Browsing Tag

kabul airport

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ, ସେବା ଆରମ୍ଭ କରିବା ପାଇଁ ଅପିଲ କଲା ତାଲିବାନ୍

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । କାବୁଲରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ପାଇଁ ଅପିଲ କରିଛି ତାଲିବାନ । ଏୟାରପୋର୍ଟର ସମସ୍ୟା ସମାଧାନ ହୋଇଛି । ସମସ୍ତ ଏୟାରଲାଇନ୍‌ସକୁ ପୂର୍ଣ୍ଣ ସହଯୋଗ ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି । ଏବେ ସୀମିତ ସଂଖ୍ୟାରେ ଯତ୍ରୀବାହୀ ବିମାନ ଓ…

‘କାବୁଲ ବିମାନବନ୍ଦରରେ ପିଞ୍ଜରାରେ କଏଦ କୁକୁର ଆମ ସର୍ଭିସ୍‌ ଡଗ୍ସ ନୁହଁନ୍ତି’…, ଭାରରାଲ ଫଟୋରେ ଏମିତି ସଫେଇ ଦେଲା…

ଆଫଗାନିସ୍ତାନରୁ ଆମେରିକୀୟ ସେନାର ପ୍ରତ୍ୟାବର୍ତ୍ତନ ପରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି କି, ଆମେରିକା ନିଜର ସର୍ଭିସ୍‌ ଡଗ୍ସଙ୍କୁ କାବୁଲରେ ହିଁ ଛାଡ଼ି ଦେଇଛି ଏବଂ ନିଜେ ଦେଶକୁ ଫେରି ଆସିଛି। ସୋସିଆଲ ମିଡିଆରେ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ…

କେବଳ କାବୁଲ ସିରିଜ୍ ବିସ୍ଫୋରଣ ନୁହେଁ , ପୂର୍ବରୁ ବି ISIS ବୁହାଇଛି ରକ୍ତର ନଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଏକ ମାରାତ୍ମକ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (isis) କୁ ଦାୟୀ କରାଯାଇଛି। ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦର ନିକଟରେ ଦୁଇଟି ସିରିଏଲ ବିସ୍ଫୋରଣ ହୋଇଥିଲା। ଏଥିରେ ୬୦ ଜଣଙ୍କ ମୃତ୍ୟୁ…

କାବୁଲ ଏୟାରପୋର୍ଟରେ କବ୍‌ଜା କରିବାକୁ ତୁର୍କୀର ସାହାଯ୍ୟ ମାଗିଲା ତାଲିବାନ, ଅଗଷ୍ଟ ୩୧ରେ ସେନା ପ୍ରତ୍ୟାହାର କରିବ…

କାବୁଲ ଏୟାରପୋର୍ଟକୁ କଣ୍ଟ୍ରୋଲ ଓ ସଞ୍ଚାଳନ ପାଇଁ ତୁର୍କୀର ସାହାଯ୍ୟ ମାଗିଛି ତାଲିବାନ। ତୁର୍କୀର ସହାୟତାରେ କାବୁଲ ଏୟାରପୋର୍ଟରେ କବ୍‌ଜା କରିବାକୁ ତାଲିବାନ୍‌ ଏବେ ଯୋଜନା କରୁଛି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରୁ ଆମେରିକା ନିଜ ସେନା ପ୍ରତ୍ୟାହାର କରିବାକୁ ୩୧ ଅଗଷ୍ଟ ଯାଏଁ ଡେଡ୍‌ଲାଇନ୍‌…

କାବୁଲ ଏୟାରପୋର୍ଟରେ ଭୋକଶୋଷରେ ଛଟପଟ ହେଉଛନ୍ତି ଲୋକେ; ପାଣି ବୋତଲ ଦାମ୍‌ ୩୦୦୦ ଟଙ୍କା, ୭୫୦୦ ଟଙ୍କାରେ ଗୋଟିଏ…

ତାଲିବାନ ଆତଙ୍କରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ଛାଡ଼ିବା ଆଶାରେ କାବୁଲ ଏୟାରପୋର୍ଟରେ ପହଞ୍ଚୁଥିବା ଲୋକେ ଭୋକଶୋଷରେ ଛଟପଟ ହେଉଛନ୍ତି। ଏୟାରପୋର୍ଟ ବାହାରେ ଖାଦ୍ୟପେୟ ଜିନିଷ ସବୁ ଢେର ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି। ଏତିକି ହିଁ ନୁହେଁ, ଦୋକାନୀମାନେ ଆଫଗାନର ଚଳନ୍ତି ମୁଦ୍ରା…

କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା, ନାଗରିକଙ୍କୁ ଗେଟ୍‌ ଛାଡି ଚାଲିଯିବାକୁ ଆମେରିକାର ପରାମର୍ଶ

କାବୁଲ : କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା । ଏୟାରପୋର୍ଟ ଗେଟ୍‌ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଆଇବି, ଇଷ୍ଟ, ନର୍ଥ ଗେଟରୁ ତୁରନ୍ତ ଛାଡି ଚାଲିଯିବାକୁ କାବୁଲରେ ଥିବା ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୂତାବାସ ଠାରୁ…

ତାଲିବାନ କବଜାରୁ ନିଜକୁ ମୁକୁଳାଇ ଭାରତ ପହଞ୍ଚିଲେ ଆଫଗାନିସ୍ତାନ ସାଂସଦ ନରେନ୍ଦ୍ର ସିଂ ଖାଲସା, ଦେଲେ ଭାବୁକ ଭରା…

ଆଫଗାନିସ୍ତାନରେ ତାଲିବାନର କବଜା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦେଶ ଛାଡି ବିଦେଶରେ ଏବେ ନିଜ ପାଇଁ ଆଶ୍ରୟସ୍ଥଳ ଖୋଜୁଛନ୍ତି ଆଫଗାନିସ୍ତାନ ଜନବାସୀ । ଏଭଳି ଦୁର୍ଦ୍ଦଶା ଓ ଅସହାୟ ପରିସ୍ଥିତି ଦେଖି ସମସ୍ତେ ଏବେ ସ୍ତବ୍ଧ । ଆଫଗାନ ସରକାର ମଧ୍ୟ ତାଲିବାନକୁ ଡରି ଶାସନ ଗାଦିକୁ ଛାଡ଼ି…

ଭାଇରାଲ୍ ହେଉଛି କାବୁଲ ଏୟାର ପୋର୍ଟରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ, ନିଜ ଛୁଆକୁ ବଞ୍ଚାଇବାକୁ କେମିତି ନେହୁରା ହେଉଛନ୍ତି…

କାବୁଲ: କାବୁଲ ଏୟାର ପୋର୍ଟରେ ଭୟାନକ ଦୃଶ୍ୟ । ତାଲିବାନୀ ଭୟରେ ଦେଶ ଛାଡୁଛନ୍ତି ହଜାର ହଜାର ଲୋକ । ଏସବୁ ଭିତରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଦୃଶ୍ୟ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ସେନା ଆଗରେ ନେହୁରା ହେଉଛନ୍ତି । ଏୟାରପୋର୍ଟ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ…

ତାଲିବାନ ଭୟ: ୭ ମାସର ଶିଶୁକନ୍ଯା ପିତାମାତା ଠାରୁ ଅଲଗା ହୋଇ କାବୁଲ ବିମାନବନ୍ଦରରେ ଏକ ପ୍ଲାଷ୍ଟିକ ଟ୍ରେରେ…

ଆଫଗାନିସ୍ତାନର ଚିତ୍ର ଦେଖିଲେ ଆପଣଙ୍କ ମନ ମଧ୍ୟ ଡହଳବିକଳ ହେବ। ଲୋକମାନଙ୍କର ସ୍ଥିତି ଏମିତି ଯେ, ମରିବେ କି ବଞ୍ଚିବେ ତାହା ଜାଣନ୍ତି ନାହିଁ। ତାଲିବାନ କ୍ଷମତାକୁ ଆସିବା ପରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଅନେକ ହୃଦୟ ବିଦାରକ ଚିତ୍ର ଏବେ ଦେଖିବାକୁ ମିଳୁଛି । ତାଲିବାନ ଭୟରେ ହଜାର…