ବିବାହ ଦିନ ରଥରେ ବସି ରାଜା ଭଳି ଏଣ୍ଟ୍ରି କରିବେ ଭିକ୍କି କୌଶଲ, ବଛା ଯାଇଛି ୭ ଧଳା ଘୋଡ଼ା; କନ୍ୟା ବସିବା ପାଇଁ ରାଜକୀୟ…
କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲଙ୍କ ଡେଷ୍ଟିନେଶନ ୱେଡିଙ୍ଗର ପ୍ରସ୍ତୁତି ଜୋର୍ସୋରରେ ଆଗେଇ ଚାଲିଛି। କପଲଙ୍କ ବିବାହ ସମ୍ବନ୍ଧିତ ସୂତ୍ରରୁ ଜଣାପଡ଼ିଛି କି, ସଙ୍ଗୀତ, ମେହେନ୍ଦୀ ସହିତ ଆରମ୍ଭ ହେଉଥିବା ୱେଡିଙ୍ଗ ସେରେମନି ରାଜସ୍ଥାନରେ ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥି ପୂର୍ବରୁ…