Below header
Browsing Tag

karnataka

ଶିବକୁମାର ବନାମ ସିଦ୍ଦରମୈୟା: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଛିଣ୍ଡୁନି ମୁଖ୍ୟମନ୍ତ୍ରୀ ଅଙ୍କକଷା । କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । ସିଦ୍ଦରମୈୟା ନା ଡିକେ ଶିବକୁମାର । ଦିନ ଗଡ଼ିବା ସହ ସସପେନ୍ସ ବଢୁଛି । ଏବେ ଦିଲ୍ଲୀରେ ହେବ ଫଇସଲା । ବିଧାୟକ ଦଳ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବର ତର୍ଜମା ପରେ ନିଷ୍ପତ୍ତି ନେବେ…

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ମନ୍ଥନ ଜାରି, ଶିବକୁମାର ଓ ସିଦ୍ଧରମୈୟା ଏକାଠି କାଟିଲେ କେକ୍‌

କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କର୍ଣ୍ଣାଟକର କମାଣ କାହାକୁ ମିଳିବ, ତାହା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ସିଏମ୍ ପଦବୀ ଦୌଡ଼ରେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ପୂର୍ବତନ ସିଏମ୍ ସିଦ୍ଧରମୈୟାଙ୍କ ନାମ ସାମ୍ନାକୁ…

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? କାଲି ଆସିବ ରାୟ

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ପଦ୍ମ ଫୁଟିବ ନା ହାତର ଯାଦୁ ଚାଲିବ ? କାହାକୁ ମିଳିବ କେତେ ସିଟ୍‌ ? କାଲି ଆସିବ ରାୟ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଢ଼ିବାକୁ ୧୧୩ ସିଟ୍‌ ଆବଶ୍ୟକ। ଉଭୟ କଂଗ୍ରେସ ଓ ବିଜେପି ସରକାର ଗଢ଼ିବା ନେଇ ଦାବି କରୁଛନ୍ତି। ତେବେ କଂଗ୍ରେସ…

କର୍ଣ୍ଣାଟକରେ ଭୁଲ ତଥ୍ୟ ପାଇଁ ଭୋଟିଂ ମେସିନ ଭାଙ୍ଗିଲେ ଗ୍ରାମବାସୀ, ୨୩ ଜଣ ଗିରଫ

ବେଙ୍ଗାଳୁରୁ (କେନ୍ୟୁଜ୍): ଭୁଲ ତଥ୍ୟ ହେତୁ ଗ୍ରାମବାସୀମାନେ ଭାଙ୍ଗିଲେ ଭୋଟିଂ ମେସିନ୍ । କର୍ଣ୍ଣାଟକ ବିଜୟପୁର ଜିଲ୍ଲାରେ ଘଟିଛି ଏହି ଘଟଣା।  ବିଜୟପୁର ଜିଲ୍ଲାର ବାସଭାନ ବାଗେୱାଡି ତାଲୁକର ମାସାବିନାଲା ଗ୍ରାମରେ ଘଟିଛି। ଭୋଟିଂ ମେସିନ୍ କ୍ଷେତ୍ରରେ ବ୍ୟବହାର ପାଇଁ ଇଭିଏମ୍ ଏବଂ ଭିଭିପିଏଟ୍…

କର୍ଣ୍ଣାଟକ: ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କଲା କଂଗ୍ରେସ, ମାଗଣା ବିଜୁଳି, ବସ୍‌ ଯାତ୍ରା ଓ ୧୦ କିଲୋ ଚାଉଳ…

କର୍ଣ୍ଣାଟକ ଭୋଟରଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା। ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କରିଛି କଂଗ୍ରେସ। ମାଗଣାରେ ମିଳିବ ବିଜୁଳି। ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେବ କଂଗ୍ରେସ। ପରିବାରରେ ମହିଳା ମୁଖ୍ୟଙ୍କୁ ମାସିକ ଦୁଇ ହଜାର ଟଙ୍କା ଦେବାକୁ ଘୋଷଣା…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି, ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌

କେନ୍ୟୁଜ୍‌(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ସୋମବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା…

ଚାଷୀ ପୁଅକୁ ବାହା ହେଲେ ମହିଳାଙ୍କୁ ମିଳିବ ୨ ଲକ୍ଷ ଟଙ୍କା, କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀଙ୍କ ଘୋଷଣା

ଚାଷୀ ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା। ଏହା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲର) ନେତା ଏଚ୍‌ଡି କୁମାରସ୍ୱାମୀ। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଚାଷୀ ପୁଅକୁ ବାହା ହେଉଥିବା ମହିଳାଙ୍କୁ…

ବିଲରେ ମିଳିଲା ୮୫ ବର୍ଷୀୟ ବୃଦ୍ଧାଙ୍କ ମୃତଦେହ, ହତ୍ୟା କରିବା ପରେ ଶବ ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

କର୍ଣ୍ଣାଟକରେ ୮୫ ବର୍ଷୀୟ ମହିଳାଙ୍କ ମୃତଦେହ ସହିତ ଦୁଷ୍କର୍ମ । ଅଭିଯୁକ୍ତ ଜଣକ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୃଦ୍ଧା ଜଣକ ତାଙ୍କୁ ବିରୋଧ କରିବାରୁ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ । ଏହା ପରେ ଶବ ସହିତ ଦୁଷ୍କର୍ମ କରିଥିଲେ । ଏଭଳି…

ମହିଳା ଦୋକାନୀ ଲଗାଇ ନ ଥିଲେ ଟିକିଲି, ବିଜେପି ସାଂସଦ କହିଲେ, ‘ଆଗ ଟିକିଲି ଲଗାଅ, ତୁମର ସାଧାରଣ ଜ୍ଞାନ ଅଛି ନା…

କର୍ଣ୍ଣାଟକର ବିଜେପି ସାଂସଦ ଏମ ମୁନିସ୍ୱାମୀ ଜଣେ ମହିଳା ଦୋକାନୀଙ୍କୁ ଟିକିଲି ନ ପିନ୍ଧିବାକୁ ନେଇ ତାଗିଦ କରିଛନ୍ତି, ଯାହା ଉପରେ ଏବେ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇଛି। କୋଲାର ସାଂସଦ ମୁନିସ୍ୱାମୀ ଅନ୍ତର୍ଜାତୀୟ ମହିଳା ଦିବସରେ ଜଣେ ମହିଳା ଦୋକାନୀଙ୍କୁ କପାଳରେ ଟିକିଲି ନ ଲଗାଇବାକୁ…

ଅସୁବିଧାରେ ଫସିଲା ୟେଦିୟୁରପ୍ପାଙ୍କ ହେଲିକାପ୍ଟର; ଲ୍ୟାଣ୍ଡିଂ ସମୟରେ ପଡ଼ିଆରେ ଉଡ଼ିଲା କୁଢ଼ କୁଢ଼ ଅଳିଆ ଆବର୍ଜନା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପା ଆଜି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ୟେଦିୟୁରପ୍ପାଙ୍କୁ ନେଇ ଯାଉଥିବା ଏକ ହେଲିକାପ୍ଟର ହେଲିପ୍ୟାଡରେ ଅବତରଣ କରିବା ସମୟରେ ଅସୁବିଧାରେ ଫସି ଯାଇଥିଲା। ହେଲିକାପ୍ଟରଟି ଯେମିତି ହିଁ ଲ୍ୟାଣ୍ଡ୍‌ କରିବାକୁ…

ବିଜେପି ବିଧାୟକଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ; ଅଫିସ୍‌ ଓ ଘରୁ ମିଳିଲା ୭.୭ କୋଟି ଟଙ୍କା

କର୍ଣ୍ଣାଟକରେ ଲୋକାୟୁକ୍ତର ଦୁର୍ନୀତି ନିବାରଣ ୱିଙ୍ଗ ଗୁରୁବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଠାରେ ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଲଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ନେଲେ ସନ୍ନ୍ୟାସ; ବିଧାନସଭାରେ ରଖିଲେ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍‌ ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ନିଜର ଅନ୍ତିମ ଭାଷଣ ରଖିଛନ୍ତି। ୟେଦିୟୁରପ୍ପା କହିଛନ୍ତି, ‘ମୁଁ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି,…