Below header
Browsing Tag

kiit kiss

ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ କିଟ୍ ଓ କିସ୍ ଅନୁଷ୍ଠାନ ସବୁଠାରୁ ଆଗୁଆ, ବିଧାନସଭାରେ…

ଭୁବନେଶ୍ବର(କେନ୍ୟୁଜ୍):  କିଟ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପୁଣିଥରେ ପ୍ରଶଂସା କଲେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ। ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ବିଧାୟକ। ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପଦକ୍ଷେପକୁ ସେ ଭୁୟସୀ…

କିଟ୍‌ ଓ କିସରେ ଚେସ୍‌ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ, ୭୫ବର୍ଷ ପୂର୍ତ୍ତି ଅବସରରେ ରିଲେ ୭୫ଟି ପ୍ରମୁଖ…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସରେ ଚେସ୍‌ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେକୁ ଭବ୍ୟ ସ୍ୱାଗତ । ଆଜି ଚେସ୍‌ ଅଲିମ୍ପିଆଡ୍‌ ଟର୍ଚ୍ଚ ରିଲେକୁ କିଟ୍‌ ଓ କିସ୍‌ ପକ୍ଷରୁ ଉଚ୍ଚ୍ଵସିତ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‌ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସ୍‌ର ୩୦ ହଜାର…

କିଟ୍‌ ଓ କିସରେ ରାଜ୍ୟର ପ୍ରଥମ ମିୟାୱାକି ବନୀକରଣ ଆରମ୍ଭ: L&T ଇନ୍‌ଫୋଟେକ ଓ ସେ ଟ୍ରି କଲା ସହଯୋଗ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସରେ ରାଜ୍ୟର ପ୍ରଥମ ମିୟାୱାକି ବନୀକରଣ ଆରମ୍ଭ। ଭୁବନେଶ୍ୱରରେ କିଟ୍‌ ଓ କିସ୍‌ରେ ରାଜ୍ୟର ପ୍ରଥମ ମିୟାୱାକି ସହରାଞ୍ଚଳ ବନୀକରଣ ଆରମ୍ଭ ହୋଇଛି। ଏଲ୍‌ ଆଣ୍ଡ ଟି ଇନ୍‌ଫୋଟେକ ଓ ସେ ଟ୍ରି ସହଯୋଗରେ କିଟ୍‌ ଓ କିସ୍‌ରେ ମିୟାୱାକି ବନୀକରଣ କାର୍ଯ୍ୟକ୍ରମ ଆରମ୍ଭ…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା: କିସ୍‌ ଛାତ୍ରୀ ସ୍ନେହା ସୋରେନଙ୍କ କମାଲ, ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର(କେନ୍ୟୁଜ୍): ବାଙ୍ଗାଲୋରରେ ଚାଲୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିସ୍‌ ଛାତ୍ରୀ ସ୍ନେହା ସୋରେନ କମାଲ କରିଛନ୍ତି । ୪୯ କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ନାଚ ଇଭେଣ୍ଟରେ ସ୍ନେହା ୬୯ କେଜି ଭାରୋତ୍ତୋଳନ…

ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ଦିନିକିଆ ଆଲୋଚନାଚକ୍ର, ବିଷୟବସ୍ତୁ ଥିଲା “ଚିରନ୍ତନ…

ଭୁବନେଶ୍ବର(କେନ୍ୟୁଜ୍):ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା "ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା"। କାର୍ଯ୍ୟକ୍ରମରେ ସଭାପତି ଅଭିଭାଷଣ ପ୍ରଦାନ…

କିଟ୍‌ ଓ କିସ୍‌ ପରିଦର୍ଶନ କଲେ ଓଡ଼ିଆ ପୁଅ ତଥା କେନିଆ ସାଂସଦ ଡା. ସ୍ୱରୂୂପ ରଞ୍ଜନ ମିଶ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଆ ପୁଅ ତଥା କେନିଆ ସାଂସଦ ଡା. ସ୍ୱରୂୂପ ରଞ୍ଜନ ମିଶ୍ର ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି । ଏକାଧାରାରେ ଜଣେ ଡାକ୍ତର, ଶିଳ୍ପପତି ଏବଂ ରାଜନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ଡା. ମିଶ୍ର କେନିଆର ନାଗରିକତ୍ୱ ଗ୍ରହଣ କରି ସେଠାରେ ଲୋକପ୍ରିୟ ହେବା ସହ…

କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା: ଓଡ଼ିଶାର ୩୦ଟି ଜିଲ୍ଲା…

ଭୁବନେଶ୍ବର(କେନ୍ୟୁଜ୍):କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଅପ୍ରେଲ୍‍ ୧୧ ତାରିଖ ପର୍ଯ୍ୟନ୍ତ ୪…

କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ନିଆରା ଢଙ୍ଗରେ ପାଳିତ ହେଲା ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ

କେନ୍ୟୁଜ୍(ବ୍ୟୁରୋ):  ଆଜି ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ । ସାରା ବିଶ୍ଵରେ ଏହି ଦିନ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଜୈନ ଫାଉଣ୍ଡେସନ୍‌ ତରଫରୁ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ୱାର୍ଲଡ୍‌ ଅଟିଜିମ୍‌ ଆଓ୍ଵାରନେସ ଡେ ପାଳନ କରାଯାଇଥିଲା ।…

କିଟ୍‌ ଓ କିସ୍‌ ପକ୍ଷରୁ ଉତ୍କଳ ଦିବସ ପାଳିତ: ଉତ୍କଳର ବରପୁତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ କରାଗଲା ସାମୂହିକ…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପକ୍ଷରୁ ଆଜି ଉତ୍କଳ ଦିବସ ପାଳନ ହୋଇଛି । ଏଥିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‌ ବିଶ୍ଵବିଦ୍ୟାଳୟ କୁଳପତି ଡ. ଦୀପକ ବେହେରା, କିଟ୍‌ ଉପ କୁଳପତି ପ୍ରଫେସର…

ଅଲିମ୍ପିଆନ୍‌ ଅର୍ଜୁନ ପୁରସ୍କାରପ୍ରାପ୍ତ କିଟ୍‌ ଛାତ୍ରୀ ସି.ଏ ଭବାନୀ ଦେବୀଙ୍କୁ କିଟ୍‌ ଓ କିସ ତରଫରୁ ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍):କିଟ୍‌ ଓ କିସ ତରଫରୁ ଅଲିମ୍ପିଆନ୍‌ ଅର୍ଜୁନ ପୁରସ୍କାରପ୍ରାପ୍ତ ଅସି ଚାଳକ କିଟ୍‌ ଛାତ୍ରୀ ସି.ଏ ଭବାନୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଫେନସିଂ କୁଇନ ଭାବରେ ପରିଚିତ ସି.ଏ ଭବାନୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କିଟ୍‌ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କିସ୍‌ ଓ କିଟରେ ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟସ୍ତରୀୟ ସନ୍ତରଣ ଚାମ୍ପିଅନ୍‌ସିପ୍‌ ୨୦୨୧-୨୨

ଭୁବନେଶ୍ବର(କେନ୍ୟୁଜ୍):କିସ୍‌ ଓ କିଟରେ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟସ୍ତରୀୟ ସନ୍ତରଣ ଚାମ୍ପିଅନ୍‌ସିପ୍‌ ୨୦୨୧-୨୨ ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ସର୍ବ ଭାରତୀୟସ୍ତରରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୩୧୦ଟି…

କିଟ୍‌ କିସ୍‌ରେ ପାଳିତ ହେଲା ବିଶିଷ୍ଟ ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୯ତମ ଜନ୍ମ ଜୟନ୍ତୀ, ଫଟୋଚିତ୍ରରେ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କିଟ୍‌ ଓ କିସ୍‌ରେ ପାଳିତ ହୋଇଛି ବିଶିଷ୍ଟ ଜନନାୟକ,ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୮୯ତମ ଜନ୍ମ ଜୟନ୍ତୀ । କିସ୍‌ ପରିସରରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱର୍ଗତ ବଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ…