Browsing Tag

lord jagannath

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ କଳା ହରଣ ନୀତି ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏହି ଚରିତ୍ର ଗୁଡିକ…

ପ୍ରସିଦ୍ଧ ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ର, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ଉତ୍କଳୀୟ ସଂସ୍କୃତିର ସମଗ୍ର ଶାଖା ପ୍ରଶାଖାର ମୂଳ ହେଲା ଶ୍ରୀମନ୍ଦିର । ନୃତ୍ୟ, ସଂଗୀତ, ବୀରତ୍ୱ ପ୍ରସଙ୍ଗ ଅଥବା ଶାରୀରିକ କୌଶଳ ଏ ସବୁର ଆଦ୍ୟ ହେଲେ ମହାପ୍ରଭୁ ନିଜେ । ଶ୍ରୀକ୍ଷେତ୍ରର ସାହିଯାତ ଏ ସବୁ କଳାର ଏକ ପ୍ରଧାନ ଅଙ୍ଗ, ଯାହାକି ଆରମ୍ଭ ହୁଏ ପବିତ୍ର ଶ୍ରୀରାମ ନବମୀ ଠାରୁ । ଏହି…

ଦେଖନ୍ତୁ କେମିତି ପ୍ରସ୍ତୁତ କରାଯାଏ ପିତ୍ତଳ ଥାଳିରେ ଜଗନ୍ନାଥଙ୍କ କଳାକୃତି

ଆପଣ ପିତ୍ତଳ ଥାଳି ତ ଦେଖିଥବେ । ପିତ୍ତଳ କଂସା ବାସନରେ ଆପଣ ଦେଖିଥିବେ ଯେ ସେଥିରେ ବହୁତ ସୁନ୍ଦର ଭାବେ କଳାକୃତି ହୋଇଥିବାର। ତେବେ କଣ ଆପଣଙ୍କ ମନରେ ଏମିତି କେବେ ଭାବନା ଆସିନି ଯେ ଏହାକୁୁ ଏତେ ନିଖୁଣ ଭାବେ କାରିଗର କେମିତି ତିଆରି କରୁଛନ୍ତି ଦେଖିବାକୁ । ଯଦି ଆପଣଙ୍କର ବି ଇଚ୍ଛା ଥାଏ…

ପୋଢୁଆଁ ହେବେ ମହାପ୍ରଭୁ, ମାମୁଁ ଘର ମାଧବରୁ ଶ୍ରୀକ୍ଷେତ୍ରକୁ ଯିବ ପ୍ରଥମାଷ୍ଟମୀ ଭାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ଡିସେମ୍ଵର ୫ ତାରିଖରେ ମାର୍ଗଶୀର ଅଷ୍ଟମୀ ତିଥିରେ ପଡୁଛି ପ୍ରଥମାଷ୍ଟମୀ। ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ଆଜିର ଏହି ପବିତ୍ର ଦିନରେ…

ଆଜି ହେବନି ମହାପ୍ରଭୁଙ୍କ ରାତ୍ରପହୁଡ଼, ରାତିସାରା ଦର୍ଶନ କରିବେ ଭକ୍ତ

ପୁରୀ (କେନ୍ୟୁଜ): ଆଜି ହେବନି ରାତ୍ରପହୁଡ଼। ଆଜି ଶ୍ରୀମନ୍ଦିରରେ ହେବନି ମହାପ୍ରଭୁଙ୍କ ରାତ୍ରପହୁଡ଼। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସେବାୟତଙ୍କ ସହ ଆଲୋଚନା ପରେ…

ପୁରୀ ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ଲାଗିଛି ସିଡ଼ି !

କଣ ସତରେ ଅଛି ପୁରୀକୁ ସ୍ୱର୍ଗକୁ ଦ୍ୱାର… କିଏ ନିର୍ମାଣ କରିଥିଲେ ଏହି ସ୍ୱର୍ଗଦ୍ୱାର… କଣ ସତରେ ସ୍ୱର୍ଗଦ୍ୱାରରେ ରହିଛି ସ୍ୱର୍ଗକୁ ସିଡି… ଭାରତର ସବୁଠାରୁ ରହସ୍ୟମୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ଶ୍ରୀମନ୍ଦିର ପ୍ରାୟ ୫ହଜାର ବର୍ଷ ପୁରୁଣା ମନ୍ଦିର । ଜଗନ୍ନାଥର ଅର୍ଥ ହେଉଛି…

ଆଜି ବିଜୟା ଦଶମୀ, ସୁନାବେଶରେ ଆଭୂଷିତ ହେବେ ମହାବାହୁ

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ। ଦଶହରା ଅବସରରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି କରାଯାଏ। ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡ଼ପଲାଗି ଓ…

ଉତ୍ସବ ଆପରେ ଜଗନ୍ନାଥଙ୍କ ନାଁରେ ଠକେଇ : ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୋଲିସ

ପୁରୀ (କେନ୍ୟୁଜ): ଉତ୍ସବ ଆପରେ ଭକ୍ତଙ୍କୁ ଠକେଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହ ଦ୍ୱାର ଥାନା। ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନା ଅନୁଯାୟୀ ଭକ୍ତଙ୍କ ଭାବନା ସହ ଖେଳ ଖେଳା ଯାଉଛି।…

ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ, ସୁରକ୍ଷା ଦାୟିତ୍ୱରେ ରହିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ (କେନ୍ୟୁଜ): ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ। ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି। ସୁରକ୍ଷା ଦାୟିତ୍ୱରେ ୭୦ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।…

ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ଆଜି ଭୁବନେଶ୍ବର ଆସିବେ

ପୁରୀ(କେନ୍ୟୁଜ୍): ପୁରୀ ଆସି ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଦୁରଦର୍ଶନର ସର୍ବାଧିକ ପ୍ରସାରିତ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଗତକାଲି ସନ୍ଧ୍ୟା ଶ୍ରୀମନ୍ଦିର ପହଞ୍ଚି ଜଗାଦର୍ଶନ କରିବା ସହ ଆଜି ଭୁବନେଶ୍ୱରରେ ହେବାକୁ ଥିବା ଶୁଣ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ପବିତ୍ର ଗଜ ଉଦ୍ଧାରଣ ବେଶ

କେନ୍ୟୁଜ୍(ବ୍ୟୁରୋ): ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପବିତ୍ର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ରତ୍ନ ସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହେବ । ମହାପ୍ରଭୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ…