ନୂଆବର୍ଷରେ ନିଜ ପରିବାରର ଜୀବନ ନେଇଗଲା ଯୁବକ, ମା’ ଓ ୪ ଭଉଣୀକୁ କଲା ହତ୍ୟା
ନୂଆବର୍ଷରେ ନିଜ ପରିବାରର ୫ ଜଣଙ୍କ ଜୀବନ ନେଲା ଜଣେ ବ୍ୟକ୍ତି । ଜଣେ ଯୁବକ ନିଜର ୪ ଭଉଣୀ ଏବଂ ମା’ର ଜୀବନ ନେଇଯାଇଛି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବକକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌର ନାକା ଥାନା…