Browsing Tag

kandhamal

ଯନ୍ତ୍ରଣାରେ ଯନ୍ତ୍ରଣାରେ ଚାଲିଗଲା ଜୀବନ, ପେଟର ଟିବି ରୋଗ ଅପରେସନ ପରେ ଆଖିବୁଜିଲା ୧୫ ବର୍ଷର ଝିଅ ଲେହା

ଭୁବନେଶ୍ବର(କେନ୍ୟୁଜ୍):  ଯନ୍ତ୍ରଣାରେ ଯନ୍ତ୍ରଣାରେ ଚାଲିଗଲା ଜୀବନ। ଭବିଷ୍ୟତ ପାଇଁ ସୁନେଲୀ ସ୍ବପ୍ନ ଦେଖୁଥିବା ଲେହା ଜୀବନ ଯୁଦ୍ଧରେ ହାରିଗଲା। ଜୀବନ କଣ ବୁଝିବା ଆଗରୁ ସବୁଦିନ ପାଇଁ ଆଖିବୁଜିଦେଲା ୧୫ ବର୍ଷର କଳିକା ଲେହା ନାୟକ। ଦାରିଙ୍ଗିବାଡି ବ୍ଲକ ବ୍ରାହ୍ମଣୀ ଗାଁ ବଡ଼ସାହିର ସୁଦର୍ଶନ…

ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶର ଧାରାକୁ ଲୋକଙ୍କ ପାଖରେ ପହଞ୍ଚାଅ, ଜି. ଉଦୟଗିରିରେ ଦଳୀୟ କର୍ମୀଙ୍କୁ…

ରାଇକିଆ(କେନ୍ୟୁଜ୍):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ସହ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଲୋଚନା। ଦ୍ୱିତୀୟ ଦିନରେ ୧୭ନଂ ଆଡାସି ଗୁପା ଏବଂ ଡାଙ୍ଗାଡଣ୍ଡ ୧୮ନଂ ଜୋନ୍‌ର କାମ୍ବୋଡିଗିଆ, ଗୁମାମାହା ଦଳୀୟ କର୍ମୀଙ୍କ ସହ ଆଲୋଚନା…

ରାଜ୍ୟରେ ବଢିଛି ଜଙ୍ଗଲର ପରିମାଣ: କନ୍ଧମାଳ ଜିଲ୍ଲାରେ ଅଧିକ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୫୩୭ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ସୃଷ୍ଟି ହୋଇଛି । ୨୦୧୯-୨୦୨୧ରେ ଏହି ଜଙ୍ଗଲ ସୃଷ୍ଟି ହୋଇଛି । ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ISFR ରିପୋର୍ଟ-୨୦୨୧ରେ ଏହା ଉଲ୍ଲେଖ ରହିଛି । ଆଜି ଆଇଏସଏଫଆର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ତୃତୀୟ ସ୍ଥାନରେ…

କନ୍ଧମାଳ: ଶବ ବ୍ୟବଚ୍ଛେଦ ପାଇଁ ଅମଙ୍ଗ ହେଉଛନ୍ତି ପରିବାର ଲୋକ, ୨୪ ଘଣ୍ଟା ହେଲା ମେଡିକାଲରେ ପଡିରହିଛି ମରଶରୀର

ରାଇକିଆ(କେନ୍ୟୁଜ୍): ମୃତ୍ୟୁର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ହୋଇପାରୁନି ଶବ ବ୍ୟବଚ୍ଛେଦ । ପରିବାର ଲୋକ ଏବଂ ପ୍ରଶାସନର ଟଣାଓଟଣା ମଧ୍ୟରେ ମେଡିକାଲ ପରିସରରେ ପଡି ରହିଛି ମୃତଦେହ । ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସୋରୁନାଜୁ ଗାଁରେ । ଗତକାଲି…

କନ୍ଧମାଳକୁ ରେଳ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଡ. ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି । ଆଜି ସକାଳେ ଡ. ସାମନ୍ତ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ…

କାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ଜିଲ୍ଲାବାସୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

କନ୍ଧମାଳ (କେନ୍ୟୁଜ): କାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ସକାଳ ୧୧ଟାରେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏକଲକ୍ଷ ୬୫ହଜାର ୯୭ ଜଣଙ୍କୁ BSKY…

ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ମୁଖ୍ୟ କିରାଣୀ, ସିକ୍ୟୁରିଟି ଟଙ୍କା ରିଲିଜ ପାଇଁ…

ବାଲିଗୁଡ଼ା(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି l ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ସିକ୍ୟୁରିଟି ଟଙ୍କା ରିଲିଜ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ସିକ୍ୟୁରିଟି ବିଲ୍‌ କରାଇ…

କିଟ୍‍ ଓ ରୋଟାରୀର ମିଳିତ ଉଦ୍ୟମରେ କନ୍ଧମାଳରେ ହେବ ଚକ୍ଷୁ ଚିକିତ୍ସାଳୟ, ଖୁବ୍‍ ଶୀଘ୍ର ଜନସାଧାରଣଙ୍କ ଲାଗି କରାଯିବ…

ଭୁବନେଶ୍ୱର(କେନ୍ୟୁଜ୍):  କିଟ୍‍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠା ହେବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଶେଖର ମେହଟା ଆଜି ସୂଚନା ଦେଇଛନ୍ତି । କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ଶ୍ରୀ ମେହଟା ଆଜି ଏହି ଘୋଷଣା…

କନ୍ଧମାଳରେ ପହିଲି ଶୀତ: ଦାରିଙ୍ଗବାଡିରେ ୧୫ ଡିଗ୍ରୀ ଓ ଫୁଲବାଣୀରେ ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳରେ ପହିଲି ଶୀତ । ପ୍ରବଳ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ପାର୍କ ଓ ଷ୍ଟାଡିୟମରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସମସ୍ତେ ବ୍ୟାୟାମ କରିବାରେ ବ୍ୟସ୍ତ ରହିଛନ୍ତି। ସପ୍ତାହେ ମଧ୍ୟରେ କନ୍ଧମାଳର ସର୍ବନିମ୍ନ…

କର୍ତ୍ତବ୍ୟ କରିବାର ଆଗ୍ରହ ଓ ସମ୍ମିଳିତ ଉଦ୍ୟମରେ କନ୍ଧମାଳରେ ଚାଲିଛି କରୋନା ସହ ଲଢ଼େଇ

ଫୁଲବାଣୀ (କେ ନ୍ୟୁଜ୍‌) : ରାଜ୍ୟର କରୋନା ଗ୍ରାଫର ସର୍ବନିମ୍ନରେ ଅଛି କନ୍ଧମାଳ। ଏହା କେବଳ ସମ୍ଭବ ହୋଇଛି ସରକାର ଘୋଷଣା କରିଥିବା ଆଗ ଧାଡିର ଯୋଦ୍ଧାଙ୍କ ପରିଶ୍ରମ, ପ୍ରଶାସନର ତଦାରଖ ଓ କନ୍ଧମାଳ ସାଂସଦଙ୍କ ଲଗାତର ସମୀକ୍ଷା ବୈଠକ ଯୋଗୁଁ। ପ୍ରଥମେ ଆସନ୍ତୁ ନଜର ପକାଇବା ସ୍ୱାସ୍ଥ୍ୟ ବିଭାଗର…

କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପ୍ରୟାସ ଆରମ୍ଭ କଲେ କନ୍ଧମାଳ ସାଂସଦ ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ୍):  କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଛନ୍ତି। ଇଣ୍ଟରନ୍ୟାସନାଲ ପଟାଟୋ ସେଣ୍ଟର (ସିଆଇପି) ସହଯୋଗରେ ଭୁବନେଶ୍ୱରଠାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ମହିଳା ସ୍ୱୟଂ ସହାୟକ…

କନ୍ଧମାଳ: ଜଳେଶପେଟା ଆଶ୍ରମର ସ୍ୱାମିଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟା ଧମକ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଜଳେଶପେଟା ଆଶ୍ରମର ସ୍ୱାମିଜୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ହତ୍ୟା ଧମକ । ଏପରିକି ଶଙ୍କରା ଚାର୍ଯ୍ୟଙ୍କ ସଂସ୍କୃତ କନ୍ୟାଶ୍ରମକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଏନେଇ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ୱାମିଜୀ ।…