନ୍‌ ନେଲେ ବୁଷ୍ଟର ଡୋଜ୍‌। ଫାଇଜରର ତୃତୀୟ ଡୋଜ୍‌ ନେଲେ ଆମେରିକା ରାଷ୍ଟ୍ରପତି। ଦାୟିତ୍ୱ ନେବା ପୂର୍ବରୁ ଜୋ ବାଇଡେନ୍‌ ଜାନୁଆରୀ ମାସରେ ପ୍ରଥମ ଦୁଇଟି ଡୋଜ୍‌ ନେଇ ସାରିଥିଲେ। ଏବେ ନେଲେ ତୃତୀୟ ଡୋଜ୍‌। ପୂର୍ବରୁ ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ, CDC…

ଆଜିଠୁ ୫ ଦିନିଆ ଆମେରିକା ଗସ୍ତରେ ମୋଦି : ସେପ୍ଟେମ୍ବର ୨୪ରେ ବାଇଡେନଙ୍କୁ ଭେଟିବେ

ନୂଆଦିଲ୍ଲୀ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪ରେ ହେବ ମୋଦି-ବାଇଡେନ୍‌ ଭେଟଘାଟ । ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଣିଜ୍ୟ ଓ ବିନିଯୋଗ, ସୁରକ୍ଷା ସ୍ଥିତି ଓ ଆଫଗାନ ପ୍ରସଙ୍ଗରେ ଆଲୋଚନା…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୨ରେ ଯିବେ ଆମେରିକା

ଆସନ୍ତା ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ ମୋଦି ଓ ବାଇଡେନ୍‌। ଏ ନେଇ ହ୍ଵାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କାବୁଲ ଏୟାରପୋର୍ଟ ସିରିଜ୍‌ ବିସ୍ଫୋରଣରେ ISIS ହାତ, ୧୨ US ସୈନ୍ୟଙ୍କ ମୃତ୍ୟୁ ପରେ ବାଇଡେନ୍‌ଙ୍କ କଡ଼ା ଚେତାବନୀ

କାବୁଲ ଏୟାରପୋର୍ଟ ବାହାରେ ଭୟଙ୍କର ସିରିଜ୍‌ ବିସ୍ଫୋରଣ ଘଟଣାରେ ୧୨ ଆମେରିକା ସେନା ଓ ୬୦ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୫ ଆମେରିକୀୟ ଆହତ ହୋଇଥିବା ପେଣ୍ଟାଗନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପ୍ରାୟ ୧୫୦ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିବା ନେଇ…

ତାଲିବାନକୁ ଜୋ ବାଇଡେନଙ୍କ ଚେତାବନୀ, ଆକ୍ରମଣ କଲେ ଦିଆଯିବ କଡ଼ା ଜବାବ

ଆମେରିକା: ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଦ୍ୱିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆଫଗାନିସ୍ତାନରୁ ୧୮ ହଜାର ଆମେରିକୀୟଙ୍କୁ ଉଦ୍ଧାର କରାଯାଇଛି । କାବୁଲ୍‌ରେ ୬ ହଜାର ସୈନିକ ମହଜୁଦ୍‌ ଅଛନ୍ତି । କାବୁଲ୍‌ ଏୟାରପୋର୍ଟ ସମ୍ପୂର୍ଣ୍ଣ…