Browsing Tag

kannada

ମୃତକ ପରିବାର ଏବଂ ଆତହଙ୍କୁ ଭେଟିଲେ ୟଶ, ‘ଏଥିପାଇଁ ଜନ୍ମଦିନ ପାଳନ କରେନାହିଁ’

କନ୍ନଡ ସୁପରଷ୍ଟାର ୟଶଙ୍କ ୩୮ ତମ ଜନ୍ମଦିନରେ ବିଦ୍ୟୁତ ଖୁଣ୍ଟରେ ଚଢି ବ୍ୟାନର ଲଗାଉଥିବା ବେଳେ ୩ ଜଣ ଫ୍ୟାନ୍ସଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ୩ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ଖବର ୟଶ ପାଇବା ପରେ ନିଜର ଜନ୍ମଦିନ ପାଳନ ନ କରି ମୃତକଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ…

ସଡ଼କ ଦୁର୍ଘଟଣାର ଶିକାର ହେଲେ କନ୍ନଡ ଷ୍ଟାର ସୁରଜ କୁମାର, ଜୀବନ ବଞ୍ଚାଇବା ପାଇଁ କାଟିବାକୁ ପଡିଲା ଡାହାଣ ଗୋଡ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି କନ୍ନଡ ଫିଲ୍ମ ଷ୍ଟାର ସୁରଜ କୁମାର । ଦୁର୍ଘଟଣାରେ ଗୁରୁତର ଭାବେ ଶିକାର ହୋଇଥିବା ଅଭିନେତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାହାଣ ଗୋଡ କାଟିବାକୁ ପଡିଛି । ମେସୁରୁ-ଗୁଣ୍ଡଲୁପୁର ହାଇୱେରେ ବାଇକରେ ଉଟି ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଖବର…

ହାର୍ଟଆଟାକରେ ଲୋକପ୍ରିୟ କନ୍ନଡ ଷ୍ଟାର ନୀତିନ ଗୋପୀଙ୍କ ପରଲୋକ, ମୃତ୍ୟୁ ବେଳକୁ ୩୯ ବର୍ଷ ହୋଇଥିଲା

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଦୁଃଖଦ ଖବର । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ନୀତିନ ଗୋପୀଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳ ହାର୍ଟଆଟାକରେ ୩୯ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ନୀତିନଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଶକ୍ତ ଧକ୍କା ଲାଗିଛି ।…

ପତ୍ନୀଙ୍କୁ ଡରାଇବା ପାଇଁ ମିଛରେ କରିଥିଲେ ମରିବାର ଅଭିନୟ, ସତରେ ଚାଲିଗଲା କନ୍ନଡ ଷ୍ଟାର ସମ୍ପତଙ୍କ ଜୀବନ

ଗତ ୩ ଦିନ ତଳେ କନ୍ନଡ ଅଭିନେତା ସମ୍ପତ ଜେ ରାମଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମ୍ପତଙ୍କ ମୃତଦେହ କର୍ଣ୍ଣାଟକର ନେଲମଙ୍ଗଲା ସ୍ଥିତ ବାସଭବନରେ ମିଳିଥିଲା । ସମ୍ପତ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଅଭିନେତାଙ୍କ ଖାସ୍‌ ବନ୍ଧୁ ରାଜେଶ ଧ୍ରୁବ ବଡ…

୩୫ ବର୍ଷୀୟ କନ୍ନଡ ଅଭିନେତା ସମ୍ପତ ଜେ ରାମଙ୍କ ପରଲୋକ, କାମ ନ ମିଳିବାରୁ ସୁଇସାଇଡ୍‌ କରିଥିବା ସନ୍ଦେହ

ଏଣ୍ଟରଟେନମେଣ୍ଟ ଦୁନିଆରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ କନ୍ନଡ ଟେଲି ଅଭିନେତା ସମ୍ପତ ଜେ ରାମଙ୍କ ପରଲୋକ ହୋଇଛି । ମାତ୍ର ୩୫ ବର୍ଷ ବୟସରେ ଜୀବନ ହାରିଛନ୍ତି ସମ୍ପତ । ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଅଭିନେତାଙ୍କ ମୃତ୍ୟୁରେ ସମଗ୍ର କନ୍ନଡ ଇଣ୍ଡଷ୍ଟ୍ରୀ…

ହିରୋ ହେବା ଜିଦି ଯୋଗୁଁ ଦିନେ ପରିବାର ଲୋକେ ଘରୁ ତଡିଦେଇଥିଲେ, ଆଉ ଆଜି ପରିବାରର ଗର୍ବ ୟଶ୍‌

କନ୍ନଡ଼ର ସୁପରଷ୍ଟାର ୟଶ୍‌ । ୟଶଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍କୁ ନେଇ ସମସ୍ତେ ପାଗଳ। ୟଶଙ୍କୁ ରକି ଭାଇ ନାମରେ ବେଶ୍‌ ପରିଚିତ। ୨୦୧୮ରେ କେଜିଏଫ୍‌ ରିଲିଜ ହେବା ପରେ ନ୍ୟାସନାଲ ଷ୍ଟାର ଭାବେ ପରିଚିତ ହୋଇଥିଲେ। ଦେଶର ପ୍ରତି କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍ସ ରହିଛନ୍ତି। ମାତ୍ର ୩୦୦ ଟଙ୍କା…

ଜଣାଶୁଣା କନ୍ନଡ଼ ଅଭିନେତ୍ରୀ ଜୟନ୍ତୀଙ୍କ ପରଲୋକ, ନିଦରେ ହିଁ ଦୁନିଆକୁ କହିଲେ ଅଲ୍‌ବିଦା

ପୁଣିଥରେ ଫିଲ୍ମ ଜଗତରେ ଖେଳିଯାଇଛି ଶୋକର ଛାୟା। ଆଉ ଜଣେ ବରିଷ୍ଠ କଳାକାର ଆମ ସମସ୍ତଙ୍କୁ ଛାଡ଼ି ଆଜି ସକାଳେ ପରଲୋକ ଗମନ କରିଛନ୍ତି। ସୋମବାର ସକାଳେ କନ୍ନଡ଼ ଇଣ୍ଟ୍ରଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଜୟନ୍ତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପୁଅ କୃଷ୍ଣ କୁମାର ମା’ଙ୍କ ନିଧନ ହୋଇଥିବା ନେଇ ସୂଚନା…

Google ‘କନ୍ନଡ଼’କୁ ଭାରତର ସବୁଠାରୁ କଦର୍ଯ୍ୟ ଭାଷା ବୋଲି କହିଲା, ସୋସିଆଲ ମିଡିଆରେ ତାତିଲେ ଲୋକେ,…

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ମାମଲାକୁ ନେଇ ମାହୋଲ ସରଗରମ ରହିଥାଏ। ଆଉ ଏବେ କନ୍ନଡ଼ ଭାଷାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଆପଣ ଭାବୁଥିବେ, ଏମିତି କ'ଣ ହୋଇଛି, ଯେଉଁଥିପାଇଁ କନ୍ନଡ଼ ଭାଷାକୁ ନେଇ ବିଭିନ୍ନ ଯୁକ୍ତି ବଢ଼ା ଯାଉଛି। ତେବେ ପ୍ରକୃତ କଥା ହେଉଛି, ଗୁଗଲ…

ଏବେ ଆମ୍ବୁଲାନ୍ସ ଡ୍ରାଇଭର ହୋଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏହି ଅଭିନେତା, ଧର୍ମ ଅନୁସାରେ କରାଉଛନ୍ତି ଅନ୍ତିମ…

କନ୍ନଡ ଆକ୍ଟର ଅର୍ଜୁନ ଗୌଡାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ତାଙ୍କର କୌଣସି ଅଭିନୟ ପାଇଁ ନୁହେଁ, ବରଂ ବାସ୍ତବ ଜୀବନରେ ଉଠାଇଥିବା ଏକ ଉତ୍ତମ ପଦକ୍ଷେପକୁ ନେଇ। କରୋନାର ଏହି ମୁସ୍କିଲ ସମୟରେ ଅର୍ଜୁନ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଉ ଏବେ ସେ ଆମ୍ବୁଲାନ୍ସ…

କନ୍ନଡର ଏହି ପ୍ରସିଦ୍ଧ ଅଭିନେତା ଏବଂ ପ୍ରଯୋଜକଙ୍କ ଘରେ ଆୟକର ବିଭାଗର ଚଢାଉ

ବେଙ୍ଗାଲୁରୁ (କେନ୍ୟୁଜ) : ଗତକାଲି କର୍ଣ୍ଣାଟକ ଆୟକର ବିଭାଗ ପକ୍ଷରୁ କନ୍ନଡ ଫିଲ୍ମର ଜଣାଶୁଣା ଅଭିନେତା ତଥା ପ୍ରଯୋଜକଙ୍କ ଘର ସମେତ ଅନ୍ୟନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ତେବେ ଏହି ଚଢାଉର ସମ୍ମୁଖୀନ ହୋଇଥିବା କଳାକାରମାନଙ୍କ ମଧ୍ୟରେ ଶିବ ରାଜକୁମାର ,ତାଙ୍କ ଭାଇ ପୁନିଥ୍ ରାଜକୁମାର…