Browsing Tag

lawyer strike

ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣା: ଆଉ ୮ ଜଣଙ୍କୁ ବାନ୍ଧିଲା ପୋଲିସ୍

ସମ୍ବଲପୁର(କେନ୍ୟୁଜ୍):ଓକିଲଙ୍କ ଆନ୍ଦୋଳନ ବେଳେ ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣାରେ ବଢୁଛି ଗିରଫଦାରୀ । ଆଉ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ…

ଆନ୍ଦୋଳନ ସ୍ଥଗିତ ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ

କଟକ: ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ। ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ୍ ଅନୁରୋଧ କରିଛି। ଗତ ୧ ତାରିଖରେ ବସିଥିବା ହାଇକୋର୍ଟ ବାର ଆସୋସିଏସନର…

ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ବାର କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର କଡା ନିର୍ଦ୍ଦେଶ, ନଓହରିଲେ ହେବେ ନିଲମ୍ବିତ

କଟକ(କେନ୍ୟୁଜ୍): ଆଇନଜୀବୀ ଆନ୍ଦୋଳନକୁ ନେଇ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର କଡ଼ା ନିର୍ଦ୍ଦେଶ । ତୁରନ୍ତ ଆନ୍ଦୋଳନରୁ ଓହରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଦୋଳନରୁ ନଓହରିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ଆନ୍ଦୋଳନରୁ ନଓହରିଲେ ନିଲମ୍ବିତ ହେବେ ନହେଲେ ନିର୍ବାଚନ ଲଢିବାରୁ…

ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ, ନାପସନ୍ଦ କରିଛନ୍ତି ହାଇକୋର୍ଟ…

କଟକ(କେନ୍ୟୁଜ୍): ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧ ସାମରିକ ବଳ ନିୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ ଓକିଲ ସଂଘ। ଏହି ପ୍ରସଙ୍ଗରେ ଆଜି ଅପରାହ୍ନରେ ବସୁଛି ହାଇକୋର୍ଟ ବାର୍ ଆସୋସିଏସନ୍‌ର ଆକ୍ସନ ଟେକେନ୍ କମିଟି ବୈଠକ। ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଏଠାରେ…

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଡ଼ାକରା

ଭୁବନେଶ୍ବର(କେ ନ୍ୟୁଜ୍‌): ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟର ଆଇନଜୀବୀଙ୍କ କାର‌୍ୟ୍ୟବନ୍ଦ ଡାକରା। ଆଇନଜୀବୀଙ୍କ ୫ଦଫା ଦାବିପୂରଣ ହେଉନଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରତିବାଦ ଜଣାଇବ ସଂଘ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ବାରମ୍ବାର ଦାବି…

ପୁଣି ଘୁଞ୍ଚିଲା ପୋଲିସ-ଓକିଲ ବିବାଦ ମାମଲା ଶୁଣାଣି, ଅଢ଼େଇ ମାସ ହେଲା ହୋଇପାରୁନି ସମାଧାନ

ଭୁବନେଶ୍ବର (କେନ୍ଯୁଜ୍) : ପୋଲିସ-ଓକିଲ ବିବାଦ ମାମଲାରେ ଘୁଞ୍ଚିଲା ହାଇକୋର୍ଟରେ ଶୁଣାଣି । ଗୁରୁବାର ମାମଲାର ପରବତ୍ତି ଶୁଣାଣି ହେବ । ଆଜି ସୁଦ୍ଧା ଚାର୍ଜସିଟ୍‌ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଏଥିପାଇଁ କ୍ରାଇମବ୍ରାଞ୍ଚ ଅଧିକ ସମୟ ମାଗିଥିଲ ।…

ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ (କେନ୍ଯୁଜ୍) :କଟକରେ ଆଇନଜୀବୀଙ୍କୁ ପୋଲିସ୍‌ର ମାଡ଼ ଘଟଣା ପ୍ରତିବାଦରେ ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ବୈଠକ ପରେ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ୧୦ ତାରିଖରେ ଆଉ ଏକ ବୈଠକ ବସି ପରବର୍ତ୍ତୀ…

ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଆସ

ଭୁବନେଶ୍ବର (କେନ୍ଯୁଜ୍) : ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନକୁ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସେହିପରି ସମର୍ଥନ କରୁଥିବା ଅନ୍ୟ ଓକିଲ ସଂଗଠନଗୁଡ଼ିକୁ ମଧ୍ୟ ଆନ୍ଦୋଳନରୁ ବିରତ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାର୍ଯ୍ୟ ସ୍ୱାଭାବିକ…

 ବୁଧବାର ପର୍ଯ୍ଯନ୍ତ ଜାରି ରହିବ ଓକିଲ ଆନ୍ଦୋଳନ

କଟକ(କେନ୍ଯୁଜ୍) :ଆସନ୍ତା ବୁଧବାର ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ ଆନ୍ଦୋଳନ । କଟକ ନୂଆବଜାରରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଗତ ୨୯ ତାରିଖରୁ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି…