Browsing Tag

mamata banarjee

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବଜାର ଯାଇ ପିଆଜ ଖୁଚୁରା ବ୍ୟବସାୟୀଙ୍କୁ ପଚାରିଲେ ପିଆଜ ଦର, ବ୍ୟବସାୟୀ ଦେଲେ ଏଭଳି ଉତ୍ତର

କେନ୍ୟୁଜ୍(ବ୍ୟୁରୋ):  ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଚାନକ ନିଜ ଘରୁ ବାହାରି ବଜାର  ଅଭିମୁଖେ ଯାଇଥିଲେ । ସେଠାରେ ସେ ଏକ ପରିବା ଦୋକାନକୁ ଯାଇ ପିଆଜର ରେଟ କେତେ ବୋଲି ପଚାରି ଥିଲେ । ଦିଦିଙ୍କ ପ୍ରଶ୍ନ ଶୁଣି ପିଆଜ ବିକ୍ରେତା ଉତ୍ତର ଦେଇ କହିଥିଲା କିଲୋପ୍ରତି ପିଆଜ ୧୫୦…

ବୁଲବୁଲ୍ କ୍ଷୟକ୍ଷତି ନେଇ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ସହଯୋଗ ଦେବାକୁ ଦଲେ ଆଶ୍ୱାସନା

କେନ୍ୟୁଜ୍(ବ୍ୟୁରୋ):   ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ଜାଣିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି…

ମୋଦିଙ୍କୁ ଭେଟିଲେ ଦିଦି, ଦେଲେ ଜନ୍ମଦିନ ଉପହାର

ନୂଆଦିଲ୍ଲୀ: ବହୁ ବାଦବିବାଦ ଏବଂ ବାକବିତଣ୍ଡା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଭେଟ ହୋଇଛି। ଏକଦା ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ପୂରାଇ ଦେଉନଥିବା ମମତା ଆଜି ମୋଦିଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ…

ପଶ୍ଚିମବଙ୍ଗରେ ସଂଶୋଧିତ ମୋଟର ଭେହିକିଲ ଆକ୍ଟ ଲାଗୁ କରିବେ ନାହିଁ ମମତା ବାନାର୍ଜୀ

ପଶ୍ଚିମବଙ୍ଗ(କେନ୍ୟୁଜ୍): ପଶ୍ଚିମବଙ୍ଗରେ ବର୍ତ୍ତମାନ ସଂଶୋଧିତ ମୋଟର ଭେହିକିଲ ଆକ୍ଟ ଲାଗୁ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିପାଇଁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ନୂଆ ଆଇନ୍‌ ଲାଗୁ ହେଲେ ଲୋକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ । ଏ ନେଇ ରାଜ୍ୟ ଅଧିକାରୀମାନେ ତାଙ୍କୁ…

କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣା, ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ

ଷଷ୍ଠ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର। କହିଲେ, ସ୍ଥାନ ଓ ସମୟ ଆମେ ସ୍ଥିର କରିବୁ। କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣା ପ୍ରତିବାଦରେ ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ…

ମମତାଙ୍କ କଟା ଘା’ରେ ଚୂନ ମାରୁଛି ବିଜେପି, ପଠାଇବ ଜୟ ଶ୍ରୀରାମ ଲେଖାଥିବା ୧୦ଲକ୍ଷ ପୋଷ୍ଟକାର୍ଡ

ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ଏବେ ଟିଏମସିର କଟା ଘାରେ ଚୂନ ଲଗାଉଛି । ଜୟ ଶ୍ରୀରାମ୍‌ ନାଁ ଶୁଣି ଡେଉଁଥିବା ତୃଣମୂଳ କଂଗ୍ରେସ୍‌ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଲକ୍ଷ ପୋଷ୍ଟକାର୍ଡ…

ପୁଣି ଶେଷ ମୁହୂର୍ତ୍ତରେ ୟୁଟର୍ଣ୍ଣ ନେଲେ ମମତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରେ ଦେବେ ନାହିଁ ଯୋଗ

ଶେଷ ମୁହୂର୍ତ୍ତରେ ମମତା ଦିଦିଙ୍କ ୟୁ ଟର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଶପଥ ସମାରୋହରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ପଶ୍ଚିମବଙ୍ଗରେ ନିର୍ବାଚନ ହିଂସାରେ ପ୍ରାଣ ହରାଇଥିବା…

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି, ପଶ୍ଚିମବଙ୍ଗରେ ମୋଦି ସୁନାମୀ

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି । ପଶ୍ଚିମବଙ୍ଗରେ ଜୋରଦାର ହମଲା କରିଛି ବିଜେପି । ମମତାଙ୍କ ଟିଏମସି ଏବଂ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ବିଜେପି ୧୯ଟି ଆସନରେ ଆଗକୁ ଚାଲିଥିବା ବେଳେ ଟିଏମସି ୨୨ଟି ଆସନରେ ରହିଛି । କଂଗ୍ରେସ ମାତ୍ର ଗୋଟିଏ ଆସନ ହାସଲ କରିଛି । ଆସନସୋଲରୁ…

ମୈଦାନରେ ଶତ୍ରୁ ହେଲେ ବ୍ୟକ୍ତିଗତ ଭାବେ ମିତ୍ର, ମୋଦିଙ୍କୁ କୁର୍ତ୍ତା ଏବଂ ମିଠା ପଠାନ୍ତି ମମତା

ମୈଦାନରେ ମୋଦିଙ୍କୁ ଦିଅନ୍ତି ଗାଳି । ହେଲେ ବ୍ୟକ୍ତିଗତ ଭାବେ ମୋଦିଙ୍କ ସହ ଅଛି ଭଲ ସମ୍ପର୍କ । ସେଥିପାଇଁ ତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କୁର୍ତ୍ତା ଏବଂ ମିଠା ପଠାନ୍ତି ମମତା । ଏକଥା ଆମେ ନୁହେଁ କହିଛନ୍ତି ନିଜେ ନରେନ୍ଦ୍ର ମୋଦି । ନିକଟରେ ଅକ୍ଷୟ କୁମାରଙ୍କ ସହ ହୋଇଥିବା ସାକ୍ଷାତକାରରେ…

ସିବିଆଇ ବନାମ ପଶ୍ଚିମବଙ୍ଗ ପୋଲିସ ଲଢ଼େଇ : ଆଜି ସିବିଆଇ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା : ପଶ୍ଚିମବଙ୍ଗରେ ସିବିଆଇ ଝାମ୍ପ ମାରିବା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚରାପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜଷ୍ଟିସ ରଞ୍ଜନ ଗୁପ୍ତା ଓ ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ବେଞ୍ଚର ସଦସ୍ୟ ଅଛନ୍ତି ।…

କୋଲକାତା ପୋଲିସ-ସିବିଆଇ ମୁହାଁମୁହିଁ ପ୍ରସଙ୍ଗ : ମମତାଙ୍କ ସମର୍ଥନରେ ବିରୋଧୀ ଦଳ

କୋଲକାତା : କୋଲକାତା ପୋଲିସ-ସିବିଆଇ ମୁହାଁମୁହିଁ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିଛନ୍ତି ବିରୋଧୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମମତାଙ୍କୁ ଫୋନ୍ କରି ସମର୍ଥନ ଜଣାଇଛନ୍ତି । ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଉମର ଅବଦୁଲ୍ଲା, ମାୟାବତୀ,…

କୋଲକାତାରେ ହାଇଭୋଲଟେଜ୍ ଡ୍ରାମା, ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇଥିବା ୫ ସିବିଆଇ ଅଧିକାରୀଙ୍କୁ ଗିରଫ କଲା…

କୋଲକାତା : ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇ ସିବିଆଇ ଅଧିକାରୀ ଗିରଫ । କୋଲକାତାରେ ପୋଲିସ-ସିବିଆଇ ମୁହାଁମୁହିଁ। କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ସିବିଆଇର ପାଞ୍ଚଜଣିଆ ଟିମ ରାଜୀବଙ୍କ ବାସଭବନକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି ।…