ଭୁଶୁଡୁଛି ମାଓ ଗଡ଼, ପୁଣି ୧୮୦ ମାଓ ସମର୍ଥକ କଲେ ଆତ୍ମସମର୍ପଣ
ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲାକୁ ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ବିଏସଏଫ କ୍ଯାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ।ବିଏସଏଫ କ୍ଯାମ୍ପରେ ପୁଲିସ ଡିଜିଙ୍କ…