Browsing Tag

kuchinda

କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ ସଫଳତା, କିସ୍‌ର ତିନି ଛାତ୍ରୀ ସମ୍ବର୍ଦ୍ଧିତ

କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା କିସ୍‌ର ତିନି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା। କୁଚିଣ୍ଡା ବ୍ଲକର ତିନି ପ୍ରତିଭାବାନ ଖେଳାଳି ଓ କିସ୍‌ ଛାତ୍ରୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଟାଇଁସର ପଞ୍ଚାୟତ କଦୋପଡ଼ା ଗାଁର କରିସ୍ମା କିଶାନ ଭୁବନେଶ୍ୱର…

ସ୍କୁଲ ଯିବା ବେଳେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଗୁରୁତର

କୁଚିଣ୍ଡା : ମହୁମାଛି ଆକ୍ରମଣରେ ତିନି ଜଣ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିବା ବେଳେ ରାସ୍ତାରେ ସେମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରୀଗୁଡା ଗାଁରୁ ୨ ଜଣ ଦଶମ ଶ୍ରେଣୀର ଛାତ୍ରୀ ଏବଂ ପଣ୍ଡରୀକଟା ଗାଁର ଜଣେ ଦଶମ…

ନାବାଳିକାକୁ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗରେ ଜଣେ ମହିଳା ଓ ହୋମଗାର୍ଡ଼ ଗିରଫ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଜ୍ୟୋତିପଡା ଠାରେ ଜଣେ ନାବାଳିକାକୁ ଅନ୍ୟ ଜଣେ ମହିଳା ଜୋର ଜବରଦସ୍ତ ନିଜ କବଜାରେ ରଖି ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ସେହି ସ୍ଥାନରୁ ନାବାଳିକା ଜଣକ ଖସିଆସି ବସଷ୍ଟାଣ୍ଡରେ ବସି କାନ୍ଦୁଥିଲା। ତାକୁ ଦେଖି…

କୁଚିଣ୍ଡା : ଚିନ୍ତାମଣିଙ୍କ ମୃତ୍ୟୁ କିଭଳି ହେଲା ? ମାଟି ତଳୁ ଶବ ବାହାର କରି ତଦନ୍ତ ଆରମ୍ଭ କଲା ପୋଲିସ୍‌, ସନ୍ଦେହ…

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସଗରା ପଞ୍ଚାୟତ ବୁଣ୍ଡୁକାମାଲ ଗ୍ରାମରେ ଗତ ୧୭ ତାରିଖ ଘଟିଥିବା ଏକ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଇଛି। ମୃତ୍ୟୁର ସନ୍ଦେହଜନକ ଥିବା ନେଇ ଅଭିଯୋଗ ହେବା ପରେ ଆଜି ପୋଲିସ୍‌ ମାଟିତଳୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ…

ପୋଷ୍ଟଅଫିସ ଏଟିଏମ୍‌ ଭିତରେ ନାଗସାପ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

କୁଚିଣ୍ଡା(କେନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପଞ୍ଚମୁଖୀ ଛକରେ ଥିବା ପୋଷ୍ଟ ଅଫିସର ଏଟିଏମ୍‌ରୁ  ନାଗସାପ ଉଦ୍ଧାର କଲେ ବନବିଭାଗ। ଟଙ୍କା କାଢିଲା ବେଳେ ଲୋକେ ଏକ ୫ ଫୁଟ ଲମ୍ବର ନାଗସାପ ଥିବାର ଦେଖିଥିଲେ । ଯାହାଦ୍ୱାରା ଲୋକମାନେ ସେଠାରେ ଆଉ ଟଙ୍କା ନକାଢି ଆଖପାଖରେ ଥିବା ଲୋକଙ୍କୁ…

କୁଚିଣ୍ଡାରେ ଟ୍ରିପଲ ମର୍ଡର: ଜମିବାଡି କାରଣରୁ ଟାଙ୍ଗିଆରେ ହାଣିଲା ପଡୋଶୀ

ସମ୍ବଲପୁର(କେନ୍ୟୁଜ୍): କୁଚିଣ୍ଡାରେ ଟ୍ରିପଲ ମର୍ଡର। ଜମିବାଡି ବିବାଦରୁ ୩ ଜଣକୁ ଟାଙ୍ଗିଆ ହାଣିଲା ପଡୋଶୀ । ତିନି ଜଣ ହେଲେ ଗୋଟିଏ ପରିବାର ଝିଅ,ଜ୍ବାଇଁ ଓ ଶାଶୁ ବୋଲି ଜଣାପଡିଛି।  ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁର ପିରୁବତୀ ବେହେରା (୫୬)ଶାଶୁ ,ଗିରିଧାରୀ ସାହୁ (୪୫)ଜୋଇଁ,…

କୁଚିଣ୍ଡା: ଲୁଟ୍‌ ହେଉଥିବା ବେଳେ କେନ୍ଦୁପତ୍ର ବୋଝେଇ ଗାଡ଼ି ଜବତ, ଅଭିଯୁକ୍ତ ଫେରାର

କୁଚିଣ୍ଡା(କେନ୍ୟୁଜ୍‌): କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସୋଲବଗା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଉତ୍ତର ଗାଁ ଫଡ଼ିରୁ ଲୁଟ ହୋଇଥିବା କେନ୍ଦୁପତ୍ରକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାମରା ବ୍ଲକ ଜରାବଗା ପଞ୍ଚାୟତ…

ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କୁଚିଣ୍ଡା(କେନ୍ୟୁଜ୍‌): କୁଚିଣ୍ଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ଝାରମୁଣ୍ଡା ଓ ତବଲାକଟା ମଝି ରାସ୍ତାକଡରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୁଚିଣ୍ଡାର ଅକ୍ଷୟ ପାଣି। ସେ ପିକଅପ ଗାଡିର ଡ୍ରାଇଭର ବୋଲି ଜଣାପଡିଛି। ମୃତଦେହ…

ପ୍ରତିଦିନ ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲା ପୁଅ, ରାଗି ଯାଇ ପିଟି ପିଟି ମାରି ଦେଲେ ବାପା

କୁଚିଣ୍ଡା (କେନ୍ୟୁଜ): କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ପଞ୍ଚାୟତ ବଡ଼ଖଲିଆ ଗ୍ରାମରେ ଘରୋଇ କଳହକୁ ନେଇ ବାପା ନିଜ ପୁଅକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ବଡ଼ଖଲିଆ ତିର୍କୀ ପଡାର ଅସୀମ ତିର୍କୀ (୧୯) ପ୍ରତିଦିନ ମଦ ପିଇ…

ରାଜ୍ୟ ପାଇଁ ସୁନାମ ଆଣିଦେଇଛି କୁଚିଣ୍ଡା ଥାନା, କେନ୍ଦ୍ର ସରକାରଙ୍କ ଥାନା ର‍୍ୟାଙ୍କିଙ୍ଗ ୨୦୧୯ରେ ଶ୍ରେଷ୍ଠ ଥାନାର…

ସମ୍ବଲପୁର(କେନ୍ୟୁଜ୍): ରାଜ୍ୟର ଶ୍ରେଷ୍ଠ ଥାନା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ଥାନାକୁ ନେଇ କରାଯାଇଥିବା ର‍୍ୟାଙ୍କିରେ ଏହି ମାନ୍ୟତା ମିଳିଛି। ଏଥିରେ ଦେଶର ୩୦ଟି ରାଜ୍ୟର ୧୫ହଜାର ୫୭୯ ଥାନା ମଧ୍ୟରୁ ମୋଟ ୭୯ଟି ଥାନା…

କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ : ଅଭିଯୁକ୍ତ ଅଟକ

ସମ୍ବଲପୁର : କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ । ମହୁଲପାଲି କୁନ୍ତରା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ତରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତକୁ…