Below header
Browsing Tag

karanjia

ଲକଡାଉନରେ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ, କରଞ୍ଜିଆ ରରୁଆଁରୁ ୧୮ ଲିଟର ବିଦେଶୀ ମଦ ସହ ଦୁଇ ମାଫିଆ ଗିରଫ

କରଞ୍ଜିଆ(କେନ୍ୟୁଜ୍): ମଦମାଫିଆଙ୍କ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଲକଡାଉନ ଆଣିଦେଇଛି ସୁଯୋଗ। ସୁହାଉଛି ରାସ୍ତାର ନିର୍ଜନତା। କାରବାର ବଢ଼ିବା ସହିତ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ । ଏମିତି କିଛି ଦେଖିବାକୁ ମିଳିଛି ରରୁଆଁ ଥାନା ଅଞ୍ଚଳରେ ।  ପଡୋଶୀ ଝାଡଖଣ୍ଡ ରାଜ୍ୟର ଦୁଇଯୁବକ ଏକ…

ମୟୁରଭଞ୍ଜ: କଳହ ହେଲା କାଳ, ଧାରୁଆ ଅସ୍ତ୍ରରେ ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସିଆଳିନଇଁ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା ।କିଛି ଦିନ ପୂର୍ବରୁ ସିଆଳିନଇଁ ଠାରେ ବନବିଭାଗ ଦ୍ୱାରା ବିସ୍ଥାପିତ ହଇ ଆସିଥିବା କିଛି ଖଡ଼ିଆ ପରିବାର ଏଠାରେ ରହୁଛନ୍ତି। ହେଲେ ଆଜି ଏଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ…

ମୟୁରଭଞ୍ଜ: ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି ଗ୍ରାମପଞ୍ଚାୟତ ବଡ଼ ବାରହାକାମୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମର ଜନୈକ ପ୍ରସୂତି ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଗ୍ରାମରୁ ତିନି କିଲମିଟର ନଦୀନାଳ ,ଏବଂ ଏକ ଘଞ୍ଚଜଙ୍ଗଲ ରାସ୍ତା…

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷିଛି ବାତ୍ୟା, ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା

କରଞ୍ଜିଆ(କେନ୍ୟୁଜ୍):  ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷିଛି ବାତ୍ୟା । ଲଗାଣ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ । ଜିଲ୍ଲା ପାଇଁ ବଡ଼ ବିପଦ ଏବେ ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା । ଗତକାଲିଠାରୁ ନିରବଛିନ୍ନ ଭାବେ ବର୍ଷା ଲାଗି ରହିଥିବାରୁ ବୁଢ଼ାବଳଙ୍ଗ ନଦୀରେ ଫ୍ଲାସ ଫ୍ଲଡ୍‌…

ମୟୁରଭଞ୍ଜ: ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ, ପୋଚ ଓ ମଦ ସହ ଜଣେ ମହିଳା ଗିରଫ

କରଞ୍ଜିଆ(କେନ୍ୟୁଜ୍): ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ। ୯ ଲିଟର ମହୁଲି ମଦ ଜବତ ସହ ମହିଳା ଗିରଫ। ମିଳିଥିବା ସୂଚନା ମୁତାବକ ଠାକୁରମୁଣ୍ଡା ଅବକାରୀ ବିଭାଗ ସୋମବାର ଦିନ କୌଣସି ସୂତ୍ରରୁ ଖବର ପାଇ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।…

କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ୍ ଓ ପ୍ରଶାସନକୁ ଆକ୍ରମଣ ଘଟଣା, ୬ ଗିରଫ

କରଞ୍ଜିଆ: ଗତ ୧୧ ତାରିଖରେ କରୋନା ରୋଗୀଙ୍କ ଶବ ସତ୍କାରକୁ ନେଇ ପୋଲିସ ଏବଂ ପ୍ରଶାସନକୁ ଆକ୍ରମଣ ଘଟଣା, ୬ ଗିରଫ । ପୋଲିସ୍ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିବାବେଳେ, ୬ ଜଣକୁ ଗିରଫ କଲା ଠାକୁରମୁଣ୍ଡା ପୋଲିସ । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରି ପୋଷିଗାଁରେ ଘଟିଥିଲା…

କୋଭିଡ୍ ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା, ଗାଁ ଶ୍ମଶାନରେ ନପୋଡିବାକୁ ସାହି ବାସିନ୍ଦାଙ୍କ ଦାବି

କରଞ୍ଜିଆ: କୋଭିଡ ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା । କରଞ୍ଜିଆ ୧୩ନଂ ୱାର୍ଡ ଶ୍ମଶାନରେ ଦେଖାଦେଇଛି ଏହିଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ତାଟୋ କୋଭିଡ କେୟାରରେ ଜୈନିକ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ମୃତଦେହକୁ କରଞ୍ଜିଆ ଏନଏସି ଅନ୍ତର୍ଗତ…

କରୋନା ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡ଼ିଲେ ବଣିକ ସଂଘ, କରଞ୍ଜିଆରେ ଦୁଇ ଦିନିଆ ବନ୍ଦ ଡାକରା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ସଂକ୍ରମଣ ରୋକିବା ପାଇଁ କରଞ୍ଜିଆ ବଣିକ ସଂଘ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। କରଞ୍ଜିଆ ବଣିକ ସଂଘ ଦୁଇ ଦିନିଆ ବନ୍ଦ ଡାକରା ଦେଇଛି। ଆଜି ବନ୍ଦ ଡାକରାର ଶେଷ ଦିନ। ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ଅନ୍ୟ…

ମୟୁରଭଞ୍ଜ: କରୋନା ମୁକାବିଲା କରିବାକୁ ଆଗେଇ ଆସିଲା ବିଣିକ ସଂଘ, ଆସନ୍ତା ୨୭ ଓ ୨୮ ତାରିଖରେ କରିବେ ସଟଡାଉନ

କରଞ୍ଜିଆ(କେନ୍ୟୁଜ୍): ବିଗୁଡ଼ୁଛି କରଞ୍ଜିଆ ଏନଏସିର କୋଭିଡ ସ୍ଥିତି । ୧୯ ଦିନ ଭିତରେ କରଞ୍ଜିଆ ଏନଏସି ଅଞ୍ଚଳରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୨୩ରେ ପହଞ୍ଚିଥିବା ବେଳେ,ଗତକାଲି ଓ ଆଜି ଦୁଇଦିନ ଭିତରେ ୨ଜଣଙ୍କ ମୃତ୍ୟୁ ହେଇଛି । ଯାହାକୁ ନେଇ ଆଜି  ସ୍ଥାନୀୟ ପ୍ରଶାସନ ତତ୍ପର ହେବା ସହ…

ମୟୂରଭଞ୍ଜ: କରଞ୍ଜିଆ ବିଡିଓ ସମସ୍ୟା ବୁଝୁନଥିବା ଅଭିଯାଗ ଆଣି ବ୍ଲକ ଅଫିସ ଆଗରେ ଗଞ୍ଜା ପୂଜା କଲେ ୧୩ ସମିତ ସଭ୍ୟ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ  କରଞ୍ଜିଆ ବ୍ଲକ ପରିସରରେ ୧୩ ଜଣ ସମିତି ସଭ୍ୟ ବିଡିଓ ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ ଆଣି ଧାରଣାରେ ବସିଥିଲେ। କିଛି ସମୟ ବସିବା ପରେ ବ୍ଲକ ସମ୍ମୁଖରେ ଥିବା ଗେଟ ନିକଟରେ ଗଞ୍ଜା କୁକୁଡ଼ା ଧରି ପୂଜାର୍ଚ୍ଚନା କରିଥିଲେ ।  ଅଭିଯୋଗ କରିଥିଲେ ଯେ…

କରଞ୍ଜିଆ : ପାହାଡ଼ ଉପରେ ମାସେ ହେଲା ପଡ଼ି ରହିଛି ମୃତଦେହ, ଏବେ ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ

କରଞ୍ଜିଆ (କେନ୍ୟୁଜ୍‌) : ପାହାଡ଼ରୁ ମିଳିଲା ଗଳିତ ଶବ । କୁହାଯାଉଛି ପ୍ରାୟ ମାସେ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମ ନିକଟବର୍ତ୍ତୀ ଏକ ପାହାଡରୁ ମଙ୍ଗଳବାର ଦିନ ଏହି ଗଳିତ ଶବକୁ ଠାବ କରାଯାଇଛି। ଖବର ପାଇ…

ମୟୂରଭଞ୍ଜ: କରଞ୍ଜିଆ ଥାନା ଅଞ୍ଚଳରେ ହେଲ୍‌ମେଟ ଓ ମାସ୍କ ଚେକିଂ ବେଳେ ଉତ୍ତେଜନା, ପୋଲିସ- ଜନତା ମୁହାମୁହିଁ,

କରଞ୍ଜିଆ(କେନ୍ୟୁଜ୍):  ମୟୂରଭଞ୍ଜ ଶରତ ଥାନା ଘଟଣାକୁ ୨୪ ଘଣ୍ଚା ପୁରିନି। କରଞ୍ଜିଆ ଥାନା ଅଞ୍ଚଳରେ ପୁଣି ପୋଲିସ- ଜନତା ମୁହାମୁହିଁ ପରିସ୍ଥିତି। ହେଲ୍‌ମେଟ ଓ ମାସ୍କ ଚେକିଂ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି। ସାହାରପୋଡ଼ା ବାଇପାସ ଅଞ୍ଚଳରେ ପୋଲିସର ହେଲ୍‌ମେଟ ଓ ମାସ୍କ ଚେକିଂ ବେଳେ ଜଣେ…