Below header
Browsing Tag

kapil sharma

କୋଭିଡ କର୍ଫ୍ୟୁ ନିୟମ ଭାଙ୍ଗିଲେ କପିଲ ଶର୍ମା ଶୋ’ର ଅଭିନେତ୍ରୀ ଉପାସନା ସିଂହ, ମାମଲା ରୁଜୁ

କପିଲ ଶର୍ମା ଶୋର ଅଭିନେତ୍ରୀ ଉପାସନା ସିଂହଙ୍କ ଉପରେ ଲାଗିଛି କୋଭିଡ କର୍ଫ୍ୟୁ ଅବମାନନା କରିଥିବା ଅଭିଯୋଗ। ରିପୋର୍ଟ ମୁତାବକ, ଉପାସନା ରୂପନଗରର ମୋରିଣ୍ଡାର ସୁଗାର ମିଲରେ ଫିଲ୍ମର କାଷ୍ଟ ସହ ସୁଟିଂ କରିବାକୁ ପହଞ୍ଚିଥିଲେ। ଏନେଇ ପଞ୍ଜାବ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା।…

କପିଲ ଶର୍ମା ଶୋ’ରେ ଅଭିନୟ କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରିପାରିବେ ଅଂଶଗ୍ରହଣ

କପିଲ ଶର୍ମାଙ୍କ ସହ କାମ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିଖବର। ଯଦି ଆପଣଙ୍କ ପାଖରେ ବି ଅଛି ଲୋକଙ୍କୁ ହସାଇବା ଭଳି କଳା ତେବେ କପିଲ ଶର୍ମା ଦେବେ ନିଜ ଶୋ’ରେ ସୁଯୋଗ। ଖୁବ୍‌ଶୀଘ୍ର ଫେରିବାକୁ ଯାଉଛି କପିଲ ଶର୍ମାଙ୍କ ଶୋ’। ଏଥିରେ ଅଂଶଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ସୁଯୋଗ…

ସାମ୍ନାକୁ ଆସିଲା କପିଲ ଶର୍ମା ହ୍ଵିଲ ଚେୟାରରେ ଯିବାର କାରଣ, ଜାଣନ୍ତୁ କ’ଣ ହୋଇଛି କମେଡି କିଙ୍ଗ୍‌ଙ୍କର

ନିକଟରେ କପିଲ ଶର୍ମାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେତେବେଳେ ସେ ହ୍ଵିଲ ଚେୟାରରେ ବସିଥିଲେ। କପିଲଙ୍କୁ ହ୍ଵିଲ ଚେୟାରରେ ଦେଖି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାରୁ କପିଲ ପ୍ରବଳ ରାଗିଯାଇଥିଲେ ଓ ସେମାନଙ୍କୁ ଗାଳି କରିବାକୁ ଲାଗିଥିଲେ। କପିଲ ଫଟୋଗ୍ରାଫରଙ୍କୁ ‘ଉଲ୍ଲୁ କେ ପଠେ’…

କପିଲ ଶର୍ମା ଫ୍ଯାନଙ୍କୁ ଦେଲେ ଖୁସି ଖବର, ଗିନ୍ନି ଜନ୍ମଦେଲେ ଆଉ ଏକ ଶିଶୁପୁତ୍ର

କପିଲ ଶର୍ମାଙ୍ ପୁଣି ଖୁସି ଖବର ଦେଇଛନ୍ତି। କପିଲଙ୍କ ପତ୍ନୀ ଗିନ୍ନି ଆଉ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କପିଲ ଶର୍ମା ୨ୟ ସନ୍ତାନର ବାପା ହେବେ ବୋଲି ଗତ କିଛିଦିନ ତଳେ ଟ୍ବିଟ୍ କରି ଜଣାଇଥିଲେ। ତାଙ୍କର ପୁତ୍ର ଜନ୍ମ ହେବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନଙ୍କର ଶୁଭେଚ୍ଛାର ସୁଅ…

ପତ୍ନୀଙ୍କ ଦ୍ବିତୀୟ ପ୍ରେଗନାନ୍ସି ଯୋଗୁଁ ଶୋ ବନ୍ଦ କରିବେ କପିଲ, ଭାଇରଲ ହେଉଛି ଟ୍ବିଟ୍

କମେଡି କିଙ୍ଗ କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ବଡ ଝଟକା । କପିଲ୍ ଶର୍ମା ଶୋ ବନ୍ଦ ହେବା ଖବର ସାମ୍ନାକୁ ଆସିଥିଲା । ଏବେ କପିଲ ଶର୍ମା ନିଜେ ଏନେଇ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । କପିଲ୍ କହିଛନ୍ତି କି, ସେ ନିଜ ପତ୍ନୀଙ୍କ ଦ୍ୱିତୀୟ ପ୍ରେଗନାନ୍ସି ଯୋଗୁଁ ଏମିତି ନିଷ୍ପତ୍ତି ନେଇଛନ୍ତି ।…

କପିଲ ଶର୍ମାଙ୍କୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସମନ୍‌, ଜାଣନ୍ତୁ କାହିଁକି

କମେଡିଆନ୍‌ କପିଲ୍‌ ଶର୍ମାଙ୍କ ନାଁରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସମନ୍‌ ଜାରି। କପିଲଙ୍କୁ ସମନ୍‌ ଜାରି କରି ନିଜ ବୟାନ୍‌ ରୁଜୁ କରିବାକୁ କହିଛି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ‌। ଠକାମି ମାମଲାରେ ବୟାନ୍‌ ରଖିବେ ହାସ୍ୟ ଅଭିନେତା କପିଲ୍‌ ଶର୍ମା। କାର ଡିଜାଇନର ଦିଲିପ୍‌ ଛାବାଡିଆଙ୍କ…

ନିଜକୁ ଗରିବ କହୁଥିବା କମେଡି କିଙ୍ଗ କପିଲ ବର୍ଷକୁ ଦିଅନ୍ତି କୋଟି କୋଟି ଟଙ୍କାର ଟ୍ଯାକ୍ସ, ଶୁଣିଲେ ଆପଣ ହୋଇଯିବେ…

କମେଡି କିଙ୍ଗ ଭାବେ କପିଲ ଶର୍ମା ନିଜ ପରିଶ୍ରମ ବଳରେ ଏବେ ଘରେ ଘରେ ପରିଚୟ ସ୍‌ଷ୍ଟି କରିପାରିଛନ୍ତି। କମେଡି କରିବା ସହିତ କପିଲ ଜଣେ ଆଙ୍କର, ହୋଷ୍ଟ, ସିଙ୍ଗର ମଧ୍ୟ। କେବଳ ଏତିକି ନୁହେଁ ଫୋବର୍ସ ସେଲିବ୍ରିଟି ଲିଷ୍ଟରେ କପିଲ ୧୦୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଲୋକଙ୍କୁ ହସାଇବାର କଳା…

‘ଦ କପିଲ ଶର୍ମା ଶୋ’ଦେଖି ହସି ହସି ଗଡ଼ୁଛନ୍ତି ଆପଣ, ଜାଣନ୍ତି କି ଏହି କଳାକାରଙ୍କୁ ପ୍ରତି ଏପିସୋଡରେ ମିଳୁଛି କେତେ…

‘ଦ କପିଲ ଶର୍ମା ଶୋ’ ଏବେ ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ହିଟ୍ କମେଡି ଶୋ। କରୋନା ସଂକ୍ରମଣ ଯୋଗୁଁ ଏବେ ଶୋକୁ କୌଣସି ଦର୍ଶକ ଆସୁନାହାନ୍ତି। କିନ୍ତୁ ଶୋରେ ଜୋରଦାର କମେଡି ଦେଖିବାକୁ ମିଳୁଛି। ଏହି ଶୋର ସମସ୍ତ କଳାକାର ହସାଇବାରେ ଉସ୍ତାଦ । ତେଣୁ ଘରେ ବସି ବି ଦର୍ଶକେ ଏହାର ମଜା…

ପୁଣିଥରେ ବାପା ହେବାକୁ ଯାଉଛନ୍ତି କମେଡ଼ି କିଙ୍ଗ କପିଲ ଶର୍ମା ? ଭିଡିଓରେ ନଜର ଆସିଲା ପତ୍ନୀ ଗିନ୍ନିଙ୍କର ବେବିବମ୍ପ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଘରକୁ ଖୁବ୍ ଶୀଘ୍ର ଆସୁଛନ୍ତି ଜଣେ କୁନି ଅତିଥି କାରଣ ସେ ଏଥର ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । କପିଲଙ୍କ ପତ୍ନୀ ଜିନି ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଚାଲିଥିଲା । ଜାନୁଆରୀରେ ସେ ଆଉ ଏକ ସନ୍ତାନ ଜନ୍ମ ଦେବେ ବୋଲି କୁହାଯାଉଛି ।…

ଆଉ ଥରେ ବାପା ହେବେ କମେଡି କିଙ୍ଗ କପିଳ ଶର୍ମା !

କମେଡି କିଙ୍ଗ କପିଲ ଶର୍ମାଙ୍କୁ କିଏ ବା ନ ଜାଣେ । ତାଙ୍କୁ ଚିହେଁଇବା ପାଇଁ କୌଣସି ପରିଚୟର ହିଁ ଆବଶ୍ୟକତା ନାହିଁ । କପିଳଙ୍କ ଅନୁଯାୟୀ ଆଜିର ଏହି ସଫଳତା ପାଇବା ପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡିଛି । ନିଜ କଥା ଚାତୁରୀରେ ସମସ୍ତଙ୍କୁ ହସେଇ ହସେଇ ବେଦମ କରିପାରୁଥିବା କପିଳ ଆଉ ଥରେ…

ଡିଜିଟାଲ ଡେବ୍ୟୁ ପାଇଁ ୨୦ କୋଟି ଟଙ୍କାର ମୋଟା ଫିସ ଚାର୍ଜ କରୁଛନ୍ତି କପିଲ ଶର୍ମା !

ପ୍ରସିଦ୍ଧ ଟିଭି ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ ଏବେ ଡିଜିଟାଲ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । କପିଲ ଶର୍ମା ଖୁବ ଶୀଘ୍ର ଏକ ୱେବ୍ ସିରିଜ୍ ସହିତ OTT ପ୍ଲାଟଫର୍ମରେ ନିଜର ନୂଆ ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦିଓ କପିଲ ଶର୍ମାଙ୍କ ଡେବ୍ୟୁ ୱେବ୍ ସିରିଜ୍ ବିଷୟରେ ଅଧିକ ସୂଚନା ପ୍ରକାଶ…