ମାର୍ଗଶୀର ମାସରେ ଏଠାରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ, ରଘୁନାଥଙ୍କ ମନ୍ଦିରରୁ ଆସିଲା ଭେଟି
ସୋରଡା: ମାର୍ଗଶିର ମାସରେ ମହାଲକ୍ଷ୍ମୀଙ୍କ ପୂଜା । ମାଆଙ୍କ ପୂଜା କରିବା ପାଇଁ ପ୍ରତେକ ଗୃହିଣୀ ତତ୍ପର ହୋଇଥାନ୍ତି । ଏହି ମାସରେ ବୁଧବାର ଠାରୁ ଘର ଧୋଇ ଚିତା ପକାଇଥାନ୍ତି ଏବଂ ଗୁରୁବାର ଦିନ ଭୋର ଉଠି ମହାଲକ୍ଷ୍ମୀଙ୍କୁ ଠାକୁର ଘରେ ସ୍ଥାପନ କରି ନାନା ପ୍ରକାରର ପିଠା,ପଣା ଭୋଗ କରିଥାନ୍ତି ।…