Browsing Tag

king cobra

ପାଦ ଓ ହାତ ରେ କୌଶଳ ଦେଖାାଇ ବିଶାଳ ଅହିରାଜକୁ କାବୁ କଲେ ଯବାନ,ଭିଡିଓ ସେୟାର କଲେ IFS ଅଫିସର ସୁସାନ୍ତ ନନ୍ଦ

ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଅନେକ ଭିଡିଓ ଭାଇରାଲ ହେବାର ଦେଖିଥିବେ । କିଛି ଖତରନାକ ଭିଡିଓ ହୋଇଥିବା ବେଳେ ଆଉ କିଛି ଭିଡିଓ ହୋଇଥାଏ ଅଧିକ ଫନି । କିଛି ସମୟରେ ଏହି ଜୀବଜନ୍ତୁ  ଏମିତି କିଛି କରିଦିଅନ୍ତି ଯେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଯାଏ । ଆପଣ ଜାଣିଥିବେ ସରିଶୃପ ମଧ୍ୟରୁ…

ଏହି ସାପର ବେକ କଟିଲା ପରେ ବି ଶତ୍ରୁ ଉପରେ ଆକ୍ରମଣ କରି ଜୀବନ ନେଇଯାଏ, ଜାଣନ୍ତୁ କିପରି

ଭାରତରେ ସାପ କାମୁଡାରେ ମୃତ୍ୟୁ ଘଟଣା ପ୍ରତିବର୍ଷ ସାମ୍ନାକୁ ଆସୁଛି। ତେବେ ଆଜି ଆମେ ଭାରତରେ ଥିବା ଏମିତି ଏକ ବିଷଧର ସାପ ସମ୍ପର୍କରେ କହିବୁ, ଯାହାର ପ୍ରକୃତି ବିଷୟରେ ହୁଏତ ଆପଣ ଜାଣି ନଥିବେ। ଯାହାର ବେକ ବା ଗଳା କଟିଲା ପରେ ବି ସେ ନିଜ ଶତ୍ରୁ ଉପରେ ଆକ୍ରମଣ କରିବାକୁ ଭୁଲି ନଥାଏ। ଶେଷ…

ଉଦଳାରେ ବିଶାଳ ଅଜଗର ଉଦ୍ଧାର

ଉଦଳା(କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଉଦ୍ଧାର ହୋଇଛି ବିଶାଳ ଅଜଗର ସାପ । ରାଢ଼ୋ ଗାଁର ଏକ ଫାର୍ମ ହାଉସରେ ଏହି ବିଶାଳକାୟ ଅଜଗର ସାପ ପଶିଥିବା କର୍ମଚାରୀ ଦେଖିବାକୁ ପାଇଥିଲେ । ଫଳରେ କର୍ମଚାରୀମାନେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ।  ସ୍ନେକ ହେଲପ ଲାଇନ ସଦସ୍ୟ ରନିତ୍‌…

ଘର ପର୍ଯ୍ୟନ୍ତ କୁନି ଛୁଆକୁ ଗୋଡ଼ାଇଲା ୬ ଫୁଟିଆ ଅହିରାଜ, ଇଣ୍ଟରନେଟରେ ଭାଇରଲ ହେଉଛି ଭିଡିଓ

ଇଣ୍ଟରନେଟରେ ଏବେ ଗୋଟେ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡି଼ଓଟିକୁ ଦେଖି କିଛି ଜଣ ଭୟବିତ ହୋଇଯାଉଥିବା ବେଳେ କିଛିଜଣ ଏହାର ଖୁବ ମଜା ଉଠାଉଛନ୍ତି । ଭିଡିଓଟିକୁ ଭଲରେ ଦେଖିଲେ ଆପଣ ଜାଣିପାରିବେ ଘରର ବାରଣ୍ଡାରେ ବସି ଛୋଟ ଶିଶୁଟିଏ ତା ଖେଳନା ଗୁଡିକ ସହ ଖେଳିବାରେ ଲାଗିଛି । ନିଜ…

ବିଷଧର ସାପ ସହ ୧ ଘଣ୍ଟା, ଶେଷରେ ୮ ଫୁଟ ଲମ୍ବର ବିରାଟକାୟ ବିଷଧର ଅହିରାଜକୁ ଧରିଲେ ଜଣେ ମହିଳା

ମୟୂରଭଂଜ(କେ ନ୍ୟୁଜ):  ମୟୂରଭଂଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ଲୁଲୁଙ୍ଗ ଗେଟ୍ ନିକଟରେ ଥିବା ପାନ୍ଥନିବାସରୁ ଏକ ବିଷାକ୍ତ ଅହିରାଜ ସାପ ଉଦ୍ଧାର କରାଯାଇଛି । ସୁଚନା ମୁତାବକ ଗୁରୁବାର ରାତିରେ STR ପୀଠବଟା ରେଞ୍ଜରଙ୍କଠାରୁ ଖବର ପାଇ ଅଭିଜ୍ଞ ସାପଧରାଳୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଓ ତାଙ୍କ…

ଖଲିକୋଟ : ଶୋଇବା ଘରୁ ଧରାହେଲା ୧୦ ଫୁଟ ଲମ୍ବର ଅହିରାଜ ସାପ

ଗଞ୍ଜାମ(କେନ୍ୟୁଜ୍‌) :  ଶୋଇବା ଘରୁ ଧରା ହେଲା ୧୦ ଫୁଟର ଅହିରାଜ ସାପ । ସ୍ନେକ୍‌ ହେଲ୍ପ ଲାଇନର ସଦସ୍ୟମାନେ ଖଲିକୋଟ ବେଗୁନିଆପଡ଼ାର ଜଣେ ବ୍ୟକ୍ତିଙ୍କ ଘରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଧରି ଜଙ୍ଗଲ ମଧ୍ୟରେ ଛାଡ଼ିଥିବା ଜଣାଯାଇଛି । ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲିକୋଟ ରେଞ୍ଜ ଅଧୀନସ୍ଥ…

ମାଲିକ ପାଖରେ ବିଶ୍ବାସନୀୟତାର ପରିଚୟ ଦେଲା କୁକୁର, ଘର ଭିତରକୁ ପଶିବାକୁ ଦେଲାନି ଅହିରାଜ ସାପକୁ

ଭଞ୍ଜନଗର : ବିଶ୍ବାସ ଏମିତି ଏକ ଶବ୍ଦ ଯାହା ବିପଦ ସମୟରେ ମଣିଷକୁ ନିଜର ଓ ପର ଭିତରେ ପାର୍ଥକ୍ୟ ଜଣାଇ ଦିଏ । ଯାହାର ଉଦାହରଣ ପାଲଟିଛି, ଏକ ଦେଶୀ ବୁଲା କୁକୁର । ସିଏ ନିଜ ମାଲିକ ପାଖରେ ବିଶ୍ବାସନୀୟତାର ପରିଚୟ ଦେଇଛି । ସୂଚନାନୁଯାୟୀ, ମାଲିକଙ୍କ ଘରେ କେହି ନଥିବା ବେଳେ, ଘର ଭିତରକୁ…

ଘରେ ପଶିଥିଲା ବିରାଟକାୟ ଅହିରାଜ, ଉଦ୍ଧାର କରିବା ବେଳେ ଏମିତି କଲା ନୟାନ୍ତ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା ଭୟ ଜାତ ହୁଏ। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଏକ ବିରାଟ ବଡ଼ କିଙ୍ଗ୍‌ କୋବ୍ରା ବା ଅହିରାଜକୁ ଧରୁଥିବା…