ମହାମାରୀରୁ ରକ୍ଷା ପାଇଁ ରାତିଅଧିଆ ପୂଜାପାଠ, ଭାଇରାଲ ହେଉଛି ଭିଡିଓ
ଆମ ଓଡିଶାର ଚାଲିଚଳଣିଠାରୁ ପରମ୍ପରା ଯାଏ ସବୁ କିଛି ବେଶ ନିଆରା । ଏଠାରେ ଲୋକଙ୍କ ବିଣ୍ଵାସ ମୂଳେ ଭଗବାନ ପୂଜା ପାଆନ୍ତି । କେତେବେଳେ ସ୍ଥାଣୁ ପଥରରେ ଦେବାଦେବୀଙ୍କ ରୂପକୁ ଆଙ୍କି ପୂଜା କରାଯାଏ ତ ଆଉ କେତେବେଳେ ଏଠାରେ ବର ଓସ୍ତ ଗଛରେ ଗୋଡି ବାନ୍ଧି ମାନସିକ କରାଯାଏ । କାରଣ ଏଠାକାର ଲୋକଙ୍କ…