Browsing Tag

khandagiri mela

ମନ୍ତ୍ରଧ୍ୱନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ, ମେଳାର ବେଶ ମଜା ନେଉଛନ୍ତି ଜନସାଧାରଣ

ମନ୍ତ୍ରଧ୍ୱନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ । ଭଜନ କୀର୍ତ୍ତନ ଓ ହରିନାମରେ ତପୋଭୂମୀ ଅଞ୍ଚଳ ଫାଟି ପଡ଼ୁଛି । ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବାବେଳେ କୁମ୍ଭମେଳା ଏବେ ଖୁବ ଭିଡ଼ ଜମୁଛି । ଆଜି ପଞ୍ଚମ ଦିନରେ ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆରେ ପ୍ରବଳ ଜନସମାଗମ ସହ…

ଖଣ୍ଡଗିରି ପାଦଦେଶରେ ଚାଲିଛି ହୋମ ସହ ପୂଜାର୍ଚ୍ଚନା, ଶହଶହ ସାଧୁସନ୍ଥଙ୍କର ହୋଇଛି ସମାଗମ

ଭୁବନେଶ୍ବର(କେନ୍ଯୁଜ୍): ପ୍ରସିଦ୍ଧ ମାଘ ସପ୍ତମୀ ମେଳା ପାଇଁ ପ୍ରକମ୍ପିତ ଖଣ୍ଡଗିରି ପାଦଦେଶ । ଚାଲିଛି ହୋମ ସହ ପୂଜାର୍ଚ୍ଚନା । ଋଷିକେଶ, ହରିଦ୍ଵାରରୁ ଆରମ୍ଭ କରି ହିମାଳୟ ପାଦଦେଶର ବିଭିନ୍ନ ଅଞ୍ଚଳରୁ ଶହଶହ ସାଧୁସନ୍ଥଙ୍କ ସମାଗମ ହୋଇଛି । କୋଭିଡ କଟକଣା ପାଇଁ ଚଳିତ ଥର କମ୍‌ ସଂଖ୍ୟକ…

ଖଣ୍ଡଗିରି ମେଳାରେ ହାତ ନଥିବା ଜଗନ୍ନାଥକୁ ଆପଣ ଦେଖିଛନ୍ତି କି? ଜାଣନ୍ତୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ

ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ତଳେ ଏବେ ସାଧୁସନ୍ଥଙ୍କ ଭିଡ଼। ମାଘ ସପ୍ତମୀରୁ ଏଠାରେ ଚାଲିଛି କୁମ୍ଭ ମେଳା। ପିଲାରୁ ବୟସ୍କ ସମସ୍ତେ ଛୁଟି ଆସୁଛନ୍ତି ଏହି ସାଧୁବାବା ମାନଙ୍କର ଆଶୀର୍ବାଦ ନେବା ପାଇଁ। ତେବେ ପାହାଡ଼ର ପାହାଚ ଉପରକୁ ଉଠିଗଲେ ଆପଣଙ୍କ ନଜରରେ ପଡ଼ିବ ଜଣେ ଦିବ୍ୟାଙ୍ଗଙ୍କ ଉପରେ।…

ଖଣ୍ଡଗିରି ଯାତ୍ରା ପାଇଁ ନୂଆ ଜାଗା ଖୋଜୁଛି ବିଏମସି

ଭୁବନେଶ୍ବର (କେନ୍ୟୁଜ୍‌) : ଯାତ୍ରା ପାଇଁ ଜାଗା ଖୋଜୁଛି ବିଏମ୍ସି । ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପରିବେଷଣ ପାଇଁ ବିକଳ୍ପ ସ୍ଥାନ ଖୋଜୁଛି ବିଏମ୍ସି । କାରଣ ପୂର୍ବସ୍ଥାନରେ ଚାଲିଛି ଜାତୀୟ ରାଜପଥରେ ଫ୍ଲାଏ ଓଭର ନିର୍ମାଣ କାମ । ମେଳାରେ ଦୈନିକ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା…

ମାଘସପ୍ତମୀରୁ ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମହାକୁମ୍ଭ ମେଳା, ୯ ଦିନ ବ୍ୟାପି ହେଉଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ…

ଭୁବନେଶ୍ବର: ମାଘସପ୍ତମୀ ଶୁକ୍ଳପକ୍ଷରୁ ଆରମ୍ଭ ହୋଇଛି ଖଣ୍ଡଗିରି ମହାକୁମ୍ଭ ମେଳା । ଏହି ମେଳାରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଅୟୋଜିତ ହେଉଥିବା ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ମାନଙ୍କ ଦ୍ୱାରା ବୈଦିକ ଧର୍ମ ଓ ଜଗତ କଲ୍ୟାଣ ନିମିତ୍ତ ପଞ୍ଚମହାଯଜ୍ଞ ଓ…