Browsing Tag

lucknow

ବୁନ୍ଦି ଲଡ଼ୁ ଖାଇ ମହିଳା ଜଜ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ରହିଲେ ସପ୍ତାହେ, ଦୋକାନୀଙ୍କ ନାଁରେ FIR

ବୁନ୍ଦି ଲଡ଼ୁ ଖାଇ ଅସୁସ୍ଥ ହେଲେ ଜଜ୍‌ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖରାପ ବୁନ୍ଦି ଲଡ଼ୁ ଖାଇ ଜଣେ ମହିଳା ଅତିରିକ୍ତ ଜିଲ୍ଲା ଜଜ୍‌ (ଏଡିଜେ)ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା । ପାଖାପାଖି ୮ ଦିନ ରହିବା ପରେ ଏବେ ସେ…

ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍- ଓ୍ୱେରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ

ଉତ୍ତରପ୍ରଦେଶ ଇଟାଓ୍ଵାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍- ଓ୍ୱେରେ କାର୍ କୁ ପିଟିଲା ହାଇସ୍ପିଡ୍ ଡବଲ ଡେକର ବସ୍ । ଏହାପରେ ବସ୍ଟି ୫୦ ଫୁଟ ତଳକୁ ଖସିପଡିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୨ ଜଣ ଗୁରୁତର…

ଲକ୍ଷ୍ନୌ : ଅଭଦ୍ରାମୀର ସୀମା ଟପିଲେ ଯୁବକ, ବାଇକରେ ଯାଉଥିବା ଯୁବତୀଙ୍କ ଉପରକୁ ଫିଙ୍ଗିଲେ ବର୍ଷା ପାଣି, ୪ ଗିରଫ

ଅଭଦ୍ରତାର ସବୁ ସୀମା ଟପିଗଲେ ଯୁବକ । ବର୍ଷା ପରେ ବାଇକରେ ଯାଉଥିବା ଯୁବତୀଙ୍କ ଉପରକୁ ଫିଙ୍ଗିଲେ ପାଣି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୋମତି ନଗରରେ ଘଟିଛି ଏଭଳି କିଛି ଲଜ୍ଜାଜନକ ଘଟଣା । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୋଜୁଛି ପୋଲିସ । ଖବର…

SGPGI ଲକ୍ଷ୍ନୌରେ ଚାକିରି ସୁଯୋଗ, ୨୫ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ

ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଲକ୍ଷ୍ନୌରେ ବହୁତ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଆବେଦନ କରିବାର ତାରିଖ ଜୁନ୍‌ ୮ ତାରିଖରୁ ଆରମ୍ଭ ହେଉଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ୨୫ ଜୁନ୍‌ ୨୦୨୪ ରହିଛି । ଏଠାରେ ୪୧୯…

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ଏବଂ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଯୁବକ ଆହତ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ଗଣ୍ଡଗୋଳ । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସକୁ କଡ଼ା ଟକ୍କର ଦେଇଛି ବିଜେପି । ଲକ୍ଷ୍ନୌରେ ଭୋଟ ଗଣତି ସମୟରେ ବିଜେପି ଏବଂ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ…

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା ଯୋଗୁଁ ଚୋରି କରିବା ଭୁଲି ଶୋଇପଡିଥିଲା । ଏହାପରେ ଏତେ ଗଭୀର ନିଦରେ ଶୋଇଥିଲା ଯେ, ଉଠିବା ବେଳକୁ ପୋଲିସ ଗିରଫ କରିଥିଲା । ଏହି ଘଟଣା ଇନ୍ଦିରାନଗର ଥାନା ଅଞ୍ଚଳ ସେକ୍ଟର…

ମା’ର ଚିକିତ୍ସା କରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ବସ୍‌କୁ କାର୍‌ ଧକ୍କା ଦେବାରୁ ଚାଲିଗଲା ୨ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ଉନ୍ନାଓରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବସ୍‌ ଏବଂ କାର ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । କାରରେ ଥିବା…

ଲକ୍ଷ୍ନୌରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୩ ନାବାଳିକା ସହିତ ୫ ମୃତ

ଲକ୍ଷ୍ନୌରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଲକ୍ଷ୍ନୌର କାକୋରୀ ଅଞ୍ଚଳରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା ସାମିଲ ରହିଛନ୍ତି । ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ…

ଲକ୍ଷ୍ନୌ: ହଠାତ୍‌ ଫାଟିଗଲା ରାସ୍ତା, ୨୦ ଫୁଟ୍‌ ଗଭୀର ଗର୍ତ୍ତରେ ଝୁଲି ରହିଲା କାର୍‌

ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ବିକାଶ ନଗରର ସେକ୍ଟର-୪ରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ୨୦ ଫୁଟ୍‌ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତା ଯେତେବେଳେ ଧସିଥିଲା, ସେହି ସମୟରେ ଯାଉଥିବା ଏକ କାର୍‌ ଗର୍ତ୍ତରେ ଫସି ଯାଇଥିଲା । ଖବର ପାଇ ପୋଲିସ…

ଟ୍ରକ୍‌ରେ ବାଜିଲା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର, ଜୀବନ୍ତ ଜଳିଗଲେ ହେଲ୍‌ପର; ୧୦ ଫୁଟ ଦୂରରେ ପଡ଼ିଲେ ଡ୍ରାଇଭର

ଲକ୍ଷ୍ନୌରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍‌ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗାଡ଼ିର ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବିଦ୍ୟୁତ ଆଘାତ ଯୋଗୁ ଡ୍ରାଇଭର ୧୦ ଫୁଟ ଦୂରରେ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ରହିବ ସମସ୍ତ ମାଂସ ଦୋକାନ, ମୁସଲମାନ ବିକ୍ରେତା ସଂଘର ନିଷ୍ପତ୍ତି

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ରାଜଧାନୀ ଲକ୍ଷ୍ନୌରେ ଆମିଷ ବିକ୍ରି ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ସହରରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମୁସଲମାନ ମାଂସ ବିକ୍ରେତା…

ଡ୍ରାଇଭରଙ୍କୁ ନିଦ; ଆଗ୍ରା ଏକ୍ସପ୍ରେସ-ୱେରେ ଓଲଟିଲା ସ୍ଲିପର ବସ୍‌, ଇସ୍ରାଏଲ୍‌ ମହିଳାଙ୍କ ସମେତ ୩୪ ଆହତ

ଆଗ୍ରା ଏକ୍ସପ୍ରେସ-ୱେରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବନାରସ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଡିଭାଇଡରକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ବସ୍‌ରେ ଥିବା ୩୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…