Below header
Browsing Tag

kanpur

ଉତ୍ତର ପ୍ରଦେଶ: ଶାରିରୀକ ସମ୍ବନ୍ଧ ବନାଇବାରେ ଅସହଜ ଥିଲେ ସ୍ତ୍ରୀ, ବିବାହର ୨ ମାସ ପରେ ମହିଳା ଟ୍ରାନ୍ସଜେଣ୍ଡର ଥିବା…

ଉତ୍ତର ପ୍ରଦେଶର କାନପୁରରେ ଆଶ୍ଚର୍ଯ୍ୟ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ବିବାହର ୨ ମାସ ପରେ ସେ ଅଭିଯୋଗ ଆଣିଛନ୍ତି କି, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନ୍ଧାରରେ ରଖି ଜଣେ…

କାନପୁରରେ ଭୀଷଣ ସଡ଼କ ଦୁର୍ଘଟଣା: ବସ ଓ ଅଟୋ ମୁହାଁମୁହିଁ ଧକ୍କା, ୧୭ ମୃତ

ଉତ୍ତର ପ୍ରଦେଶ କାନପୁରରେ ଭୀଷଣ ସଡ଼କ ଦୁର୍ଘଟଣା। ଏକ ବସ୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା। ସୂଚନାନୁଯାୟୀ, କାନପୁରର ସଚେଣ୍ଡିର କିସାନ ନଗରରେ ଭାରତ ଏଜେନ୍ସି ସାମ୍ନାରେ ବୀପରିତ ଦିଗରୁ ଆସୁଥିବା ଯାତ୍ରୀ ଭର୍ତ୍ତି…

କାନପୁର ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ବେଡ୍‌ ଉପରେ ହିଁ ତନ୍ତ୍ରମନ୍ତ୍ର କରି କୋଭିଡ୍‌ ରୋଗୀକୁ ମାରିଦେଲେ ଦୁଇ…

କାନପୁରର ହାଲେଟ୍‌ ହସ୍ପିଟାଲରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆପଣଙ୍କ ଛାତି ଥରି ଉଠିବ। ଘଟଣାରୁ ଜଣାପଡ଼ିଛି, ଏହି ହସ୍ପିଟାଲ ଭିତରେ ଦୁଇଜଣ ମହିଳା ପଶି ଜଣେ କରୋନା ସଂକ୍ରମିତ ମହିଳାଙ୍କ ଜୀବନ ନେଇଯାଇଛନ୍ତି। ମହିଳାଙ୍କୁ କରୋନା ନୁହେଁ,…

ନର୍ସଙ୍କୁ ଫୋନ୍ କଲା ବାଇଆ, ଫୋନରେ କଥା ହୋଇ ମହିଳାଙ୍କୁ ଦୁଇଥର ଦେଲେ କରୋନା ଟିକା

ଦେଶରେ କରୋନାର ଦ୍ବିତୀୟ ଲହରୀ ଚିନ୍ତା ବଢାଇଲାଣି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣରୁ ରୋକିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏହି ମହାମାରୀ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି। ଏହି ମହାମାରୀରେ ଅଙ୍କୁଶ ଲଗାଇବା ପାଇଁ…

କାନପୁର: ୨୮ ବର୍ଷ ପରେ ପାକିସ୍ତାନରୁ ନିଜ ଘରକୁ ଫେରିଲେ ଶାମସୁଦ୍ଦିନ, ଉଭୟ ଦେଶକୁ କରିଥିଲେ ଆବେଦନ

କାନପୁର ବାସିନ୍ଦା ଶାମସୁଦ୍ଦିନ ଦୀର୍ଘ ୨୮ ବର୍ଷ ପରେ ପାକିସ୍ତାନରୁ ନିଜ ଘରକୁ ଫେରିଛନ୍ତି। ଏତେ ବର୍ଷ ପରେ ନିଜ ପ୍ରିୟଜନ ଏବଂ ନିଜ ଲୋକଙ୍କୁ ପାଖରେ ପାଇ ଶାମସୁଦ୍ଦିନ ଭାବବିହଳ ହୋଇଯାଇଥିଲେ। ଏହା ସହିତ ତାଙ୍କ ଅଞ୍ଚଳବାସୀ ଶାମସୁଦ୍ଦିନଙ୍କୁ ଫୁଲମାଳ ଦେଇ ସ୍ୱାଗତ ଜଣାଇଛନ୍ତି। ତେବେ ସୂଚନା…

ଛିଃ ଲଜ୍ଜା! ସାମାନ୍ୟ ଶାରୀରିକ ସୁଖ ପାଇଁ ଜେଜେମା ବୟସର ବୃଦ୍ଧାଙ୍କୁ ବଳାତ୍କାର କଲା ପଡ଼ୋଶୀ

ଯୁବତୀ ଓ କୁନି ଝିଅଙ୍କ ପରେ ଏବେ ଦେହ ଲୋଭୀ ରାକ୍ଷସଙ୍କ ନଜର ବୃଦ୍ଧାଙ୍କ ଉପରେ। ଟିକେ ଦେହ ସୁଖ ପାଇଁ ଜେଜେମା ବୟସ ବୃଦ୍ଧାଙ୍କୁ ବି ଛାଡ଼ିଲାନି ପିଶାଚ। ବୟସର ଅପରାହ୍ନରେ ପହଞ୍ଚିଥିବା ଜେଜେମାର ଶରୀରକୁ ଖିନ୍‌ଭିନ୍‌ କରି ଖାଇଗଲା ପାଖପଡ଼ିଶା ଘରର ଯୁବକ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ…

ଲକଡାଉନ ରୋକି ପାରିଲାନି ବିବାହ, ବାହାଘର ପାଇଁ ୮୦ କିମି ବାଟ ଚାଲି ବର ଘରେ ପହଞ୍ଚିଲେ କନ୍ୟା

ଦେଶରେ କରୋନା ଭାଇରସ ନେଇ ଲକଡାଉନ୍ ଜାରି ରହିଛି । ଦେଶରେ ବର୍ତ୍ତମାନ ଲକଡାଉନ ୪ର୍ଥ ପର୍ଯ୍ୟାୟ ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ବିଭିନନ୍‌ କାର୍ଯ୍ୟକ୍ରମ, ସଭା ସମିତି, ବିବାହ ଇତ୍ୟାତି କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ବାରମ୍ବାର ଲକଡାଉନ୍ ବୃଦ୍ଧି ଯୋଗୁଁ ବାହାଘର ମଧ୍ୟ ଘୁଞ୍ଚିବାରେ…

ସ୍ତ୍ରୀକୁ ସନ୍ଦେହ କରିବା ପଡିଲା ମହଙ୍ଗା : ବିଚ୍‌ ରାସ୍ତାରେ ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପତ୍ନୀ

ଉତ୍ତରପ୍ରଦେଶ : କାନପୁରର କିଦବଇନଗରରେ ଏକ ସାମାନ୍ୟ ଘଟଣାକୁ ନେଇ ରାସ୍ତା ଉପରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପଛରେ ଲୁଚି ଲୁଚି ଅନୁସନ୍ଧାନ କରିବା ଫଳରେ ମହିଳା ଜଣକ ରାଗି ଯାଇ ଗାଁ ଲୋକଙ୍କ ସାହାଯ୍ୟ ନେଇ ନିଜ ସ୍ୱାମୀକୁ ଖୁମ୍ଭରେ ବାନ୍ଧି ଧୁମ୍…

ଏହି ମନ୍ଦିର ଜଣାଇଥାଏ ‘ବର୍ଷା ଆସିବାର ସଂକେତ’, ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି ଏହାର…

ଭାରତରେ ଅନେକ ମନ୍ଦିର ଆଜି ମଧ୍ୟ ରହସ୍ୟ ଘେରରେ ରହିଛି। ଏଭଳି ଏକ ମନ୍ଦିର ଉତ୍ତର ପ୍ରଦେଶର କାନପୁରରେ ଅବସ୍ଥିତ। ଏହି ମନ୍ଦିର ବର୍ଷା ହେବାର ସଠିକ ଭବିଷ୍ୟବାଣୀ କରିଥାଏ। ମାନ୍ୟତା ରହିଛି ବର୍ଷା ହେବା ପୂର୍ବରୁ ଏହି ମନ୍ଦିରର ଛାତରୁ ପାଣି ପଡ଼ିଥାଏ ଏବଂ ବର୍ଷା ଆରମ୍ଭ ହେବା ପରେ ଏହି ମନ୍ଦିରର…