Browsing Tag

karnataka

କାବେରୀ ଜଳ ବିବାଦ: ଆଜି କର୍ଣ୍ଣାଟକ ଠପ୍‌; ଜାରି ହେଲା ୧୪୪ ଧାରା

ତାମିଲନାଡ଼ୁକୁ କାବେରୀ ନଦୀର ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ଶୁକ୍ରବାର କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। କନ୍ନଡ଼ ସମର୍ଥକ ଏବଂ ଚାଷୀ ସଙ୍ଗଠନ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ସାଧାରଣ ଜନଜୀବନ ଠପ୍‌ ହୋଇପଡ଼ିଛି। ଗତ ମଙ୍ଗଳବାର…

କେରଳରେ ନିପା ଭାଇରସ ବୃଦ୍ଧିକୁ ନେଇ କର୍ଣ୍ଣାଟକ ସତର୍କ, ଜରୁରୀ ନଥିଲେ ପ୍ରଭାବିତ ଅଞ୍ଚଳ ନ ଯିବାକୁ ପରାମର୍ଶ

ନୂଆଦିଲ୍ଲୀ : ନିପା ଭାଇରସକୁ ନେଇ କର୍ଣ୍ଣାଟକରେ ଆଲର୍ଟ । କେରଳରେ ନିପା ଭୂତାଣୁ ସଂକ୍ରମଣ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ସର୍କୁଲାର ଜାରି କରାଯାଇଛି । କେରଳରେ ଆଉ ଜଣେ ସଂକ୍ରମିତଙ୍କୁ ମିଶାଇ ଓ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । କୋଝିକୋଡ଼ରେ ଅବଜରଭେସନରେ ଥିବା…

କର୍ଣ୍ଣାଟକ: ଜଙ୍ଗଲରେ ଅଫ୍‌-ରୋଡିଂ ପାଇଁ ୧୫ ବେଙ୍ଗାଲୁରୁ ପର୍ଯ୍ୟଟକଙ୍କ ନାଁରେ ମାମଲା, ଜବତ ହେଲା ୧୦ ଗାଡ଼ି

କର୍ଣ୍ଣାଟକ ବନାଞ୍ଚଳରେ ଜଙ୍ଗଲ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବେଙ୍ଗାଲୁରୁର ୧୫ ପର୍ଯ୍ୟଟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ପାଖରୁ ୧୦ ଚାରିଚକିଆ ଗାଡ଼ି ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏହି ପର୍ଯ୍ୟଟକମାନେ କର୍ଣ୍ଣାଟକର ବନାଞ୍ଚଳରେ ଅଫ୍‌-ରୋଡ୍‌ ଡ୍ରାଇଭିଂ କରୁଥିଲେ।…

ଦର ଆକାଶ ଛୁଆଁ: ବିଲରୁ ଅଢେଇ ଲକ୍ଷର ଟମାଟୋ ନେଇଗଲେ ଚୋର, ଥାନାରେ ମାଲିକ

ନୂଆଦିଲ୍ଲୀ : ଟମାଟୋ ଦର ଆକାଶ ଛୁଆଁ । ଟମାଟୋ କିଲୋ ପ୍ରତି ୫୦ କି ୬୦ ନୁହେଁ ସିଧା ୧୫୦ ଉପରେ । ପେଟ୍ରୋଲଠୁ ବି ମହଙ୍ଗା ଟମାଟୋ । ଏହା ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରେ ଚାଷ ଜମିରୁ ଅଢେଇ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଥିବା ଜଣାପଡିଛି । ମହିଳା ଚାଷୀ ଧରନି ୨ ଏକର ଜମିରେ କରିଥିଲେ…

ଝିଅକୁ ତଣ୍ଟି ଚିପି ମାରିଲା ବାପା, ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲା ପ୍ରେମିକ

କର୍ଣ୍ଣାଟକରେ ଜଣେ ବାପା ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି। ଅଭିଯୁକ୍ତ ବାପା ଝିଅର ପ୍ରେମ ସମ୍ପର୍କକୁ ନେଇ କ୍ରୋଧିତ ଥିଲା। ସେପଟେ ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛି ପ୍ରେମିକ। ଅଭିଯୁକ୍ତ ହେଲେ, କୋଲାର ଗୋଲ୍ଡ ଫିଲ୍ଡସ୍ (କେଜିଏଫ୍) ବଙ୍ଗାରପେଟର…

ଶ୍ରେଣୀ ଅନୁସାରେ ସ୍କୁଲ ବ୍ୟାଗ୍‌ର ଓଜନ ନିର୍ଦ୍ଧାରିତ, ବିଦ୍ୟାଳୟରେ ଗୋଟିଏ ଦିନ ପାଳନ ହେବ ‘ନୋ ବ୍ୟାଗ୍‌ ଡେ’

ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍‌ର ଓଜନ ନିର୍ଦ୍ଧାରିତ କରାଯାଇଛି। ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ବୁଧବାର ରାଜ୍ୟର ସ୍କୁଲଗୁଡ଼ିକୁ ୨୦୧୯ ପରିପତ୍ର ପୁଣିଥରେ ଜାରି କରିଛି। ଏହା ସହିତ ଆଦେଶକୁ କଡ଼ାକଡ଼ି ଭାବେ…

ରାଜସ୍ଥାନ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ଦେବ ମାଗଣା ବିଜୁଳି, ୧ ଜୁଲାଇରୁ ୨୦୦ ୟୁନିଟ୍‌ ଫ୍ରି

ବେଙ୍ଗାଲୁର : ରାଜସ୍ଥାନ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ସରକାର ମାଗଣା ବିଜୁଳି ଦେବ ବୋଲି ଘୋଷଣା କରିଛି । କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି (ଶୁକ୍ରବାର) ଏହି ଘୋଷଣା କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ପାର୍ଟି ପକ୍ଷରୁ…

ଗୋମୂତ୍ର ଓ Dettolରେ କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ, ଶସ୍ତା କାମ ବୋଲି କହିଲା ବିଜେପି

କର୍ଣ୍ଣାଟକରେ କଂଗ୍ରେସ କର୍ମୀମାନେ ସୋମବାର ରାଜ୍ୟ ବିଧାନସଭାର ଶୁଦ୍ଧିକରଣ କରିଛନ୍ତି। ଶାସକ ଦଳର କର୍ମକର୍ତ୍ତାମାନେ ଜଣେ ପୂଜାରୀଙ୍କ ସହ ମିଶି ବିଧାନସୌଧ ସମ୍ମୁଖକୁ ଡେଟୋଲ୍‌ ଏବଂ ଗୋମୂତ୍ର ପକାଇ ସଫା କରୁଥିବା ଦେଖାଯାଇଥିଲା। ନୂଆ ବିଧାନସଭାର ତିନି ଦିନିଆ ଅଧିବେଶନ ଆରମ୍ଭ ପୂର୍ବରୁ…

କର୍ଣ୍ଣାଟକ: ବିଧାନସୌଧରେ ମୁଖ୍ୟମନ୍ତ୍ରୀ ଅଫିସ୍‌ ବାହାରେ ‘ନାମ ଫଳକ’ ବଦଳିଲା, ସାମ୍ନାକୁ ଆସିଲା VIDEO

କର୍ଣ୍ଣାଟକର ନବ ନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସିଦ୍ଦରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଡ. ଜି ପରମେଶ୍ୱର, କେଏଚ୍ ମୁନିୟାପ୍ପା, କେଜେ ଜର୍ଜ, ଏମବି ପାଟିଲ, ସତୀଶ…

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର: ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମୈୟା ଓ ଡିକେ ଶିବକୁମାର । ଅପରାହ୍‌ଣ ୧୨ଟା ୩୦ରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ପାଇଁ ବେଙ୍ଗାଲୁରୁ ଶ୍ରୀ କାନ୍ତିରବା ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ସରିଛି…

ଶିବକୁମାର ବନାମ ସିଦ୍ଦରମୈୟା: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଛିଣ୍ଡୁନି ମୁଖ୍ୟମନ୍ତ୍ରୀ ଅଙ୍କକଷା । କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । ସିଦ୍ଦରମୈୟା ନା ଡିକେ ଶିବକୁମାର । ଦିନ ଗଡ଼ିବା ସହ ସସପେନ୍ସ ବଢୁଛି । ଏବେ ଦିଲ୍ଲୀରେ ହେବ ଫଇସଲା । ବିଧାୟକ ଦଳ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବର ତର୍ଜମା ପରେ ନିଷ୍ପତ୍ତି ନେବେ…

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ମନ୍ଥନ ଜାରି, ଶିବକୁମାର ଓ ସିଦ୍ଧରମୈୟା ଏକାଠି କାଟିଲେ କେକ୍‌

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କର୍ଣ୍ଣାଟକର କମାଣ କାହାକୁ ମିଳିବ, ତାହା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ସିଏମ୍ ପଦବୀ ଦୌଡ଼ରେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ପୂର୍ବତନ ସିଏମ୍ ସିଦ୍ଧରମୈୟାଙ୍କ ନାମ ସାମ୍ନାକୁ…