Browsing Tag

malkangiri police

ମାଲକାନଗିରି ପୋଲିସର ବଡ଼ ସଫଳତା ; BSF ଯବାନଙ୍କ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଜଣେ ବିଏସଏଫ ଯବାନ ତାଙ୍କ କଷ୍ଟ ଉପାର୍ଜିତ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା ହରାଇଥିଲେ । ମାଲକାନଗିରି ପୋଲିସ ପୂରା ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ଜାନୁଆରୀ ୬ ତାରିଖରେ ଯବାନଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ନଦେମେଞ୍ଜୋରି ଜଙ୍ଗଲରୁ ଉଦ୍ଧାର କଲା ବିସ୍ଫୋରକ ସାମଗ୍ରୀ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓବାଦୀଙ୍କ ଗଚ୍ଛିତ ଗୋଳା ବାରୁଦ୍‌କୁ ଖୋଜି ବାହାର କଲେ BSF, SOG ଏବଂ DRG ଯବାନ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ନଦେମେଞ୍ଜୋରି ଜଙ୍ଗଲରେ ମାଓବାଦୀ ଏକ ଡ୍ରମ୍‌ ଯୋଗେ ମାଟିତଳେ ବିପୁଳ ପରିମାଣର ମାଓ ବିସ୍ଫୋରକ…

ପୋଲିସ ହାତରେ ଧରାପଡ଼ିଛି ବିଦେଶୀ ଟ୍ୟାଗ୍ ଲାଗିଥିବା ପାରା, ମାଓବାଦୀ ଟ୍ରେନିଂ ଦେଇଥିବା ସନ୍ଦେହ

ମାଲକାନଗିରି(କେ.ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁରେ ପୋଲିସ ହାତରେ ଧରାପଡିଛି ବିଦେଶୀ ଟ୍ୟାଗ୍ ଲାଗିଥିବା ପାରା। ଦେଖିବାକୁ ଏହା ସନ୍ଦେହଜନକ ଲାଗୁଛି। କାରଣ ପାରାର ଗୋଡ଼ରେ ଲାଗିଛି ବିଦେଶୀ ଭାଷାର ଟ୍ୟାଗ୍। କୁହାଯାଉଛି ମାଓଗଡ଼ କୁହାଯାଉଥିବା କୋଣ୍ଡାଗାଓଁ ଅଞ୍ଚଳରେ…

ମାଓଗଡରେ ପୋଲିସର ମହାନତା: ଅଜଣା ମୃତଦେହକୁ କାନ୍ଧେଇ କାନ୍ଧେଇ ଆଣିଲେ ୫କିଲୋମିଟର

ମାଲକାନଗିରି: ମାଓଗଡରେ ପୋଲିସର ମହାନତା । ଅଜଣା ମୃତଦେହକୁ ୫କିଲୋମିଟର କାନ୍ଧେଇ କାନ୍ଧେଇ ଆଣିଲେ ପାପରମେଟଲା ପୋଲିସ୍‌ । ଏକ ଅଜଣା ମୃତଦେହ ଜାମଜୋଡି ନାଳରେ ଭାସୁଥିବା ଗାଁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ମାଟି ତଳୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳର ମୁକୁଡ଼ିପାଲି ଜଙ୍ଗଲରେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲେମୋର ମାଇନ, ଡିଟୋନେଟର ଓ ମାଓ ପୁସ୍ତିକା ଜବତ କରିଛି ପୋଲିସ। SOG, DVF ଓ…

କାମ ସନ୍ଧାନରେ ଯାଇ ହଜିଗଲା ଭେଣ୍ଡିଆ ପୁଅ, ଉଦ୍ଧାର କରି ମା’ ପାଖରେ ପହଞ୍ଚାଇଲା ମାଲକାନଗିରି ପୋଲିସ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ପୋଲିସର ମହାନତା । ହଜିଯାଇଥିବା ପୁଅକୁ ଖୋଜି ଆଣି ମା’ ପାଖରେ ଛଡିଲା ପୋଲିସ। ଖାଲି ଖୋଜି ଆଣିନାହିଁ ତାଙ୍କ ପରିବାର ପାଖକୁ ନିଜ ଖର୍ଚ୍ଚରେ ସ୍ୱତନ୍ତ୍ର ଗାଡି କରି ଘରକୁ ପଠାଇ ଦେଇଛି ମାଲକାନଗିରି ପୋଲିସ। ହଜିଯାଇଥିବା ପୁଅକୁ ଫେରି ପାଇବେ ବୋଲି…

ମାଲକାନଗିରି ପୋଲିସ ଦ୍ବାରା ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ, ୪ଗିରଫ

ମାଲକାନଗିରି : ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ। ମାଲକାନଗିରି ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଥିବା ସହ ୪ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବେଳେ ଅର୍କେଲ ପୋଲିସ ଚଢଉ କରି ୨ହଜାର କିଲୋ ଗଞ୍ଜେଇ ଜବତ କରିବା ସହିତ ଚାଲାଣକାରୀଙ୍କୁ ଗିରଫ କରିଛି।…

ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ କରୁଛି ମାଲକାନାଗିରି ଜିଲ୍ଲା ପ୍ରଶାସନ, ଲକ୍‌ ଡାଉନରେ ବି ରାତିରେ ଆରାମ୍‌ରେ…

ମାଲକାନାଗିରି: ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ । ମାଲକାନାଗିରି ଜିଲ୍ଲାରେ ଲକ୍‌ ଡାଉନ୍‌ରେ ଘୋଷଣା ପରେ ବି ରାତିରେ ଆରାମ୍‌ରେ ଲୋକେ ସହର ଭିତରେ ବୁଲାବୁଲି କରୁଛନ୍ତି । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସଦର ମହକୁମାର ଡିଏନ୍‌କେ ଛକ, କଲେଜ…