ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଖୁସି ଖବର, ୮ ହଜାରରୁ କମ୍ ପ୍ରାଇସରେ ପାଇବେ ଏହି ସ୍ମାର୍ଟଫୋନ୍
ଯଦି ଆପଣଙ୍କର ବଜେଟ୍ ୮,୦୦୦ରୁ କମ୍ ଏବଂ ଆପଣ ଏକ ଫିଚର ରିଚ୍ ନୂଆ ସ୍ମାର୍ଟଫୋନ୍ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ସ୍ମାର୍ଟଫୋନ ମେକର କମ୍ପାନୀ Lava ନିଜର ଫ୍ୟାନ୍ସଙ୍କ ପାଇଁ ଲୋ ବଜେଟ୍ ସେଗମେଣ୍ଟରେ ଏକ ପାୱାରଫୁଲ୍ ସ୍ମାର୍ଟଫୋନ ଉପସ୍ଥାପନ କରିଛି । Lava ର ନୂଆ…